Posted inଜାତୀୟ

ଏବେ ମୋଦି, ଶାହଙ୍କୁ ପୂଜା କରୁଛି: ଶିବରାଜ

ଭୋପାଳ, ୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠାଇ ଦିଆଯିବା ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। କେବଳ ଏତିକି ନୁହେଁ, ମୋଦି ଏବଂ ଶାହଙ୍କୁ ଏବେ ସେ ପୂଜା କରିବା ଆରମ୍ଭ କରିଦେଇଛନ୍ତି ବୋଲି ଶିବରାଜ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ସେ ଜବାହାରଲାଲ ନେହେରୁ ଅପରାଧୀ କହି ସମ୍ବୋଧନ କରି ବିବାଦ ଘେରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଦାଖରେ ସବୁକିଛି ଠିକ ନାହିଁ: ଫିଲ୍ମ ଥ୍ରୀ ଇଡିୟଟସକୁ ପ୍ରେରଣା ଦେଇଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପିଲ, ମାଇନସ୍‌ ୪୦ ଡିଗ୍ରୀରେ ଦେବେ ଧାରଣା… …

ଲେହ,୨୩।୧ : ଲଦାଖର ସାମାଜିକ ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦେଶରେ ଏକ ଜଣାଶୁଣା ନାମ। ତାଙ୍କ ଜୀବନରୁ ଅନୁପ୍ରାଣିତ ହୋଇ ବଲିଉଡ ଫିଲ୍ମ ଇଡିୟଟସ...

ଫ୍ଲୋର ଟେଷ୍ଟ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କରୋନା ଟେଷ୍ଟ!

ଭୋପାଳ,୧୫।୩: ମଧ୍ୟପ୍ରଦେଶର କମଳନାଥ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ପୂର୍ବରୁ ମଧ୍ୟପ୍ରଦେଶର ସମସ୍ତ...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ମାମଲା: ଭାଜପାର ପୂର୍ବତନ ଏମ୍‌ପିଙ୍କ ସମେତ ୭ ଦୋଷୀ

ଅହମଦାବାଦ,୭ା୭(ପି.ଟି.): ୨୦୧୦ରେ ସୂଚନା ଅଧିକାର କର୍ମୀ ଅମିତ ଜେଠଓ୍ବାଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଶନିବାର ଭାଜପାର ପୂର୍ବତନ ଏମ୍‌ପି ଦିନୁ...

ଭାରତରେ ‘ଅକିରା’ ଆତଙ୍କ

ନୂଆଦିଲ୍ଲୀ,୨୪ା୭: ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଡେଟା ଚୋରି ପରେ ଲୋକଙ୍କଠାରୁ ଅର୍ଥ ଅସୁଲ ପାଇଁ ବ୍ୟବହୃତ ଇଣ୍ଟରନେଟ୍‌ ରାନ୍‌ସମଓ୍ବେର ଭାଇରସ୍‌ ‘ଅକିରା’କୁ ନେଇ ଦେଶବିଦେଶରେ ଆତଙ୍କ ସୃଷ୍ଟି...

ପାକିସ୍ତାନକୁ ପ୍ରଶଂସା କରି ଫସିଲେ ଶଶି ଥରୁର

ନୂଆଦିଲ୍ଲୀ,୧୮।୧୦: ପୁଣି ବିବାଦରେ କଂଗ୍ରେସ ନେତା ଶଶି ଥରୁର। ପାକିସ୍ତାନର ଲାହୋର ଲିଟରେଚର୍‌ ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରଙ୍କୁ ନିନ୍ଦା କରି ସେ ଫସିଯାଇଛନ୍ତି।...

ଜୟପୁରର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌, ଫଟା ଜିନ୍ସ କିମ୍ବା ମିନି ସ୍କର୍ଟରେ କରିପାରିବେନି ଏଣ୍ଟ୍ରି

ଜୟପୁର,୮।୭: ମନ୍ଦିରକୁ ଯିବାବେଳେ ଡ୍ରେସ୍‌କୋଡ୍‌ ଲାଗୁ ହେବା ନେଇ ବହୁ ମନ୍ଦିରରେ ଦାବି କରାଯାଉଛି। ବିଶେଷ କରି ଚାରିଧାମରେ ଏହି ନିୟମ ଲାଗୁ ହେବା ନେଇ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଫଳ ମୋତିଆବିନ୍ଦୁ ଅପରେଶନ

ନୂଆଦିଲ୍ଲୀ,୧୬।୧୦: ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ସଫଳ ମୋତିଆବିନ୍ଦୁ ଅପରେଶନ କରାଯାଇଛି। ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର ଏହି...

କ୍ଷମା ମାଗିଲେ ବିବେକ ଅବମାନନା

ନୂଆଦିଲ୍ଲୀ,୨୫ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କର ଦୁଇଟି ବିବାଦୀୟ ଟୁଇଟ୍‌କୁ ନେଇ କ୍ଷମା ମାଗିବେ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ...

Advertisement
Archives

Model This Week