ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା ଦ୍ୱାରା କ୍ୟାନସର୍‌ରୁ ରକ୍ଷା ମିଳିଥାଏ। ଗବେଷଣା ଅନୁସାରେ, ସପ୍ତାହକୁ ଅତିକମ୍‌ରେ ୧୦ଥର ଟମାଟୋ ସେବନ କଲେ କ୍ୟାନସର୍‌ ଆଶଙ୍କା ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଏନିମିଆ ରୋଗ ପାଇଁ ମଧ୍ୟ ଏହା ବେଶ୍‌ ଉପଯୋଗୀ। ପ୍ରତିଦିନ ୨୦୦ ଗ୍ରାମ୍‌ ଟମାଟୋର ରସ
ବେସନ ଦ୍ୱାରା ଶରୀରର ରକ୍ତ ଅଭାବ ସମ୍ପର୍କିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏମିତିକି ଦୈନନ୍ଦିନ ଟମାଟୋ ସେବନ ଦ୍ୱାରା ଜଣ୍ଡିସ୍‌ ଭଳି ରୋଗ ମଧ୍ୟ ଭଲ ହୋଇଥାଏ। ଯଦି ଓଜନ କମ୍‌କୁ ନେଇ ଚିନ୍ତିତ ଥାନ୍ତି, ତେବେ ଭୋଜନରେ କଞ୍ଚା ଟମାଟୋକୁ ସାମିଲ କରନ୍ତୁ। ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। କେବଳ ସେତିକି ନୁହେଁ, ଟମାଟୋ ସେବନ ଦ୍ୱାରା ମୁହଁ ଛାଲ, କୋଷ୍ଠକାଠିନ୍ୟ, ଛୋଟ ପିଲାଙ୍କ ଚକ୍ଷୁ କ୍ଷୀଣତା ଜନିତ ସମସ୍ୟାରୁ ମଧ୍ୟ ଉପଶମ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟୁଜିକ୍‌ ଥେରାପି

ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ ସଙ୍ଗୀତ। ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହ ମାନସିକତା ସକାରାତ୍ମକ ରହିଥାଏ। କେତେକ...

ପିଲା ଜିଦିଆ ହୋଇଥିଲେ…

କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି...

ସିଙ୍ଗାପୁର ବ୍ଲାକ୍‌ ପିପର ପ୍ରନ୍‌

ଚିଙ୍ଗୁଡ଼ି ଭିତରେ ରାଜା ଟାଇଗର ପ୍ରନ୍‌। ଚିଙ୍ଗୁଡ଼ି ଖାଉଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ। ଝୋଳ କରିବାଠୁ ନେଇ ଭାଜି ଖାଇବାର ସ୍ବାଦ ନିଆରା। ଟାଇଗର...

ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି...

ଉଚ୍ଚ ରକ୍ତଚାପ ରୋଗୀ କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ...

ଏହି ୬ ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ଅସୁବିଧାରେ ପକାନ୍ତି ନାହିଁ ଶନି, ରଖିଥାନ୍ତି କୃପାଦୃଷ୍ଟି

ସୂର୍ଯ୍ୟ ପୁତ୍ର ହେଉଛନ୍ତି ଶନି। କୁହାଯାଏ ଶନିଙ୍କ ଦୃଷ୍ଟି ଯାହା ଉପରେ ପଡେ ତା’ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ହେଲେ ନ୍ୟାୟର ଦେବତା କୁହାଯାଉଥିବା...

ଘରେ କରନ୍ତୁ ପେଡିକିଓର

ତୁଳାରେ ରିମୁଭର ଲଗାଇ ପୁରୁଣା ନେଲପଲିସ୍‌କୁ ଛଡ଼ାଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଅଳ୍ପ ସାମ୍ପୁ, ଲୁଣ ଓ ନଡିଆ ତେଲ ପକାଇ ସେଥିରେ ପାଦକୁ...

ଏହି ୩ କାମ କରୁଥିଲେ ହୋଇଯିବେ ବର୍‌ବାଦ; ଜାଣନ୍ତୁ…

ସକରାତ୍ମକ ଚିନ୍ତାଧାରା ସହିତ ଜୀବନ ବିତାଉଥିବା ବ୍ୟକ୍ତି ସର୍ବଦା ସଫଳତା ପାଇଥାଏ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କୌଣସି ପରିସ୍ଥିତିରେ ହାର ମାନି ନ ଥିଲେ। ସେ...

Advertisement
Archives

Model This Week