ଏଇ ଭାରତରେ

ଶ୍ରୀନଗରର ଡାଲ୍‌ ହ୍ରଦରେ ରହି ନୌକା ଚଳାଇ ପେଟ ପୋଷୁଥିବା ତାରିକ ଅହମ୍ମଦ ପାଟଲୋ କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କ ମନୋବଳ ହରାଇ ନାହାନ୍ତି, ବରଂ ସୁସ୍ଥ ହେବା ପରେ ରୋଗୀମାନଙ୍କ ପାଇଁ ତାଙ୍କ ନୌକାକୁ ଏକ ଆମ୍ବୁଲାନ୍ସ କରିଦେଇଛନ୍ତି। କୋଭିଡ ସଂକ୍ରମିତ ହେବା ପରେ ସେ ହସ୍ପିଟାଲ ଯିବାରେ ଭୋଗିଥିବା ସମସ୍ୟା ଯେପରି ଆଉ କାହା ଭାଗ୍ୟରେ ନଆସୁ , ତାହା ଚିନ୍ତା କରି ସେ ଏଭଳି ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଶ୍ରୀନଗରସ୍ଥିତ ‘ସତ୍ୟରେଖା ଟ୍ରଷ୍ଟ’ର ପ୍ରତିଷ୍ଠାତା ଡ.ନିବେଦିତା ପି.ହରନ ତାଙ୍କୁ ଏଥିତ୍ପାଇଁ ସହଯୋଗ କରିଛନ୍ତି। ସେଠାକାର ଲୋକମାନେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ସେ ଏହି ସେବା ଆରମ୍ଭ କରିଛନ୍ତି ଓ ରୋଗୀମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ବି ତା’ମଧ୍ୟରେ ରଖିଛନ୍ତିି। କେବଳ କୋଭିଡ ରୋଗୀ ଯିବା ଲାଗି ନୁହେଁ ଅନ୍ୟ ରୋଗୀମାନେ ବି ଏଥିତ୍ରେ ନେଉଛନ୍ତି। ଏହି ଆମ୍ବୁଲାନ୍ସରେ ପ୍ରାୟ ୧୨ ଜଣ ଯିବାର ସୁବିଧା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶୁଛି ବେଲାରୁଷ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପୁଣି ଭୟଙ୍କର ରୂପ ଧାରଣ କରିଛି। ଜୁନ୍‌ରୁ ଏହା ଟିକେ ଶିଥିଳ ପଡ଼ିଆସିଥିବା ବେଳେ ୮ ଅକ୍ଟୋବରରେ ରୁଷିଆରୁ କ୍ରିମିଆକୁ ସଂଯୋଗ କରୁଥିବା...

ଶ୍ରୀକୃଷ୍ଣ କ’ଣ ଏମିତି କହିଥିବେ

ଆମେ କଥା କଥାକେ ସ୍ତ୍ରୀମାନଙ୍କୁ ମାତୃଜାତୀୟା ବୋଲି କହୁ ସିନା, କିନ୍ତୁ ସ୍ତ୍ରୀମାନଙ୍କୁ ଗୋଟିଏ ଜାତି ବା ବର୍ଣ୍ଣ ହିସାବରେ ଦେଖୁନା, କାରଣ ସବୁ ବର୍ଣ୍ଣରେ...

ଭାଇଚାରା ବଜାୟ ରହୁ

ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ। ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ...

ଏଇ ଭାରତରେ

ଆହତ ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାରେ ସମୟ କାଟୁଥିବା ମୁମ୍ବାଇର ଜଣେ ମହିଳା ହେଉଛନ୍ତି ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ...

କିମ୍ବଦନ୍ତୀରେ କୃଷ୍ଣଙ୍କ ଭଉଣୀ

ମହାରାଷ୍ଟ୍ରର ଏଲୋରାରେ ଥିବା ୨୭ଟି ପୁରାତନ ଗୁମ୍ଫା ମଧ୍ୟରୁ ଗୋଟିକରେ ଏକ ଦେବୀଙ୍କ ମୂର୍ତ୍ତି ଅଛି। ଏହାର ବାମରେ ବିଷ୍ଣୁ ଓ ଡାହାଣରେ ବଳରାମ ଅଛନ୍ତି...

ଜଙ୍ଗଲ ସଂରକ୍ଷଣ ଏକମାତ୍ର ବାଟ

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡି ସିଲ୍‌ଭା ଜାନୁୟାରୀ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆମାଜନରେ ଅବୈଧ ଜଙ୍ଗଲ ଧ୍ୱଂସ ଶେଷ କରିବା...

ଅଡିଓ ବିବାଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ)ର ଅଧ୍ୟକ୍ଷ ରଜନୀଶ କୁମାର ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ଗାଳିଦେବାର ବିବାଦୀୟ...

ଏଇ ଭାରତରେ

ଭାରତରେ ପୁଣି ତାଲିବାନୀ ନିଷ୍ପତ୍ତି- ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ। ବିହାରର ମଧୁବନୀ ଜିଲାର ହତ୍ଥାପୁର ପରସା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ...

Advertisement
Archives

Model This Week