କରୋନାରେ ଆକ୍ରାନ୍ତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୮।୬: ପାକିସ୍ତାନରେ କରୋନା କବଳରୁ ସାଧାରଣ ଜନତାଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍‌ଏଲ୍‌-ଏନ୍‌ ନେତା ଶାହିଦ ଖକାନ ଆବ୍ବାସି ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। ସୋମବାର ତାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ତାଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ୨ହଜାର ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ୪୧ ଦାଦନ ଶ୍ରମିକ ଉଦ୍ଧାର

ଗ୍ରୀସ୍‌,୫ା୧୧-ଗ୍ରୀସ୍‌ରେ ଏକ ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ସୋମବାର ୪୧ ଜଣ ଦାଦନ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ପୋଲିସ ଉକ୍ତ ଟ୍ରକ୍‌ର ଡ୍ରାଇଭରଙ୍କୁ ଗିରଫ କରିଛି। ଦାଦନ...

ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା...

ଚାଇନା ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣ…

ଇସଲାମାବାଦ,୧୩।୮ : ବାଲୁଚିସ୍ତାନର ଗ୍ବାଦର ସହରରେ ଚାଇନାର ଇଞ୍ଜିନିୟରମାନଙ୍କ କନଭେନ ଉପରେ ପ୍ରବଳ ଆକ୍ରମଣ ହୋଇଛି। ସୁରକ୍ଷାକର୍ମୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଅନେକ ଘଣ୍ଟା ଧରି...

ଖାରକିଭରୁ ରୁଷିଆ ସେନାକୁ ତଡ଼ିଲା ୟୁକ୍ରେନ

କ୍ୱିଭ,୨୭।୨: ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍‌ ସହର ଖାରକିଭକୁ ନିୟନ୍ତ୍ରଣକୁ ନେଇଛି ୟୁକ୍ରେନର ସଶସ୍ତ୍ର ବାହିନୀ। ଏହି ସହରକୁ ପସି ଆସିଥିବା ରୁଷିଆ ସେନାକୁ ହରାଇ ୟୁକ୍ରେନ...

ଶ୍ରୀଲଙ୍କାରେ ମୁହଁ ଘୋଡ଼ାଇବା ହେଲା ନିଷେଧ

କଲମ୍ବୋ,୨୯।୪: ଇଷ୍ଟର ସଣ୍ଡେ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ସମସ୍ତ ପ୍ରକାର ମୁହଁ ଘୋଡ଼ାଇବାକୁ ନିଷେଧ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ...

ଜଳବାୟୁ ପରିବର୍ତ୍ତନ ଯୋଗୁ ଆସିବ ଭବିଷ୍ୟତରେ ନୂଆ ମହାମାରୀ…

ଓ୍ବାଶିଂଟନ,୨୬।୧୦ : ପରବର୍ତ୍ତୀ ମହାମାରୀ କୌଣସି ବାଦୁଡି କିମ୍ବା ପ୍ରାଣୀଙ୍କଠାରୁ ଆସି ନପାରେ। ଏହା ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନରୁ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। ସମଗ୍ର...

ନେପାଳରେ ହେଲିକପ୍ଟର ଦୁର୍ଘଟଣା: ୬ ମୃତ

କାଠମାଣ୍ଡୁ, ୧୨ା୭(ପି.ଟି.): ପୂର୍ବ ନେପାଳର ଏଭେରେଷ୍ଟ ଶୃଙ୍ଗ ନିକଟରେ ମଙ୍ଗଳବାର ସକାଳେ ଏକ ଘରୋଇ ବ୍ୟବସାୟିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୬ ଜଣଙ୍କ...

ପାକ-ଆଫଗାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା କରିବ ଫଣ୍ଡିଂ

ଇସଲାମାବାଦ,୨ ।୧: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି...

Advertisement
Archives

Model This Week