ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନଟ୍‌ ଆଉଟ୍‌ ଥିଲେ ରୋହିତ

ମାଞ୍ଚେଷ୍ଟର,୨୮।୬(ପିଟି)- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ବିବାଦୀୟ ଢଙ୍ଗରେ ଉଇକେଟ ପଛରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କିନ୍ତୁ ସେ ନଟ୍‌ଆଉଟ୍‌ ଥିଲେ ବୋଲି ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ଆଉଟ୍‌ ହେବା ବେଳର ଏକ ଫଟୋ ମଧ୍ୟ ଅପଲୋଡ କରିଛନ୍ତି, ଯେଉଁଥିରେ ବଲ ଓ ବ୍ୟାଟ୍‌ ମଧ୍ୟରେ ବଡ଼ ବ୍ୟବଧାନ ଥିବା ଦେଖାଯାଉଛି। ଏହି ଫଟୋରେ ବଲ ବ୍ୟାଟ୍‌ ପରିବର୍ତ୍ତେ ରୋହିତଙ୍କ ଡାହାଣ ପ୍ୟାଡରେ ଲାଗିଥିଲା। ଅମ୍ପାୟର ଆଉଟ୍‌ ଦେବା ପରେ ରୋହିତ ଅସନ୍ତୁଷ୍ଟ ଜଣାପଡ଼ିଥିଲେ। କେମାର ରୋଚଙ୍କ ସୁଇଂ ବଲ ରୋହିତଙ୍କ ପ୍ୟାଡରେ ବାଜି ଉଇକେଟକିପର ସାଇ ହୋପଙ୍କ ହାତକୁ ଚାଲିଯାଇଥିଲା। ପ୍ରାରମ୍ଭିକ ଭାବେ ଫିଲ୍ଡ ଅମ୍ପାୟର ରିଚାର୍ଡ ଇଲିଂଓ୍ବର୍ଥ ନଟଆଉଟ୍‌ ଦେଇଥିଲେ। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ରିଭ୍ୟୁ ନେଇଥିଲେ। ଏହାପରେ ସ୍ନିକୋ ମିଟରରେ ବଲ ଓ ବ୍ୟାଟ୍‌ ମଧ୍ୟରେ ଗ୍ୟାପ ଥିବା ଜଣାପଡ଼ିଥିଲା। ହେଲେ ୩ୟ ଅମ୍ପାୟର ମାଇକେଲ ଗଫ ଏହାକୁ ଆଉଟ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କୁ ସଲାମ କଲେ କୋହଲି, କହିଲେ ମାନିଗଲି

ମୁମ୍ବାଇ,୧୭।୧: ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୬ ରନ ସଂଗ୍ରହ କରିଛି। ଏକ ସମୟରେ ଲାଗୁଥିଲା ଯେ ଟିମ ଇଣ୍ଡିଆ ୨୨୦ ରନ୍‌ରେ ପହଞ୍ଚିବ...

୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ

ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି।...

ଏହି ୩ଟି ମ୍ୟାଚ୍‌କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି।...

ଆଶେସ ଚତୁର୍ଥ ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମାଞ୍ଚେଷ୍ଟର, ୮।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଆଶେସ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ବୋଲିଂ...

‘ଦୀର୍ଘ ମିଆଦି ଯୋଜନାରେ ଚାପ ସମ୍ଭାବନା ଥାଏ’

ମୁମ୍ବାଇ, ୧୫।୫: ନିଜ ଖେଳ ଜୀବନରେ କେବେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ନ ଥାନ୍ତି ଭାରତୀୟ କ୍ରିକେଟ ଦଳର ତାରକା ଓପନର ରୋହିତ ଶର୍ମା...

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ...

ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ...

ମୁରଲୀଧରନଙ୍କ ସମକକ୍ଷ ହେଲେ ଅଶ୍ୱିନ

ଇନ୍ଦୋର, ୧୪।୧୧- ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଘରୋଇ ମାଟିରେ ଦ୍ରୁତତ୍ତମ ୨୫୦ ଟେଷ୍ଟ ଉଇକେଟ୍‌ ହାସଲ କରିବାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥିଆ...

Ten Cric Info
Advertisement


Archives

Model This Week

Why Dharitri