କରୋନା କଟକଣା: ୪୦ ହଜାର ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେବେ

ମାଲକାନଗିରି,୧୪ା୫ (ଡି.ଏନ୍‌.ଏ.)-ରାଜ୍ୟରେ କରୋନା ମହାମାରୀରେ ଯେପରି ଛାତ୍ରୀଛାତ୍ରମାନେ ସଂକ୍ରମିତ ନ ହୁଅନ୍ତି ଏହାକୁ ଦଅଟେିରେ ରଖି ସରକାର ଗତ ମାର୍ଚ୍ଚ ମାସରେ ପ୍ରଥମରୁ ନବମ ଶ୍ରେଣୀ ବୃତ୍ତି ପରୀକ୍ଷା ବାତିଲ କରି ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। ମାଲକାନଗରି ଜିଲାରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିଜ ଘରକୁ ପଠାଯାଇଥିଲା। ରାଜ୍ୟରେ ୪ର୍ଥ ଥର ପାଇଁ ଲକଡାଉନ ବୃଦ୍ଧି ହୋଇପାରେ। ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଖଟ, ଗଦି, ସଙ୍ଗରୋଧ କେନ୍ଦ୍ରଗୁଡିକୁ ସ୍ଥାନାନ୍ତରିତ ହୋଇଛି। ସରକାର ଛାତ୍ରୀଛାତ୍ରଙ୍କ ଲାଗି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି। ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ସମ୍ଭବ ନୁହେଁ। ଛାତ୍ରୀଛାତ୍ରମାନେ ସ୍ମାର୍ଟ ଫୋନ୍‌ରେ ନେଟ୍‌ ବ୍ୟବହାର ବିଷୟରେ ଜାଣନ୍ତିନାହିଁ। ମଙ୍ଗଳ ବିଭାଗ ଅଧୀନରେ ଶିକ୍ଷା ଲାଭ କରୁଥିବା ୪୦ ହଜାରରୁ ଊଦ୍ଧ୍ୱର୍ର୍ ଛାତ୍ରୀଛାତ୍ର ଚଳିତବର୍ଷ ଅନଲାଇନ ଶିକ୍ଷାଗ୍ରହଣ କରିବା ସମ୍ଭବ ନୁହେଁ। ଏହି ଛାତ୍ରୀଛାତ୍ରଙ୍କ ଶିକ୍ଷା ଗ୍ରହଣ ଲାଗି ଅନ୍ୟ ବ୍ୟବସ୍ଥା କରା ନ ଗଲେ ଚଳିତ ଶିକ୍ଷା ବର୍ଷରେ ଉକ୍ତ ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣରୁ ବଞ୍ଚତ୍ତ ହେବେ। ସରକାର ଏନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ଶିକ୍ଷାବିତ, ବୁଦ୍ଧିଜୀବିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ପୋଡ଼ି ଯାଇଥିବା କାର୍‌ ଠାବ

କାଲିମେଳା/ଏମ୍‌ଭି-୭୯, ୨୩|୧(ଡି.ଏନ.ଏ.) ମାଲକାନଗିରି ଜିଲା କାଲିମେଳା ବ୍ଲକ ତଥା ଏମଭି- ୭୯ ଥାନା ଅନ୍ତର୍ଗତ ତେଳରାଇ ପଞ୍ଚାୟତର ଏମ୍‌ଭି-୧୨୬ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗୋଟିଏ ପୋଡ଼ିଯାଇଥିବା କାର୍‌...

ଡିଏସ୍‌ଡବ୍ଲ୍ୟୁଓ ନିଲମ୍ବିତ

ମାଲକାନଗିରି, ୧୫ା୧(ସ୍ବ.ପ୍ର.): ମାଲକାନଗିରି ଡିଏସ୍‌ଡବ୍ଲ୍ୟୁଓଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅନିୟମିତତା, ମାଲକାନଗିରି ସିଡିପିଓ ବିପୁଳା ସରକାରଙ୍କୁ ପଦୋନ୍ନତିରେ ସହଯୋଗ କରିବାରେ ସମ୍ପୃକ୍ତ ଥିବା ଦର୍ଶାଇ...

ପ୍ରବଳ ବର୍ଷା: ମୋଟୁ-ବିଜୟଓ୍ବାଡାକୁ ଯାତାୟାତ ବନ୍ଦ

ମାଲକାନଗିରି,୨୭ା୭(ଦୁର୍ଯ୍ୟୋଧନ ପାତ୍ର): ଲଘୁଚାପ ଯୋଗୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋଦାବାରୀ ନଦୀ ଧିରେ ଧିରେ ଫୁଲିବାରେ ଲାଗିଛି। ଓଡ଼ିଶାରେ ଦୀର୍ଘଦିନ...

ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ

ମାଲକାନଗିରି,୩୧।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ପ୍ରସ୍ତାବିତ ବିମାନ ବନ୍ଦର କାର୍ଯ୍ୟ ଅନେକ ବର୍ଷ ପରେ ଆରମ୍ଭ ହୋଇଛି। ଏନେଇ ଜିଲାବାସୀଙ୍କ ମନରେ ଆଗାମୀ ଦିନରେ ବିମାନ ସେବା...

ଲଗାଣବର୍ଷାରେ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି,୯ା୮(ଡି.ଏନ୍‌.ଏ.): ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ଠାରେ ରବିବାର ପୋଲ ଉପରେ ପ୍ରାୟ ୩ ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ...

ସରୁନି ଭିଜିଲାନ୍ସ ଖୋଳତାଡ଼: ଯନ୍ତ୍ରୀ-ଠିକାଦାର କିଙ୍ଗ୍‌ପିନ୍‌

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଯେତେ ଖୋଳିଲେ ସେତେ ବାହାରୁଛି ମାଲକାନଗିରି ଜିଲା ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତି। ଦୁଇ ଦିନ ହେଲାଣି ଭିଜିଲାନ୍ସର ଖୋଳତାଡ଼ ସରୁନାହିଁ।...

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଗୁରୁତର

ମାଲକାନଗିରି,୧୪ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଶନିବାର ତାଣ୍ଡବ ରଚିଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଯବାନ ଦ୍ୱୟଙ୍କୁ ଉଦ୍ଧାର...

ପଡ଼ିଆ ଆଶାକର୍ମୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ

ପଡ଼ିଆ,୨୫ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି। ଫଳରେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନର ନିଦ ହଜାଇଦେଇଛି କରୋନା।...

Advertisement
Archives

Model This Week