Posted inଖେଳ

ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ୭

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୭ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ମୀନାରାଣୀ ହେମ୍ବ୍ରମ, ରଜନୀ ସବର, ଲକ୍ଷ୍ମୀପ୍ରିୟା ସାହୁ, ପାର୍ବତୀ କିସ୍କୁ, ହୁପି ମାଝି, ସୁମିତ୍ରା ନାୟକ ଓ ଶୁଭଲକ୍ଷ୍ମୀ ବାରିକ। ମହାରାଷ୍ଟ୍ରର ଭାବିଜ ଭରୁଚାଙ୍କୁ ଦଳର ଅଧିନାୟିକା ମନୋନୀତ କରାଯାଇଛି। ଭାରତୀୟ ଦଳର ଟ୍ରେନିଂ କ୍ୟାମ୍ପ ଏଠାରେ ଅନୁଷ୍ଠିତ ହେବାପରେ ଦଳ ଘୋଷଣା କରାଯାଇଛି। ତେଣୁ ଦଳ ରବିବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରୁ ଫିଲିପାଇନ୍ସ ଅଭିମୁଖେ ଯାତ୍ରା କରିଛି।
ଭାରତୀୟ ଦଳ: ହିମାନି ଦତ୍ତ, ସୁଲତାନା ଖାତୁନ, ଶିଖା ଯାଦବ, ପ୍ରିୟା, ଲାଚ୍‌ମି ଏକ୍କା, ଜ୍ୟୋତି ଚୌଧୁରୀ, ଆଶା ଓରାଅନ, ସଙ୍ଗୀତା ବେରା, ରାମନିକ କୌର, ଚନ୍ଦା ଓରାଅନ, ଗୋହର ଆରା, ମୀନାରାଣୀ ହେମ୍ବ୍ରମ, ରଜନୀ ସବର, ସ୍ବେତା ଶାହି, ନମିତା ଭୋଜ, ପ୍ରିୟା ବୈଶଲା, ଭାବିଜ ଭରୁଚା(ଅଧିନାୟିକା), ନେହା ପରଦେଶୀ, ନେହା ସିନାନ୍ଦି, ସ୍ବିଟି ଚୌଧାରୀ, ଲକ୍ଷ୍ମୀପ୍ରିୟା ସାହୁ, ପ୍ରଭାତି କିସ୍କୁ, ଶୀତଲ ଶର୍ମା, ହୁପି ମାଝି, ସୁମିତ୍ରା ନାୟକ, ଶୁଭଲକ୍ଷ୍ମୀ ବାରିକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମ୍ପ୍ୟୁଟର ଗେମ୍‌ବେଳେ ଖେଳାଳି ଆହତ

ମେଲବୋର୍ନ,୧୯।୧(ଏଏଫ୍‌ପି)- ଗାଏଲ ମନଫାଇଲ୍ସଙ୍କ ହାତରେ ଆଘାତ ଲାଗିଛି। କମ୍ପୁଟର ଗେମ୍‌ ଖେଳୁଥିବାବେଳେ ବିରକ୍ତ ହୋଇ ସେ ହାତକୁ ପିଟି ଦେଇଛନ୍ତି। କିନ୍ତୁ ଏହି ଆହତ ସମସ୍ୟା...

ମ୍ୟାଚ୍‌ ପୂର୍ବରୁ ମହିଳା ଖେଳାଳିଙ୍କୁ ଶକ୍ତ ଚାପୁଡ଼ା ମାରିଲେ କୋଚ୍‌, ଜାଣନ୍ତୁ କାହିଁକି

ଜର୍ମାନୀର ମହିଳା ଜୁଡୋ ଖେଳାଳି ହଠାତ୍‌ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇଟ୍‌ ପୂର୍ବରୁ ମାର୍ଟେନା ଟ୍ରାଜଦୋସଙ୍କ ଏକ ଫଟୋ ଏବେ ଖୁବ୍‌...

କଶ୍ମୀର ଘଟଣା: ସର୍ଫରାଜ ଅହମ୍ମଦଙ୍କ ଟିପ୍ପଣୀ

କରାଚୀ,୧୪।୮- କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବାର ଗୋଟିଏ ସପ୍ତାହ ପରେ ପାକିସ୍ତାନ କ୍ରିକେଟ...

ପୂର୍ବତନ ଫୁଟ୍‌ବଲର ବାହାଦୁର ସିଂଙ୍କ ପରାଲୋକ

ଭୁବନେଶ୍ୱର, ୬ା୭ (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶାର ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସମ୍ବଲପୁର ବାସିନ୍ଦା ବୀର୍‌ ବାହାଦୁର ସିଂଙ୍କ ରବିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୬୪...

୭୦ ବର୍ଷ ରେକର୍ଡ ଭାଙ୍ଗିଦେଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତୃତୀୟଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ରହିଛି।...

ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ୟୁଏଇ,୨୯।୯: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ମିଳିଛି। ଭାରତୀୟ ଦଳର ସବୁଠୁ ବଡ ମ୍ୟାଚ...

ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ...

ମିସ୍‌ବା ପାକିସ୍ତାନ ଦଳର ମୁଖ୍ୟ କୋଚ୍‌

ଲାହୋର,୪।୯(ଏଏଫ୍‌ପି): ପାକିସ୍ତାନ ବୁଧବାର ପୂର୍ବତନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କୁ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ କରିଛି। କ୍ରିକେଟ ପାଗଳ ଦେଶ...

Advertisement
Ten Cric Info


Archives

Model This Week