Posted inଜାତୀୟ

କରିମ୍‌ଗଞ୍ଜ୍‌ରେ ଶତାୟୁ ଦେବେ ଭୋଟ

ଦିସ୍‌ପୁର,୧୭।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆସାମ କରିମ୍‌ଗଞ୍ଜ୍‌ରେ ଜଣେ ଶତାୟୁ ବୃଦ୍ଧ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେ ହେଉଛନ୍ତି ମହମ୍ମଦ୍‌ ଅଲ୍ଲୀ। ତାଙ୍କର ବୟସ ଶହେ ୧୬ ବର୍ଷ। ମହମ୍ମଦ୍‌ ଜଣେ ସ୍ବାଧୀନତା ସଂଗ୍ରାମୀ। ପ୍ରତି ଥର ଭୋଟ ଦେବା ସମୟରେ ତାଙ୍କ ମନରେ ଏକ ସ୍ବତନ୍ତ୍ର ଭାବନା ଜାଗ୍ରତ ହୋଇଥାଏ। ସେ ଉତ୍ସାହର ସହିତ ତାଙ୍କ ଘର ନିକଟସ୍ଥ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଜୟ ଯୋଜନା: ଭାଜପା ଗଠନ କଲା ୫ ଜଣିଆ ଟିମ୍‌

କୋଲକାତା,୧୮।୧୧: ଭାଜପା ଏବେ ପଶ୍ଚିମବଙ୍ଗ ଜୟ ଯୋଜନା କରିଛି। ଏଥି ପାଇଁ ଦଳ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଟିମ୍‌ ସଦସ୍ୟମାନେ ରାଷ୍ଟ୍ରୀୟ...

କାନ୍ଦିଲେ ୯୬ ବର୍ଷୀୟ ଧର୍ମପାଲ ଗୁଲାଟୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି କାନ୍ଦି ପକାଇଛନ୍ତି ଏମଡିଏଚ୍‌ କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ। ୯୬ବର୍ଷୀୟ...

ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଛାଡି ନୂଆ ଆପ୍‌ ବ୍ୟବହାର କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର,୨୪।୧: ହ୍ବାଟସଆପ୍‌ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଆପ୍‌ ଦ୍ୱାରା ଗୋପନୀୟ ତଥ୍ୟ ଲିକ୍‌ ହେଉଥିବା ଜଣାପଡିବା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ...

ଅଗଷ୍ଟ ୧୫ରେ ଲଦାଖରେ ପତାକା ଉଡାଇବେ ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ...

ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି ୫ ଶହ ଆତଙ୍କବାଦୀ: ଯୋଗାଯୋଗ ଲାଗି ବ୍ୟବହାର କରୁଛନ୍ତି ନୂଆ କୋଡ୍‌

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ୫ଶହରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି। ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ଳାଗି ସେମାନେ ନୂଆ...

ମୋଦି ହୁଅନ୍ତୁ ଅବା ମନମୋହନ ସବୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଛନ୍ତି ରାହୁଲ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ରୟ ବଜେଟ ଉପରେ ଚର୍ଚ୍ଚା କରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ...

ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ବିରୋଧୀଙ୍କ ସହଯୋଗ ଲୋଡିଲେ ସରକାର

ନୂଆଦିଲ୍ଲୀ,୧୬।୬: ସୋମବାରଠାରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ତିନି...

ଜାମିଆ ଗୁଳିକାଣ୍ଡ ଭଳି କାର୍ଯ୍ୟକୁ ସହ୍ୟ କରାଯିବନି : ଶାହ

ନୂଆଦିଲ୍ଲୀ,୩୦।୧: ଜାମିଆ ଗୁଳିକାଣ୍ଡ ଭଳି ଘଟଣାକୁ କେବେ ବି ସହ୍ୟ କରାଯିବନି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ...

Advertisement

BGU

Archives

Model This Week

Why Dharitri