Posted inଫୁରସତ

ଏହି ବୌଦ୍ଧ ମଠରେ ଥିବା ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ…

ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ। ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି। ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ ଗ୍ରହଣ କରିଥାନ୍ତି। ଦୀର୍ଘବର୍ଷ ତପସ୍ୟା କରିବା ପରେ ସେ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ। ପରେ ମଠରେ ତାଙ୍କର ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ମୂର୍ତ୍ତିର ମୁଣ୍ଡରେ ଜୀବନ୍ତ ମଣିଷଙ୍କ ଭଳି କେଶ ରହିଛି। ଏସବୁ କେଶ ବଢ଼ିଥାଏ ବୋଲି ଗାଁର ବାସିନ୍ଦା କୁହନ୍ତି। କୌତୁହଳ ବଶତଃ କେଶକୁ ଛିଣ୍ଡାଉଥିବା ବ୍ୟକ୍ତି ଶୀଘ୍ର ବୁଢ଼ା ହୋଇଯାଇ ମୃତ୍ୟୁବରଣ କରୁଥିବା ଲୋକେ କୁହନ୍ତି। ତେଣୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏପରି କରିବାକୁ ବାରଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ ବ୍ରେଡ

ବ୍ରେଡ୍‌ ବା ପାଉଁରୁଟି ପ୍ରାୟ ସମସ୍ତେ ଖାଇଥିବେ। କିଏ ଏହାକୁ ସାଣ୍ଡଓ୍ବିଚ କରି ଖାଆନ୍ତି ତ କିଏ ଟୋଷ୍ଟ କରି ଖାଆନ୍ତି। ତେବେ ଏମିତିବି କିଛି...

୬୫ ଲକ୍ଷର ପାଣି ବୋତଲ

ପାଣି ବୋତଲ ସମସ୍ତେ କିଣିଥିବେ। ଏହାର ଦାମ ୧୦ଟଙ୍କାରୁ ଆରମ୍ଭ ହୋଇଥାଏ। ତେବେ ଭାରତରେ ଏମିତି ଏକ ପାଣି ବୋତଲ ଖୁବ୍‌ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି,...

ବିବାହରେ ଏମିତି ଗାଉନ୍‌ ପିନ୍ଧି ଓ୍ବାଲର୍‌ଡ ରେକର୍ଡ କଲେ ଏହି କନ୍ୟା, ତିଆରି ହୋଇପାରିଥାନ୍ତା …

ସବୁ ଝିଅଙ୍କର ସ୍ବପ୍ନ ରହିଥାଏ, ସେମାନେ ନିଜ ବିବାହ ଦିନ କିପରି ସବୁଠାରୁ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ। ଏଥିପାଇଁ ସେମାନେ ସବୁଠାରୁ ସୁନ୍ଦର ଏବଂ...

ଦୁଇଟି ଖରଭୁଜ ଦାମ୍‌ରେ କିଣିପାରିବେ ଦାମୀ କାର୍‌, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ବିଶେଷକରି ଗ୍ରୀଷ୍ମଋତୁରେ ଖରଭୁଜ ବଜାରରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାଏ। ଏହି ଫଳ ଡି-ହାଇଡ୍ରେସନକୁ ରୋକିଥାଏ। କାରଣ ଏଥିରେ ୯୫ ପ୍ରତିଶତ ଜଳ ରହିଛି। ଆହୁରି...

ରାସ୍ତାରେ ବାଇକ୍‌ ଦେଖି ଏମିତି କଲା ହାତୀ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଜାଗରରେ ଶିବଙ୍କୁ ଏସବୁ ଅର୍ପଣ କଲେ ମିଳିଥାଏ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୨୧ ତାରିଖ ଅର୍ଥାତ୍‌...

ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….

ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍‌ ମହମ୍ମଦ ବିନ ରଶିଦ ଅଲ ମାକ୍‌ତୁମଙ୍କ ମର୍ସିଡିସ ଏସ୍‌ୟୁଭି କାରରେ...

ପାଇପ୍‌ ଧରି ଗାଧୋଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

Advertisement
Archives

Model This Week