ଏଇ ଭାରତରେ

ଶ୍ରୀନଗରର ଡାଲ୍‌ ହ୍ରଦରେ ରହି ନୌକା ଚଳାଇ ପେଟ ପୋଷୁଥିବା ତାରିକ ଅହମ୍ମଦ ପାଟଲୋ କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କ ମନୋବଳ ହରାଇ ନାହାନ୍ତି, ବରଂ ସୁସ୍ଥ ହେବା ପରେ ରୋଗୀମାନଙ୍କ ପାଇଁ ତାଙ୍କ ନୌକାକୁ ଏକ ଆମ୍ବୁଲାନ୍ସ କରିଦେଇଛନ୍ତି। କୋଭିଡ ସଂକ୍ରମିତ ହେବା ପରେ ସେ ହସ୍ପିଟାଲ ଯିବାରେ ଭୋଗିଥିବା ସମସ୍ୟା ଯେପରି ଆଉ କାହା ଭାଗ୍ୟରେ ନଆସୁ , ତାହା ଚିନ୍ତା କରି ସେ ଏଭଳି ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଶ୍ରୀନଗରସ୍ଥିତ ‘ସତ୍ୟରେଖା ଟ୍ରଷ୍ଟ’ର ପ୍ରତିଷ୍ଠାତା ଡ.ନିବେଦିତା ପି.ହରନ ତାଙ୍କୁ ଏଥିତ୍ପାଇଁ ସହଯୋଗ କରିଛନ୍ତି। ସେଠାକାର ଲୋକମାନେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ସେ ଏହି ସେବା ଆରମ୍ଭ କରିଛନ୍ତି ଓ ରୋଗୀମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ବି ତା’ମଧ୍ୟରେ ରଖିଛନ୍ତିି। କେବଳ କୋଭିଡ ରୋଗୀ ଯିବା ଲାଗି ନୁହେଁ ଅନ୍ୟ ରୋଗୀମାନେ ବି ଏଥିତ୍ରେ ନେଉଛନ୍ତି। ଏହି ଆମ୍ବୁଲାନ୍ସରେ ପ୍ରାୟ ୧୨ ଜଣ ଯିବାର ସୁବିଧା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତିରେ ଆସନ୍ନ ଅପଚ୍ଛାୟା

ମାୟାଧର ନାୟକ ୨୦୦୮ ମସିହାର ଶେଷ ପର୍ଯ୍ୟାୟରେ ପ୍ରଚାରିତ ହେବାକୁ ଲାଗିଲା ଗୋଟାଏ ବିଶେଷ ବିସମ୍ବାଦ- ଅର୍ଥନୈତିକ ମାନ୍ଦାବସ୍ଥା। ଆମେରିକା କୁଆଡ଼େ ଦେବାଳିଆ ହେବାକୁ ବସିଲାଣି।...

ଶକ୍ତି ସଂରକ୍ଷଣ ଓ ଆମ ଦାୟିତ୍ୱ

ଇଂ ମାୟାଧର ସ୍ବାଇଁ ଶକ୍ତି ହେଉଛି ଏକ ଅତ୍ୟାବଶ୍ୟକ ଆନୁଷଙ୍ଗିକ ବସ୍ତୁ। ସମସ୍ତ ପ୍ରକାର ଶକ୍ତି ମଧ୍ୟରେ ସହଜ ଓ ସୁବିଧାରେ ବ୍ୟବହାର ହୋଇପାରିବା ଭଳି...

ସୁଖନିଦ୍ରାରେ ଶୋଇଛନ୍ତି

ରବିନାରାୟଣ ସାମଲ ଛାତି ଥରାଇଲା ଭଳି ଭବିଷ୍ୟବାଣୀ! ଆଗାମୀ ଦଶ ବର୍ଷ ମଧ୍ୟରେ ପୃଥିବୀର ଛଅଟି ସହର ସମୁଦ୍ର ଜଳରେ ନିମଗ୍ନ ହେବ। ତନ୍ମଧ୍ୟରୁ ଭାରତର...

ବାର୍ଡ ଫ୍ଲୁ ଓ ଆମ ନୀତି

ମାନେକା ଗାନ୍ଧୀ ଭାରତର ଅନେକ ରାଜ୍ୟରେ ଲାଗିରହିଥିବା ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ଲାଗି ସେଠାରେ କୁକୁଡ଼ାଙ୍କୁ ମାରି ଦିଆଯାଉଛି। ନ ବୁଝିଶୁଝି ସ୍ବାସ୍ଥ୍ୟ ବିଭାଗ...

ସ୍ବାଭିମାନର ମୁଖଶାଳା

ଡ. ପ୍ରଫୁଲ୍ଲ କୁମାର ସାହୁ କୌଣସି ମଣିଷର ପ୍ରାଣକୁ ବାଧିଲେ ସେ ଯେମିତି ଛଟପଟ ହୁଏ, ଜାତିର ପ୍ରାଣକୁ ବାଧିଲେ ସେ ବି ସେମିତି ଛଟପଟ...

କଳାହାଣ୍ଡି ବିକାଶରେ ଶିକ୍ଷା

ଡ. ଜୟଦେବ ସାହୁ ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଶିକ୍ଷା ମାଧ୍ୟମରେ ସମାଜରେ ନବଜାଗରଣ ଆସେ। ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରଭୃତି ଅହିତକାରୀ କୁପ୍ରଥା ଦୂର...

ଏଇ ଭାରତରେ

ଦୀପାବଳି ପାଳନର ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ଛତିଶଗଡ଼ର ଧମତରୀ ଜିଲାରେ। ଏହି ଜିଲାର ସେମରା ଗାଁରେ ଏକ ସପ୍ତାହ ପୂର୍ବରୁ ଦୀପାବଳି ପାଳନ...

ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳ ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’। ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି...

Advertisement


Archives

Model This Week