Posted inଫୁରସତ

କରୋନା ଭାଇରସକୁ ନେଇ ଆୟୋଜିତ ହେଲା ଖବରଦାତା ସମ୍ମିଳନୀ: ଘଷି ଜଳାଇ ପିଲା କହିଲେ ସଫା ହେବ ପରିବେଶ

ଔରଙ୍ଗାବାଦ,୧୩।୩: ସରକାରୀ ଆୟୁର୍ବେଦ କଲେଜର ଏକ ଟିମ୍‌ ଗୁରୁବାର ଉସମନାବାଦ ସହରରେ କରୋନା ଭାଇରସକୁ ସେଇ ଜିଲା ପ୍ରଶାସନ ଦ୍ୱାରା ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଏହି ସମୟରେ କିଛି ଘଷି ବା ଗାଈ ଗୋବରରେ ତିଆରି ଜାଳେଣିକୁ ଜଳାଯାଇଥିଲା। ଏହାଦ୍ୱାରା ବାୟୁରେ ଥିବା ଜୀବାଣୁ ନଷ୍ଟ ହୋଇଯିବେ ବୋଲି କହିଥିଲେ କେତେଜଣ ଆୟୁର୍ବେଦ ଛାତ୍ର। ହେଲେ ଏହି ଘଷି ଜାଳିବା ସହ ଖବରଦାତା ସମ୍ମିଳନୀର କୌଣସି ସମ୍ପର୍କ ନ ଥିଲା। ଏହା ଆୟୁର୍ବେଦ କଲେଜର ଏକ ଟିମ୍‌ ଦ୍ୱାରା ଘର ନିକଟରେ କିପରି ବାୟୁ ପ୍ରଦୂଷଣକୁ ଦୂରେଇ ଦେଇ ହେବ ତାହା ଉପରେ ଆଲୋଚନା କରାଯାଉଥିଲା। ହେଲେ ଗୋଟିଏ ପଟେ କରୋନା ଭାଇରସକୁ ନେଇ ଖବରଦାତା ସମ୍ମିଳନୀ ଆୟୋଜିତ ହେଉଥିବାରୁ ଅନ୍ୟପଟେ ଏପରି ଘଷି ଜାଳିବାର ଦୃଶ୍ୟକୁ ଦେଖି କେହି କେହି ଏହାକୁ କରୋନା ଭାଇରସ ସହ ଯୋଡି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଏକ ରଜପର୍ବ

ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ । ଏମିତିରେ ଗାଁରୁ ସହର...

ଲାଠି ସାନିଟାଇଜ କରୁଛି ପୋଲିସ

ନୂଆଦିଲ୍ଲୀ, ୨୫ା୩- ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ...

୧୨ ଶହ ବର୍ଷ ଧରି ଢ଼ଳି ରହିଛି ଏହି ପଥର…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ଦେଖିବାକୁ ମିଳିଥାଏ। ଏସବୁ ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ ଦେବାକୁ ଅସମର୍ଥ ହୋଇଥାଏ। ତାମିଲ୍‌ନାଡୁର ମହାବଳୀପୁରମ୍‌ରେ...

ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।...

ମନ୍ଦିର ନିର୍ମାଣବେଳେ ଧର୍ମ-ନିରଞ୍ଜନ ଦେବତା ପୂଜା

ସିଦ୍ଧିଦୁର୍ଗା ପାହାଡ଼ରୁ ପଥର କଟାହୋଇ ଆସି ପହଞ୍ଚତ୍ବା ପର୍ଯ୍ୟନ୍ତ ବୀର ବଡ଼ଜେନାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ବୀର ବଡ଼ଜେନାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କର ଶୃଙ୍ଖଳିତ...

ପିଲାଦିନର ତିକ୍ତ ଅନୁଭୂତି ପାଇଁ ପାଲଟିଲେ ରାକ୍ଷସ

ଅନେକ ସମୟରେ ଦେଖାଯାଏ ପିଲାଦିନର କିଛି ତିକ୍ତ ଅନୁଭୂତି ପିଲାଙ୍କ କୋମଳ ମନରେ ଘର କରି ରହିଯାଏ। ଏମିତିକି ସାରା ଜୀବନ ତାହା ମନରୁ ଲିଭିପାରେନା।...

କୁକୁର କଲା ରେକର୍ଡ

ଗୋଲ୍ଡେନ୍‌ ରିଟ୍ରିଭର୍‌ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି...

ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ...

Advertisement
Archives

Model This Week