Advertisement
Posted inଜାତୀୟ

ଏନଆଇଏର ଖୁଲାସା: ଭାରତରେ ପୁଣି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଅଛନ୍ତି ଦାଉଦ

ନୂଆଦିଲ୍ଲୀ,୮।୧୧: ଆତଙ୍କବାଦ ପାଣ୍ଠି ଯୋଗାଡ ମାମଲାରେ ଜାତୀୟ ଯାଞ୍ଚ୍‌ ଏଜେନ୍ସି (ଏନଆଇଏ) ଚାର୍ଜସିଟରେ ଏକ ବଡ଼ ଖୁଲାସା କରିଛି। ଏନଆଇଏ କହିଛି ଯେ, କୁଖ୍ୟାତ ଡନ୍‌ ଦାଉଦ ଏବଂ ତାଙ୍କ ସହଯୋଗୀ ଛୋଟା ଶକିଲ ପୁଣି ଥରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଏନଆଇଏ ଅନୁଯାୟୀ, ଦାଉଦ ପାକିସ୍ତାନରୁ ଦୁବାଇ ବାଟ ଦେଇ ହାଓ୍ବାଲା ମାଧ୍ୟମରେ ସୁରତ ଏବଂ ପରେ ମୁମ୍ବାଇକୁ ୨୫ ଲକ୍ଷ ଟଙ୍କା ପଠାଇଛନ୍ତି। ଏହି ଟଙ୍କା ଆରିଫ ଶେଖ ଏବଂ ଶବ୍ବୀର ଶେଖଙ୍କ ନିକଟକୁ ପଠାଯାଇଛି। ଏହିପରି, ଗତ ଚାରି ବର୍ଷ ମଧ୍ୟରେ ହାୱାଲା ମାଧ୍ୟମରେ ୧୨-୧୩ କୋଟି ଟଙ୍କା ପଠାଇଯାଇଛି। ଏହାର ସାକ୍ଷୀ ହେଉଛନ୍ତି ସୁରତର ଜଣେ ହାୱାଲା ଅପରେଟର। ତାଙ୍କ ପରିଚୟ ସୁରକ୍ଷା କାରଣରୁ ଗୋପନ ରଖାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଅନୁସନ୍ଧାନ ବେଳେ ଏହା ସାମ୍ନାକୁ ଆସିଛି ଯେ ରସିଦ ମାରଫାନୀ ଓରଫ ରସିଦ ଭାଇ ଦୁବାଇରେ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କ ଟଙ୍କା ପଠାଇବା ପାଇଁ ହାୱାଲା ଟଙ୍କା ଟ୍ରାନ୍ସଫର କାମ ଗ୍ରହଣ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନାଲି ଫୋଗଟ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଡିଲର ଗିରଫ, ସଂଖ୍ୟା ୫କୁ ବୃଦ୍ଧି

ପଣଜୀ,୨୮ା୮: ଭାଜପା ନେତ୍ରୀ ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ଗୋଆ ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଡ୍ରଗ୍ସ ଡିଲର...

ମୋହଲ୍ଲା କ୍ଲିନିକ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୩୧।୩: ରାଜଧାନୀ ଦିଲ୍ଲୀର ବାବରପୁରରେଥିବା ମୋହଲ୍ଲା କ୍ଲିନିକର ଜଣେ ଡାକ୍ତର କରୋନା ଭାଇରସରେ ପୀଡ଼ିତ ହୋଇଥିବା ମଙ୍ଗଳବାର ଜଣାପଡିଛି। ଉକ୍ତ କ୍ଲିନିକକୁ ମାର୍ଚ୍ଚ ୧୨-୨୦ ଭିତରେ...

ପ୍ଲାଷ୍ଟିକ ବ୍ୟବହାର କଲେ ଦେବାକୁ ପଡିବ ଜରିମନା

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶରେ ସେପ୍ଟେମ୍ବର ପହିଲା ଅର୍ଥାତ୍‌ ରବିବାରଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଯଦି କୌଣସି ସ୍ଥାନରେ ୫୦ ମାଇକ୍ରନରୁ କମ୍‌...

୨୪ ଘଣ୍ଟାରେ ଶହେ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୫।୫: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି...

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ...

ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ବଳାତ୍କାର ମାମଲା

ମୁମ୍ବାଇ,୧୬।୭: ଟି-ସିରିଜ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍‌ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ...

ଇବୋବି ସିଂଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୪ା୬: ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍ରାମ୍‌ ଇବୋବି ସିଂଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ୩୩୨...

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା!

ନୂଆଦିଲ୍ଲୀ,୩ ।୮: ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ...

Advertisement
Archives

Model This Week