ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ

ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ ଚାଲିଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ଶରୀର ତାଜା ହେବା ସହ ଅନେକ ରୋଗରୁ ମୁକ୍ତି ମିଳିବ।

ଜାଣନ୍ତୁ ଖାଲି ପାଦରେ ଚାଲିରେ କ’ଣ ମିଳିବ ଫାଇଦା:
ପାଦ ଯନ୍ତ୍ରଣାରୁ ମିଳିବ ମୁକ୍ତି
ବୟସ ବଢିବା ସହ ଆଣ୍ଠୁଗଣ୍ଠି ସମସ୍ୟା ବେଶୀ ଦେଖାଦିଏ। ଏହାସହ ପାଦରେ ବି ଯନ୍ତ୍ରଣା ଅନୁଭବ ହୁଏ। ଏହି ସମୟରେ ଯଦି ଖାଲି ପାଦରେ ଘାସ ଉପରେ ଚାଲିବେ ତେବେ ଏପାଦ ଯନ୍ତ୍ରଣାରୁ ମୁକ୍ତି ମିଳିବ। ଖାଲି ପାଦରେ ଚାଲିଲେ ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇଥାଏ।

ଅନିଦ୍ରା ଦୂର ହେବ
ରାତିରେ ଅନିଦ୍ରା ରହିଲେ ଶରୀରରେ ବିଭିନ୍ନ ରୋଗ ଦେଖାଦିଏ। ଯଦି ରାତିରେ ନିଦ ହେଉନି ତେବେ ପ୍ରତିଦିନ ସନ୍ଧ୍ୟାରେ ଅତିକମ୍‌ରେ ଖାଲି ପାଦରେ ୧୫ ମିନିଟ୍‌ ଚାଲନ୍ତୁ।

ଦୃଷ୍ଟିଶକ୍ତି ବଢେ
ପାଦରେ ଏକପ୍ରକାର ପ୍ରେସର୍‌ ପଏଣ୍ଟ୍‌ ଥାଏ। ସକାଳୁ ଖାଲି ପାଦରେ ଘାସରେ ଚାଲିଲେ ଏହି ପ୍ରେସର ପଏଣ୍ଟ ଶକ୍ତିଶାଳୀ ହୋଇଥାଏ। ସକାଳୁ କାକର ପଡିଥିବା ସବୁଜ ଘାସକୁ ଚାହଁିଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ।

ଶିରାପ୍ରଶିରା ମଜଭୁତ ହୁଏ
ଖାଲି ପାଦରେ ଘାସରେ ଚାଲିଲେ ଶିରପ୍ରଶିରା ମଜଭୁତ୍‌ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଶି ପାଇଁ ଭାରି ଅଶୁଭ ‘କଇଁଛ ମୁଦି’: ପିନ୍ଧିଥିଲେ ଜାଣି ରଖନ୍ତୁ…

ଆଜିକାଲି ଲୋକମାନେ ହାତରେ ରୂପାର କଇଁଛ ମୁଦି ପିନ୍ଧୁଥିବା ପ୍ରାୟ ଦେଖାଯାଉଛି। ଏହାକୁ ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ହେଲେ ଅନେକ...

କେଉଁଠି ଓ କେମିତି ରଖିବେ ପୂଜା ସାମଗ୍ରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି…...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ ଗୁଣ ପ୍ରଭାବିତ କରେ ଝିଅଙ୍କୁ

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

ମହୁସହ ନିଅନ୍ତୁ ଏସବୁ

ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀର ପାଇଁ କେତେ ଉପକାରୀ ତାହା ସବୁବେଳେ ଜାଣି ରଖିବା ଭଲ । ସେଥିପାଇଁ କୁହାଯାଏ ନିତିଦିନିଆ ଖାଦ୍ୟ ପାନୀୟ ଉପରେ...

ପୃଥୁଳତା ଓ ବ୍ୟାକ୍ଟେରିଆ

ପୃଥୁଳତା ବା ମେଦ ବୃଦ୍ଧି ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧିକ ତେଲଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଖାଇଲେ ତାହା ଓଜନ ବଢ଼ାଇବାରେ ପ୍ରମୁଖ...

ସ୍ବାସ୍ଥ୍ୟ ଉପକାରୀ ସପେଟା: ଜିମ୍‌ ଯାଉଥିଲେ ନିଶ୍ଚୟ ଖାଆନ୍ତୁ

ବର୍ତ୍ତମାନର ଯୁବପିଢ଼ି ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌ ଯାଉଛନ୍ତି। ତେବେ ଜିମ୍‌ ଯାଉଥିବା ସମୟରେ ଖାଦ୍ୟପେୟଜନିତ ଅନେକ କଟକଣା କରାଯାଇଥାଏ। ଏହି ସମୟରେ ଅନେକ...

ଭୁଲରେ ବି ଜୀବନରେ କରନ୍ତୁ ନାହିଁ ଏହି ୫ କାମ, ହୋଇଯିବେ ଦରିଦ୍ର…

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ଜଣେ ଦକ୍ଷ ରାଜନେତା, ଚତୁର...

ଟମାଟୋକୁ ନା…

ବେଳେ ବେଳେ ଆମ ଖାଦ୍ୟ ପାନୀୟ ଓ ଅନିୟମିତ ଜୀବନ ଶୈଳୀ ଯୋଗୁ ଆମେ ଗଣ୍ଠି ଯନ୍ତ୍ରଣା ଭୋଗ କରିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ...

Advertisement
Archives

Model This Week