ଏସିଡିଟି ସମସ୍ୟା ବି ଦୂରକରେ ଗୁପ୍‌ଚୁପ ପାଣି…

ଗୁପ୍‌ଚୁପ୍‌ ସ୍ବାସ୍ଥ୍ୟ ଲାଗି ଖରାପ ନୁହେଁ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାଠାରୁ ଦୂରେଇ ରଖେ। ଗୁପ୍‌ଚୁପ୍‌ ପାଣିରେ ତେନ୍ତୁଳି ପାଣି, ପୋଦିନା, କଳାଲୁଣ, ଜିରା, ଗୋଲମରିଚ ଆଦି ରହିଥାଏ। ଏହାକୁ ପିଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ ବୋଲି ଆମେରିକା କାରୋଲିନା ବିଶ୍ୱ ବିଦ୍ୟାଳୟର କେତେକ ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ଯାତ୍ରା ସମୟରେ ମୁଭିଂ ସିକନେସ୍‌ ଯୋଗୁ ପେଟ ଖରାପ ଲାଗିବା ସହିତ ମୁଣ୍ଡ ବୁଲାଇଥାଏ। ତେବେ ଏହି ସମୟରେ ଗୁପ୍‌ଚୁପ୍‌ ପାଣି ପିଇବା ଦ୍ୱାରା ସୁଫଳ ମିଳିଥାଏ। ସେହିପରି ମେଦବହୁଳ ରୋଗୀଙ୍କୁ ଷ୍ଟ୍ରୀଟ୍‌ ଫୁଡ୍‌ ଖାଇବାକୁ ବାରଣ କରାଯାଉଥିଲେ ମଧ୍ୟ ସେମାନଙ୍କ ଲାଗି ଗୁପ୍‌ଚୁପ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ...

ରୁଟିରେ ଘିଅ ଲଗାଇ ଖାଇଲେ ମିଳେ ଏସବୁ ଲାଭ

ଅଧିକାଂଶ ଲୋକେ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ଆଉ କେତେଜଣ ରୁଟିରେ...

ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ...

ଫ୍ରିଜ୍‌ରେ ରଖୁଥିଲେ ସାବଧାନ

ବେଳେବେଳେ ଖାଦ୍ୟ ବଳିଗଲେ ତାକୁ ଅନେକେ ଫ୍ରିଜ୍‌ରେ ରଖି ପରେ ବ୍ୟବହାର କରିଥାନ୍ତି। ବିଶେଷକରି କର୍ମଜୀବୀମାନଙ୍କର ଏଭଳିି ଅଭ୍ୟାସ ପ୍ରାୟ ରହିଥାଏ। କିନ୍ତୁ ରନ୍ଧାଖାଦ୍ୟକୁ ଫ୍ରିଜ୍‌ରେ...

କାର୍ଯ୍ୟଦକ୍ଷତା ବଢ଼ାଏ କଥାବାର୍ତ୍ତା ଶୈଳୀ

କଥାବାର୍ତ୍ତା ଶୈଳୀ ଯଦି ମାର୍ଜିତ ଏବଂ ସରଳ ହୁଏ ତେବେ ତାହା କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ। ‘କାର୍ଯ୍ୟଦକ୍ଷତା ଓ କଥାବାର୍ତ୍ତା ଶୈଳୀ’ ବିଷୟକୁ ନେଇ...

ଏହି କଥା ପ୍ରତି ରଖନ୍ତୁୁ ଅଧିକ ଧ୍ୟାନ: ଘରେ ଦେଖାଯିବ ନାହିଁ ଆର୍ଥିକ ସଙ୍କଟ

ଆର୍ଥିକ ପ୍ରଗତି ହାସଲ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯଦି ଆପଣଙ୍କ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖାଯାଏ, ତେବେ ବାସ୍ତୁ ଦୋଷ...

ବିପଦରେ ମହିଳା

ଆସନ୍ତା ୪ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ୱ କର୍କଟ ଦିବସ। ତେବେ ଏହି ଅବସରରେ ମହିଳାଙ୍କ ଜୀବନ ପ୍ରତି ବିପଦସୃଷ୍ଟି କରୁଥିବା ସର୍ଭାଇକାଲ୍‌ କ୍ୟାନ୍ସରର...

ସନ୍ଧ୍ୟା ୬ଟା ପରେ ଭୋଜନ: ବଢ଼ାଏ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା

ଲଣ୍ଡନ: ସନ୍ଧ୍ୟା ୬ ପରେ ଭୋଜନ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ହାର୍ଟର ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ...

Advertisement

BGU

Archives

Model This Week

Why Dharitri