Posted inଜାତୀୟ

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ କହିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ଲୋକ ସଭାରେ କଂଗ୍ରେସ ଲିଡର ଅଧୀର ରଞ୍ଜନ ଚୌଧୁରୀ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ କଥା ଉଠାଇଛନ୍ତି। ଅଧୀର କହିଛନ୍ତି ଅଭିନନ୍ଦନଙ୍କୁ ପୁରସ୍କୃତ କରାଯିବା ସହ ତାଙ୍କ ନଶକୁ ‘ଜାତୀୟ ନିଶ’ ଭାବେ ଘୋଷଣା କରିବା ଦରକାର। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବା ସହ ଭୁଲ୍‌ ବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲେ। ଏହା ପରେ ପାକ୍‌ ସେନା ତାଙ୍କୁ ନିଜ କବ୍‌ଜାକୁ ନେବା ସହ ବହୁ ବାଦବିବାଦ ପରେ ଭାରତକୁ ହସ୍ତାନ୍ତର କରିଥିଲେ। ଏହାପରଠାରୁ ଚର୍ଚ୍ଚାକୁ ଆସିଥିଲେ ଦେଶର ଏହି ବୀର ସୁପୁତ୍ର ଅଭିନନ୍ଦନ ବର୍ଥମାନ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ଖାରଜ ହେଲା ଆଶାରାମଙ୍କ ଜାମିନ

ନୂଆଦିଲ୍ଲୀ,୧୫।୭: ଆତ୍ମ ଘୋଷିତ ଭଗବାନ ଆଶାରାମ ବାପୁଙ୍କ ବିରୋଧରେ ଗୁଜରାଟରେ ହୋଇଥିବା ଏକ ବଳାତ୍କାର ମାମଲାର ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି।...

ସିଏଏ ହିଂସା ପାଇଁ ପାକିସ୍ତାନକୁ ଦୋଷୀ ଦର୍ଶାଇବା ମୋଦି ସରକାରଙ୍କ ବଡ଼ ଦୁର୍ବଳତା: ଶିବସେନା

ନୂଆଦିଲ୍ଲୀ,୧୮।୧୨: ସିଏଏ ନେଇ ଦେଶ ବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦେଶରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଦେଶୀ ଶକ୍ତିର ହାତ ଥିବା...

କୃଷି ଆଇନ ବିରୋଧରେ ପଞ୍ଜାବରେ ବିଲ୍‌ ପାସ୍‌

ଚଣ୍ଡିଗଡ଼, ୨୧ା୧୦: କେନ୍ଦ୍ରର କୃଷି ଆଇନକୁ ବିରୋଧକରି ପଞ୍ଜାବ ବିଧାନସଭାରେ ସର୍ବସମ୍ମତିକ୍ରମେ ୪ଟି ବିଲ୍‌ ପାସ୍‌ ହୋଇଛି। ଗୃହରେ ଏନେଇ ପ୍ରାୟ ୫ ଘଣ୍ଟାକାଳ ଆଲୋଚନା...

କରୋନା ଭୟ ସତ୍ତ୍ୱେ ଭେଙ୍କଟେଶ୍ୱର ମନ୍ଦିରରେ ହେଲା ବିବାହ

ହାଇଦ୍ରାବାଦ,୨୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କୌଣସି ସ୍ଥାନରେ ଲୋକେ ଏକାଠି ହେବାକୁ ସରକାର ବାରଣ କରିଛନ୍ତି। ଏହି ସମୟରେ...

୫୮ ବର୍ଷରେ ପ୍ରଥମ ଥର ପାଇଁ ଏଲ୍‌ଏସିରେ ମାଇନସ୍‌ ତାପମାତ୍ରାରେ ବି ଭାରତ-ଚାଇନା ମୁହାଁମୁହିଁ

ଲେହ, ୧୪।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଗତ ୫୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାଇନସ୍‌ ତାପମାତ୍ରାରେ ଭାରତ ଏବଂ ଚାଇନା ମୁହାଁମୁହିଁ ସ୍ଥିତିରେ...

କମଲନାଥଙ୍କୁ ଆଶ୍ୱସ୍ତି: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ରାୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ ।୧୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଷ୍ଟାର ପ୍ରଚାରକ ମାନ୍ୟତା ରଦ୍ଦ ପାଇଁ ନିର୍ବାଚନ...

କରୋନା ଲଢେଇରେ ଜିତିଲେ ୧୦୬ ବର୍ଷୀୟ ବୃଦ୍ଧ, ୪ ବର୍ଷ ବୟସରେ ଦେଖିଥିଲେ ସ୍ପାନିଶ୍‌ ଫ୍ଲୁ

ନୂଆଦିଲ୍ଲୀ,୬।୭: ନିକଟରେ ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ବୃଦ୍ଧ କରୋନା ଲଢେଇରେ ଜିତିଛନ୍ତି। ୧୯୧୮ରେ ବ୍ୟାପିଥିବା ସ୍ପାନିଶ୍‌ ଫ୍ଲୁ ସମୟରେ ଉକ୍ତ ବୃଦ୍ଧ ଜଣଙ୍କୁ ମାତ୍ର...

ମେ’ ୩୧ରେ ‘ମନ କି ବାତ’ କାର୍ଯ୍ୟକ୍ରମରେ କଥା ହେବେ ମୋଦି: ଟୁଇଟ କରି ମାଗିଲେ ଜନତାଙ୍କ ମତ

ନୂଆଦିଲ୍ଲୀ,୧୮।୫: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩୧ ତାରିଖରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ...

Advertisement

BGU

Archives

Model This Week

Why Dharitri