କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୟୁଭି ଲାଇଟ୍‌ ରହିଛି। ଯାହାକି କବଚର ଆଭ୍ୟନ୍ତରୀଣ ତାପମାତ୍ରାକୁ ୪୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିବ। ବାଦୁଡ଼ି ଡେଣା ଆକାରର ଏହି ସୁରକ୍ଷା କବଚ ବ୍ୟବହାରକାରୀଙ୍କ ଅଧାରୁ ଅଧିକ ଶରୀର ଆବୃତ୍ତ କରିପାରିବ। ଏଥିରେ ଥର୍ମୋପ୍ଲାଷ୍ଟିକ୍‌ ଷ୍ଟ୍ରେଚେବୁଲ୍‌ ମ୍ୟାଟେରିଆଲର ଉପଯୋଗ କରାଯାଇଛି। କରୋନା ଭୂତାଣୁ ୨୭ ଡିଗ୍ରୀ ତାପମାତ୍ରାରେ ନଷ୍ଟ ହୋଇଯାଇଥାଏ। ତେଣୁ ସୁରକ୍ଷା କବଚ ଭିତରର ତାପମାତ୍ରା ଦ୍ୱାରା ବ୍ୟବହାରକାରୀ ସଂକ୍ରମଣରୁ ଦୂରେଇ ରହିପାରିବେ ବୋଲି ଡାୟୋଙ୍ଗ୍‌ ସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା।...

ୟୁଏଇରେ ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଏକ୍ସ ଡେଜାର୍ଟ ଫ୍ଲାଗ ଫେବୃୟାରୀ ୨୭ରୁ: ୧୧ ଦେଶ ଦେବେ ଯୋଗ…

ଆବୁଧାବି,୨୫।୨ : ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ସମରାଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଏହି ସମରାଭ୍ୟାସ ୨୭ ଫେବୃଆରୀରୁ ସଂଯୁକ୍ତ...

ବକ୍ସିଂ ଗୁରୁ ସୁଦର୍ଶନ ସାହୁ

ନିଜର କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ୱାରା ସେ କେବଳ ସଫଳତା ହାସଲ କରିନାହାନ୍ତି ବରଂ ଅନେକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି। କ୍ରୀଡ଼ା କ୍ଷେତ୍ରରେ...

ବାଘର କାନକୁ ଭିଡି ଧରିଲା କୁକୁର, ସିଂହ ନେଉଥିଲା ମଜା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ କ୍ୟାମେରାରେ ଏମିତି କିଛି ରେକର୍ଡ ହୁଏ, ଯାହାକୁ କେହି କଳ୍ପନା ମଧ୍ୟ...

ଏହି ୫ ପଶୁଙ୍କୁ ସ୍ବପ୍ନରେ ଦେଖିବା ଶୁଭ

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନ ଭବିଷ୍ୟତର ଘଟଣାଗୁଡ଼ିକୁ ସୂଚିତ କରେ। ଆହୁରି ମଧ୍ୟ, ସ୍ବପ୍ନ ରେ ଦେଖାଯାଉଥିବା ଜିନିଷଗୁଡ଼ିକ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ। ସ୍ବପ୍ନରେ...

ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର...

ସର୍ଜନାରେ ରିକ୍ସା ଓ କଟକର ନକ୍ସା

ଆମ ପିଲାଦିନର କଟକ ଆମ ପିଲାଙ୍କ ବେଳକୁ ନାହିଁ । ଆମ ବାପାଙ୍କ ଅମଳର କଟକ ଆମ ବେଳକୁ ନ ଥିଲା । ଥିଲାବାଲା ଘରେ...

ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା...

Advertisement
Archives

Model This Week