ଏଇ ଭାରତରେ

ଭାତଥାଳିକୁ ଗୋଡ଼ରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା। ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଥିବା ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରଷିବା ପରେ ଥାଳିଟିକୁ ଗୋଡରେ ଠେଲି ଦେଇଥାଆନ୍ତି। ଏହା ପଛରେ ଏକ ଇତିହାସ ରହିଛି। ୧୫୭୬ରେ ହଳଦୀଘାଟ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କ ସହଯୋଗୀମାନେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଯାଇ ନିଜ ସେବକମାନଙ୍କ ସହ ହିମାଳୟ ପାଦଦେଶକୁ ପଠାଇ ଦେଇଥିଲେ। ବହୁ ବାଟ ବୁଲିବୁଲି ସେମାନେ ନେପାଳ ସୀମାରେ ଥିବା ଉତ୍ତରପ୍ରଦେଶ ତରାଇ ଅଞ୍ଚଳରେ ପହଞ୍ଚିଥିଲେ। ସେହିଠାରେ ହିଁ ସେମାନେ ରହିବାକୁ ଲାଗିଲେ। ରାଜସ୍ଥାନରୁ ଆସିଥିବାରୁ ଏମାନଙ୍କୁ ଥାରୁ ବୋଲି କୁହାଗଲା। ସୁରକ୍ଷା ଦୃଷ୍ଟିରୁ ଏହି ମହିଳାମାନେ ସେମାନଙ୍କ ସେବକ ଓ ସୈନିକଙ୍କୁ ବିବାହ କରିନେଲେ। ହେଲେ ଏହି ମହିଳାମାନେ ନିଜ କୁଳୀନ ପ୍ରବୃତ୍ତି ବା ରାଜକୀୟ ଢଙ୍ଗକୁ ଛାଡି ପାରିଲେନି। ନିଜ ଅହଂକାରକୁ ବଜାୟ ରଖିବାକୁ ଏମାନେ ଯେତେବେଳେ ବି ପୁରୁଷମାନଙ୍କୁ ଖାଇବା ପରଷନ୍ତି ତା’ପରେ ଥାଳିଟିକୁ ଗୋଡ଼ରେ ଠେଲିଦେଇ ନିଜର ଅହମିକା ସାବ୍ୟସ୍ତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଜିପତିଙ୍କ ପାଇଁ ସତର୍କଘଣ୍ଟି

ଈପ୍ସିତା ମହାନ୍ତି ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟ ଯୋଗୁ ଅର୍ଥନୀତିଜ୍ଞ ହିଁ ନୁହନ୍ତି, ସମାଜବିଜ୍ଞାନୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଙ୍କଟ...

ପରିବର୍ତ୍ତନକୁ ବିରୋଧ

ଆକାର ପଟେଲ   ଭାରତର ସଂସଦରେ ଉତ୍ତମ ମାନର ବିତର୍କ ଦେଖିବାକୁ ମିଳେନାହିଁ। ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କିତ ଆଲୋଚନାରେ ସମୟ ଅଭାବ ରହୁଛି ଓ...

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ୮୦ ଦଶକର ଚିରସବୁଜ ଅକ୍ଷୟ ମହାନ୍ତିଙ୍କର ଗୋଟିଏ ଗୀତ ”ଯା’ରେ ଭାସି ଭାସି ଯା’…“ ମନେପଡ଼ୁଛି। ସେହି ଗୀତରେ ଗୋଟିଏ ଧାଡ଼ି...

ନୂତନ ଭାରତର କଶ୍ମୀର

୪ବର୍ଷ ପୂର୍ବେ, ଯେତେବେଳେ କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟାଇ ନିଆଯାଇଥିଲା ସେତେବେଳେ ସ୍ତମ୍ଭକାର ପ୍ରତାପଭାନୁ ମେହେଟ୍ଟା ଲେଖିଥିଲେ, ‘ଭାଜପା କଶ୍ମୀରକୁ ଭାରତୀୟକରଣ କରିବାକୁ ଯାଉଛି ବୋଲି...

ନିର୍ଦ୍ଦୋଷ ଦଣ୍ଡିତ ନ ହେଉ

ଭାରତ ସମ୍ବିଧାନର ଧାରା ୨୧ ପ୍ରତ୍ୟେକ ଭାରତୀୟଙ୍କୁ ବଞ୍ଚତ୍ବାର ଅଧିକାର (ରାଇଟ୍‌ ଟୁ ଲାଇଫ୍‌) ପ୍ରଦାନ କରିଛି। ଯେତେବେଳେ ସେହି ଅଧିକାର ଉପରେ ଆଘାତ ଲାଗେ,...

ଏଇ ଭାରତରେ

ପରିବାର ସଦସ୍ୟଙ୍କ ସହ ଶିକାରକୁ ଯାଉଥିବା ପିଲାଟିର ମନରେ ବିରାଟ ପରିବର୍ତ୍ତନ ଆସିବା ପରେ ସେ ଆଉ ଶିକାର ନ କରି ପ୍ରାଣୀମାନଙ୍କ ଉଦ୍ଧାର କାର୍ଯ୍ୟରେ...

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି...

ବାଟବଣା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଘୋଷଣା କରି କହିଛନ୍ତି ଯେ, ଗୋଟିଏ ଦେଶରେ ଗୋଟିଏ ଭାଷା ରହିବା ଆବଶ୍ୟକ। ସେଥିପାଇଁ ହିନ୍ଦୀ ଜାତୀୟ ଭାଷା ହେବା...

Advertisement
Archives

Model This Week