ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ ବହୁ ସମୟରେ ଆମମାନଙ୍କର ଚିନ୍ତା ବଢ଼ାଇ ଦେଉଥିବାବେଳେ ଏହାର ରିସାଇକ୍ଲିଂ ପ୍ରୋସେସର ଅଭିନବ ପଦ୍ଧତି ଆମକୁ କିଛିଟା ସାନ୍ତ୍ୱନା ଦେଉଛି। ଏଭଳି ଏକ ଉପାୟ ନେଇ ଆସିଛନ୍ତି ଜୋରଓ୍ବାର ପୁରୋହିତ ଓ ତାଙ୍କର ତିନି ବନ୍ଧୁ। ସେମାନେ ୫ ଲକ୍ଷରୁ ଅଧିକ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ଏକ ହୋଟେଲ ନିର୍ମାଣ କରିିଛନ୍ତି। ଜୋରାଓ୍ବାର ତାଙ୍କ ତିନି ବନ୍ଧୁ ଅଖିଲ ବର୍ମା, ଆଦିତ୍ୟ ବର୍ମା ଓ ରୋହିତ ପାଠକଙ୍କ ସହ ମିଶି ଆଉଟବ୍ୟାକ୍‌ ହାଭେଲକ୍‌ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି ହୋଟେଲ ନିର୍ମାଣ କରିଛନ୍ତି। ଆଣ୍ଡାମାନରେ ୨୦୧୨ରେ ଜୋରଓ୍ବାର ଜଣେ ଡାଇଭିଂ ଇନ୍‌ଷ୍ଟ୍ରକ୍ଟର ଭାବେ କାର୍ଯ୍ୟ କରୁଥିତ୍ଲେ। ଏଠାରେ ପ୍ଲାଷ୍ଟିକ ରିସାଇକ୍ଲିଂ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ଧାରଣା ତାଙ୍କ ମୁଣ୍ଡକୁ ଆସିିଥିଲା। ୨୦୧୭ରେ ଜୋରଓ୍ବାର ଆଣ୍ଡାମାନରୁ ୫ ଲକ୍ଷରୁ ଊଦ୍ଧ୍ୱର୍ର୍ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ଫ୍ରେଞ୍ଚ ଆର୍କିଟେକରେ ହୋଟେଲ ନିର୍ମାଣ କରିଛନ୍ତି। ପ୍ଲାଷ୍ଟିକ ବୋତଲରେ ବାଲି ଓ ଡଷ୍ଟ ଭର୍ତ୍ତିକରି ତାହାକୁ ବ୍ୟବହାର କରିଛନ୍ତି। ଏହା ଇଟାଠାରୁ ୧୦ ଗୁଣ ମଜଭୁତ ବୋଲି କହନ୍ତି ଜୋରଓ୍ବାର। ଏହା ମଧ୍ୟ ଓ୍ବାଟର ରେଜିଷ୍ଟାଣ୍ଟ। ଏହି ସବୁ ବୋତଲଗୁଡ଼ିକୁ ଆଣ୍ଡାମାନର ବିଭନ୍ନ ଡମ୍ପିଂୟାର୍ଡରୁ ସଂଗ୍ରହ କରାଯାଇଛିି। କେବଳ ଏତିକି ନୁହେଁ ୫୦୦ କେ.ଜି. ରବର ବର୍ଜ୍ୟ ସଂଗ୍ରହ କରି ତାହାକୁ ଘର ନିର୍ମାଣରେ ଲଗାଇଛନ୍ତି ଏମାନେ। ଏହାକୁ ରିଜର୍ଟରେ ଫୁଟପାଥ କରିବାରେ ଉପଯୋଗ କରାଯାଇଛିି। ଏହି ରିଜର୍ଟରେ ୮ଟି ବିଳାସମୟ ରୁମ୍‌ ଓ ୬୦ ଶିଟ୍‌ ବିଶିଷ୍ଟ କାଫେ ରହିଛି। ଏହି ହୋଟେଲରେ ଅର୍ଗାନିକ କିଚେନ୍‌ ରହିଛି, ଯେଉଁଠି ପର୍ଯ୍ୟଟକମାନେ ରୋଷେଇ କରିବାର ସୁବିଧା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri