Posted inଜାତୀୟ

କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ: ଶିବରାଜ

ମୁମ୍ବାଇ,୨୮।୬: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶିବରାଜ କହିଛନ୍ତି, କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ। ତେବେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଶିବରାଜ ଏହି କଥା କହିଛନ୍ତି। ଗତ ବୁଧବାର ମଧ୍ୟ ଶିବରାଜ କହିଥିଲେ, ଯେତେବେଳେ ଗୋଟିଏ ଜାହାଜ ବୁଡିବାକୁ ଯାଉଥାଏ ସେତେବେଳେ କ୍ୟାପଟେନ୍‌ ଏହାକୁ ବଞ୍ଚାଇବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ହେବେ କଂଗ୍ରେସର କ୍ୟାପଟେନ୍‌ ବା ଅଧ୍ୟକ୍ଷ ରାହୁଲ ଦଳର ସଙ୍କଟ ପରିସ୍ଥିତିରେ ଜାହଜରୁ ଲମ୍ଫ ମାରିବାକୁ ଯାଉଛନ୍ତି। ଯାହା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କରିବା ପରେ ଏବେ ଦଳର ସ୍ଥିତିକୁ ମଜଭୁତ କରିବାକୁ ଚାଲିଛି ମାନସ ମନ୍ଥନ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ, ୫।୬ : ଭାରତର ୪,୭୦୦ ସହରାଞ୍ଚଳ ମଧ୍ୟରୁ କେବଳ ୨୫୦୦ରେ ଜୁଲାଇ ୧ ସୁଦ୍ଧା ଏକକ ବ୍ୟବହାର ପ୍ଲାଷ୍ଟିକ ( ସିଙ୍ଗଲ ୟୁଜ ପ୍ଲାଷ୍ଟିକ)...

କରଦାତାଙ୍କ ଉପରେ ଇଲେକ୍ଟୋରାଲ ବଣ୍ଡ ବୋଝ, କମିଶନରେ ଖର୍ଚ୍ଚ ୯.୫୩ କୋଟି…

ନୂଆଦିଲ୍ଲୀ,୨୮।୧୧ : ରାଜନୈତିକ ଦଳମାନଙ୍କୁ ଦାନ ଦେବା ପାଇଁ ଦିଆଯାଇଥିବା ଇଲେକ୍ଟୋରାଲ ବଣ୍ଡର ବୋଝ ଏବେ କରଦାତାମାନଙ୍କ ଉପରେ ପଡୁଛି। ଏହି ବଣ୍ଡ ଛାପିବା ପାଇଁ...

ଆର୍‌ବିଆଇ ଗଭର୍ନରଙ୍କୁ କରୋନା

ନୂଆଦିଲ୍ଲୀ,୨୫।୧୦: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି।...

ମୋଦିଙ୍କୁ ପ୍ରଶଂସା କରିବା ବିଧାୟକଙ୍କୁ ପଡିଲା ମହଙ୍ଗା

ଚେନ୍ନାଇ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ଜଣେ ବିଧାୟକଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ତାମିଲନାଡୁର...

ବିଜୟ ପରେ ଚଣ୍ଡିଗଡ଼ରେ ବସିବ ଏଏପିର ବୈଠକ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ବହୁମତରେ ବିଜୟୀ ହାସଲ କରିବା ପରେ ଶୁକ୍ରବାର ନବ ନିର୍ବାଚିତ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ...

ଶାଢ଼ି ପିନ୍ଧି ଯୁବତୀ କଲେ ଏଭଳି ଷ୍ଟଣ୍ଟ୍‌‌…

ନୂଆଦିଲ୍ଲୀ, ୨୯।୮: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଶାଢ଼ି ପିନ୍ଧି ଷ୍ଟଣ୍ଟ୍‌ କରୁଥିତ୍ବାର ଦେଖିବାକୁ...

୨୦୨୨ରେ ହୋଇନି ଗଣ୍ଡା ଶିକାର…

ଗୁଆହାଟୀ,୧।୧ : ନୂତନ ବର୍ଷର ପ୍ରଥମ ଦିନରେ ଆସାମରେ ଗଣ୍ଡା ଶିକାର ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଦାବି କରିଛନ୍ତି।...

ବିଶେଷଜ୍ଞଙ୍କ ବିନା ପରାମର୍ଶରେ ହାଇବ୍ରିଡ୍‌ ହିୟରିଂ ପାଇଁ ୭୯ କୋଟି ମଞ୍ଜୁରୀ, ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୧।୧୦: ହାଇବ୍ରିଡି ହିୟରିଂ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଦିଲ୍ଲୀ ସରକାର ୭୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ...

Advertisement
Archives

Model This Week