କଥା ଦେଇ ପାସରିଦେଲେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ: ଭଏଭୀତ ଅବସ୍‌ତାରେ ଗାଁବାସୀ

ବିନିକା,୩୦।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ୫୦ରୁ ଅଧ୍‌କା ଚାଷୀ ଉଠା ଜଲସେଚନ ଭରସାରେ ଫିବଛର ୭୦ ହେକ୍ଟର ଜମିରେ ଧାନଚାଷ୍‌ କରୁଛନ୍‌। ଜିରାନଦୀରୁ ଲିଫ୍ଟ ଜରିଆରେ ଚାଷୀ ଜମିକେ ପାଏନ୍‌ ମଡ଼ଉଛନ୍‌। ଇଥିରଲାଗି ଜିରାନଦୀ ଖଁଡ଼ିରେ ୨ଟା ଲିଫ୍ଟ ପଏଣ୍ଟ ଅଛେ। ହେଲେ ଗଲାବଛର ଜିରାନଦୀରେ ଆସିଥିବାର ବଢ଼ିରେ ୨ ନଂ. ଲିଫ୍ଟ ପଏଣ୍ଟର ୧୧ କେଭି ବିଦ୍ୟୁତ୍‌ ତାର ଆର ଟ୍ରାନ୍ସଫର୍ମର ଅଚଲ ହେଇଯାଇଥିଲା। ଇ ବାବ୍‌ଦେ ଥାନୀୟ ଚାଷୀ ବିନିକା ବିଦ୍ୟୁତ୍‌ ବିଭାଗ ଜେଇ ଆର ଏସ୍‌ଡିଓକୁଁ ଜନେଇଥିଲେ। ପଛେ ୨ନଂ. ଲିଫ୍ଟ ପଏଣ୍ଟର ଚାଷୀମାନେ ଟଁକା ଠୁଲେଇ ବିଦ୍ୟୁତ୍‌ ବିଭାଗରେ ଜମା କଲାରୁ ବିଭାଗ ତରଫୁ ନୂତନ ଟ୍ରାନ୍ସଫର୍ମର ଥାପନ କରାଯାଇଥିଲା। ହେଲେ ଇ ନୂତନ ଟ୍ରାନ୍ସଫର୍ମର ଥାପନା ବେଲେ ବିଭାଗ୍‌ ସୁରକ୍ଷାକେ ଗୁରୁତ୍‌ ନାଇଁଦେଇ। ଯେନ୍‌ଥିରଲାଗି ଗଲା ବଛର ବଢ଼ିରେ ଉପ୍‌ଡି ପଡ଼ିଥିବାର ବିଦ୍ୟୁତ୍‌ ଖୁଁଟା ଆଏଜ୍‌ ବି ସେନ୍‌ଥେଇ ପଡ଼ି ରହିଛେ। ୨ ନଂ. ଲିଫ୍ଟ ଅଧୀନ ଚାଷୀମାନେ ଥାନୀୟ ସରପଁଚ୍‌କଁର ସଂଗେ ବିଭାଗୀୟ ଜେଇକୁଁ ଇ ଦିଗେ ପଦକ୍ଷେପ ନେବାକେ ଅନୁରୋଧ କରିଥିଲେ। ପଛେ ଫେନ୍‌ ଘାଏ ଚାଷୀମାନେ ୨୪.୫.୨୦୧୯ରେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ରଶ୍ମିରଞ୍ଜନ ଜେନାକଁୁ ଇ ଦିଗେ ପଦକ୍ଷେପ ନେବାକେ ଗୁହାରି କରିଥିଲେ। ଏସ୍‌ଡିଓ ଜେନା ବି ଚାଷୀକୁଁ ବହୁତ୍‌ ଜଲ୍‌ଦି ସମସିଆର ସମାଧାନ କରାଯିବାକେ କଥା ଦେଇଥିଲେ। ହେଲେ ଇ ଘଟନାକେ ଆଏଜ୍‌ ୧୫ ମାସ ବିତିଯାଇଛେ, ବିଭାଗୀୟ ଏସ୍‌ଡିଓ ବି ଚାଷୀକୁ ଦେଇଥିବାର କଥା ପାସରି ଦେଇଛନ୍‌। ଏନ୍‌ତାଥି ନଦୀ ଖଁଡ଼ିରେ ଟ୍ରାନ୍ସଫର୍ମର ଆର ଉନିଆ ବିଦ୍ୟୁତ୍‌ ସରଂଜାମ୍‌ ବିପଦ୍‌ ଅବସ୍‌ତାରେ ପଡ଼ି ରହିଛେ। ଇଆଡ଼େ ଟ୍ରାନ୍ସଫର୍ମରକେ ବିପଦ୍‌ ଅବସ୍‌ତାରେ ଝୁଲି ରହିଥିବାର ତାରମାନକେ ବିଦ୍ୟୁତ୍‌ ପରବାହିତ ହେଉଛେ। ଇଥିରଲାଗି ଗଁାବାସୀ ଭଏରେ ନଦୀକେ ଗଧାବୁଢ଼ା କି ଝାଡ଼ାଝପଟ ଯିବାକେ ଡରୁଛନ୍‌। ଗଁାବାସୀକର କହେବାର ହିସାବେ ଇ ଭିତରେ ଗଁାର ଅନେକ ଲୁକ୍‌କର ଗଈବଲଦ, ଛେଲ୍‌ମେଢ଼ି ବିଦ୍ୟୁତ୍‌ ଆଘାତରେ ମରି ସାଏଲେନ। ଇଆଡ଼େ ବରଷା ଲାଗି ରହିଲେ କି ଜିରାନଦୀରେ ବଢ଼ି ଆଏଲେ ଫେନ୍‌ଘାଏ ଟ୍ରାନ୍ସଫର୍ମର ଖରାପ୍‌ ହେବାରଟା ଥଏ ଆଏ ବଲି ଚାଷୀମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଚାଷୀମାନେ ବିଭାଗୀୟ ଅଧ୍‌କାରୀମାନକୁ ବାରବାର ଗୁହାରି କରି ନିରାଶ ହେଇଛନ୍‌। ଇ ଦିଗେ ଜିଲାପାଲ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାର ସନ୍ତୋଷ ଭୋଇ, ବ୍ରଜମୋହନ ଭୋଇ, ବିଶ୍ୱଜିତ ଭୋଇ, ଚିତ୍ତରଞ୍ଜନ ଭୋଇ, ଦିବାକର ପଧାନ, ରସିକ ଜାଲ, କାକୀ ଗୋବିନ୍ଦ ରାଓ, ରଘୁ ବାଘ, ପ୍ରଶାନ୍ତ ମୁଦୁଲି ପରମୁଖ ଚାଷୀ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ବିଭାଗୀୟ ଏସ୍‌ଡିଓ ରଶ୍ମିରଞ୍ଜନ ଜେନାକୁଁ ପଚରାଲାରୁ ଠିକ୍‌ ସମିଆରେ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ଆର ଏସିକଁର ବଦଲି ହେଇଗଲା। ଯେନ୍‌ଥିରଲାଗି ମରାମତି କାଯ୍‌ ଲାଗି ଯୁକ୍ତି ପତର ସଂପାଦନ କରବାରେ ଡେରି ହେଲା। ଏହେଦେ ଏସିକଁର ଅଫିସକେ ସାରଙ୍ଗପାଲି ଲିଫ୍ଟ ନଂ.୨ର ମରାମତି ଲାଗି ଚୁକ୍ତିପତର ପଠାଯାଇଛେ। ବହୁତ୍‌ ଜଲଦି ମରାମତି କାଯ୍‌ ଆରମ୍‌ ହେବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଚିତ୍ରକୋଣ୍ଡା,୧୭ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୭ଟି ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାଓ୍ବାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର...

ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ

ଆରଡ଼ି, ୧୭।୧ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ମୁଆଁ ଗାଁରେ ରବିବାର ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ଯୁବକମାନେ...

ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ ସିସି କ୍ୟାମେରା

ଛତ୍ରପୁର,୨୬ା୯(ଡି.ଏନ.ଏ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ବୈଷୟିକ କାମ ସରିଛି। ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ...

ମା’ଙ୍କୁ ଡାହାଣୀ କହିି ପୁଅକୁ ଆକ୍ରମଣ

ସାରସକଣା,୭ା୧୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ସାନଚାଟରା ଗ୍ରାମରେ ମା’ଙ୍କୁ ଡାହାଣୀ ସନ୍ଦେହ କରି ପୁଅଙ୍କୁ ଭୁଜାଲି ମାଡ଼ କରାଯିବା ଘଟଣା ଚର୍ଚ୍ଚାର ବିଷୟ...

ବାଜି ମାରିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୦୨ଖଣ୍ଡ...

‘ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ ହେଉ’

ପାଟଣା,୨୪ା୪(ସ୍ବ.ପ୍ର.): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ତରଫରୁ ଅପ୍ରେଲ ୧୨ରେ ହୋଇଥିବା ବାଇକ୍‌ ରାଲି ଓ ଅପ୍ରେଲ ୧୪ରେ ସମ୍ବଲପୁରରେ ହନୁମାନ ଜୟନ୍ତୀ...

ବିବାହର ୫ ଦିନ ପୂରିନି: ଆତ୍ମହତ୍ୟା କଲେ ନବବିବାହିତ

କେନ୍ଦୁଝର, ୧୫ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଳିମାଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ୫ ଦିନ ପୁରି ନ...

ବାତ୍ୟାଞ୍ଚଳ ବୁଲିଲେ କୃଷକ ମୋର୍ଚ୍ଚା ପ୍ରତିନିଧି: ‘କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’

ଢେଙ୍କାନାଳ ଅଫିସ, ୧୫।୫- ବାତ୍ୟା ‘ଫନୀ’ ପ୍ରଭାବରେ ଢେଙ୍କାନାଳ ଜିଲାର ଆମ୍ବ, କାଜୁ, ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ସରକାରୀସ୍ତରରେ କ୍ଷୟକ୍ଷତି...

Advertisement
Archives

Model This Week