ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଯାହା ସମ୍ପର୍କରେ କମ୍‌ ଜାଣିଛୁ। ତେବେ ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ…

ଓସ୍ତ ଗଛକୁ ଧାର୍ମିକ ବୋଲି କୁହାଯାଏ। ଏହା ଖାଲି ଧାର୍ମିକ ନୁହେଁ ଏହାର ପତ୍ର ଅନେକ ପ୍ରକାର ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତ୍ୱଚାକୁ ସୁନ୍ଦର କରିଥାଏ। ଓସ୍ତ ମୂଳରେ ଆଣ୍ଟିଅକ୍ସିଡାଣ୍ଟ ସବୁଠୁ ଅଧିକ ରହିଥାଏ। ଗଛର ଚେରକୁ କାଟି ପାଣିରେ ଭିଜାଇ ଭଲ ଭାବେ ବାଟି ଏହାର ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ତ୍ୱଚାରେ ଚମକ ଆସିବା ସହ ଚର୍ମରେ କୁଞ୍ଚନ ପଡ଼ି ଥାଏ।
ଓସ୍ତଗଛ ଗଣ୍ଡିରୁ ପ୍ରସ୍ତୁତ ବ୍ରଶ ଦ୍ବାରା ଦାନ୍ତ ମଜଭୁତ ହୋଇଥାଏ। ଏହି ବ୍ରଶରେ ସହିତ ଦାନ୍ତ ଚିକ୍‌ ଚିକ୍‌ କରିଥାଏ। ଓସ୍ତପତ୍ର ଥଣ୍ଡା କାଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।  ଓସ୍ତପତ୍ରକୁ ୫ଟି କ୍ଷୀରରେ ପକାଇ ଭଲ ଭାବେ ଫୁଟାନ୍ତୁ। ରୋଗ ପାଇଁ ଏହା ଖୁବ୍‌ ଭଲ। ଓସ୍ତପତ୍ରରେ ରସ ମିଶାଇ ପିଇଲେ ସ୍ବାସ୍ଥ୍ୟ ଭଲ ରହେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ

ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି...

ଫେସ୍‌ମାସ୍କ ଲଗାଉଥିଲେ…

ବର୍ତ୍ତମାନ ନିଜ ତ୍ୱଚାକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଫେସ୍‌ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାକୁ...

ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ...

ଗାଈକ୍ଷୀର ଶିଶୁ ପାଇଁ ନୁହେଁ ଉପଯୋଗୀ…

ଶିଶୁକୁ ଗାଈକ୍ଷୀର ଦେଲେ ଅନେକ ସମସ୍ୟା ଦେଖାଦେଇଥାଏ। ଗାଈକ୍ଷୀର ଶିଶୁଙ୍କ ପାଇଁ ଅନୁପଯୁକ୍ତ ଏବଂ ଏହାଯୋଗୁ ପିଲାଙ୍କ କିଡ୍‌ନୀ ଉପରେ ବିପରୀତ ପ୍ରଭାବ ପଡିବାର ଆଶଙ୍କା...

ଓ୍ବାନ୍‌ ଶୋଲ୍ଡର ଟପ୍ସ

ଅଫିସ୍‌ ହେଉ ଅବା ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଅନେକେ ଜିନ୍ସ ଓ ଟପ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା...

ଶୀତଦିନେ ଗୁଡ ଖାଇଲେ ମିଳେ ଏସବୁ ଫାଇଦା

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ...

ଘାସରେ ଖାଲିପାଦରେ ଚାଲିବା ଲାଭଦାୟକ: କେବେ ହେବନି ଏହି ରୋଗ

ପାର୍କ ବା ଘାସ ଉପରେ ଖାଲିପାଦରେ ଚାଲିବା ଶରୀର ପାଇଁ ଲାଭଦାୟକ। ଏହା ଦ୍ୱାରା ଅନେକ ମାରାତ୍ମକ ରୋଗ ମଧ୍ୟ ଭଲ ହୋଇଥାଏ। ଜାଣିବା ସେ...

ଜନ୍ମକୁଣ୍ଡଳୀରେ ମଙ୍ଗଳଦୋଷ ଅଛି କି? ଜାଣନ୍ତୁ ମାଙ୍ଗଳିକ ହେବାର କାରଣ, ଉପାୟ..

ଭାରତରେ ବିବାହ ପୂର୍ବରୁ ବରକନ୍ୟାଙ୍କ ଜନ୍ମକୁଣ୍ଡଳୀ ମିଶା ଯାଇଥାଏ। ଏହି ସମୟରେ ପୁଅ କିମ୍ବା ଝିଅର ମାଙ୍ଗଳିକ ଦୋଷ ବିଷୟରେ ଜଣାପଡ଼ିଥାଏ। ପରେ ପଣ୍ଡିତମାନେ ସେହି...

Advertisement
Archives

Model This Week