ଏଇ ଭାରତରେ

ଘର ଘର ବୁଲି ହେଉ କିମ୍ବା ରାସ୍ତାକଡରେ ବସି ଖବରକାଗଜ ବିକ୍ରି କରୁଥିବା ଜଣେ ଯୁବକ କ୍ୟାଟ୍‌‌(ସିଏଟି)ରେ ୯୯.୮୬ ନମ୍ବର ରଖିବା କିଛି କମ୍‌ ନୁହେଁ। ଏହି ଯୁବକ ଜଣକ ହେଉଛନ୍ତି ଶିବ କୁମାର ନଗେନ୍ଦ୍ର। ସେ ଜଣେ ଟ୍ରକ ଚାଳକଙ୍କ ପୁଅ। କ୍ୟାଟ୍‌ରେ ସଫଳତା ପାଇବା ପରେ ଏବେ ଆଇଆଇଏମ୍‌ କୋଲକାତାର ଛାତ୍ର। କର୍ନାଟକର ମହୀଶୂରରେ ଜନ୍ମିତ ଶିବ କୁମାରଙ୍କ ପୂର୍ବରୁ ତାଙ୍କ ପରିବାରରେ କେହି ବି ସ୍କୁଲ ଦୁଆର ମୁହଁ ମାଡି ନ ଥିଲେ। କିନ୍ତୁ ଶିବ କୁମାରଙ୍କ ମା’ ବହୁ କଷ୍ଟରେ ତାଙ୍କୁ ଇଂଲିଶ ମିଡିୟମ ସ୍କୁଲରେ ନାମ ଲେଖାଇଥିଲେ। ଶିକ୍ଷା ହାସଲ କରିବା ସହ ଶିବକୁମାର ପରିବାରକୁ ଚଳାଇବା ଲାଗି କାର ଧୋଇଛନ୍ତି,ଫୁଲ ବିକ୍ରି କରିଛନ୍ତି ଏପରିକି ରିଟେଲ ଷ୍ଟୋରରେ ବି କାମ କରିଛନ୍ତି। ନଗେନ୍ଦ୍ରଙ୍କୁ ବୟସ ୧୩ ହୋଇଥିବାବେଳେ ତାଙ୍କ ବାପାଙ୍କ ଦୁର୍ଘଟଣା ହୋଇଥିଲା। ସେତେବେଳେ ତାଙ୍କ ପଢିବାର ଆଶା ମଉଳି ଯାଇଥିଲା। କିନ୍ତୁ ଶିବ କୁମାର ଜଣେ ବ୍ୟବସାୟୀଙ୍କ ପାଖରୁ ଟଙ୍କା ଧାର ଆଣି ସ୍କୁଲ ଫି ଦେଇଥିଲେ। ଏହି ବ୍ୟବସାୟୀଙ୍କୁ ସେ ପ୍ରତିଦିନ ଖବରକାଗଜ ଦେଉଥିଲେ। ସେ ବାଙ୍ଗାଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ କ୍ୟାଟ ପାଇବାକୁ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା ଦାନ ହିଁ ଶ୍ରେଷ୍ଠ ଦାନ, ଏହା ଉପଲବ୍ଧି କରିଛନ୍ତି ପ୍ରାଧ୍ୟାପକ ଲଳିତା ଶର୍ମା। ସେ ୫,୦୦୦ ବସ୍ତି ପିଲାଙ୍କୁ ଶିକ୍ଷାର ସ୍ରୋତରେ ସାମିଲ କରିପାରିଛନ୍ତି।...

ଅସାଧୁ ନିର୍ବାଚନ

ପ୍ରଦୀପ୍ତ ନାୟକ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭାରତୀୟ ସମ୍ବିଧାନ ଓ ନୀତିନିୟମ ଅନୁସାରେ ପ୍ରତ୍ୟେକ ସାବାଳକ ନାଗରିକ ସ୍ବାଧୀନ ଭାବରେ ନିଜ ଇଚ୍ଛାରେ ଭୋଟ...

ଏଇ ଭାରତରେ

ଧୁମ୍‌ଧାମରେ ବାହାଘର। ତା’ ପୁଣି ଦୁଇଟି ରାଜ୍ୟର କୁକୁରଙ୍କର। ଏକଥା ହୁଏତ ଅନେକଙ୍କୁ ଅଜବ ମନେ ହୋଇପାରେ, କିନ୍ତୁ ଏମିତି ଏକ ବାହାଘର ହୋଇଛି ମଧ୍ୟପ୍ରଦେଶର...

ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ...

ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ...

ଆକ୍ରୋଶର ଶେଷ କେବେ

ବର୍ତ୍ତମାନ ଜ୍ଞାନବାପି ମସ୍‌ଜିଦ ଚର୍ଚ୍ଚା ଦେଶରେ ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ଅଯୋଧ୍ୟା ବାବ୍ରି ମସ୍‌ଜିଦ ପ୍ରସଙ୍ଗ ଯେଭଳି ଅନେକ ଦଶନ୍ଧି ଧରି ରହିଥିଲା ସେଭଳି...

ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ...

ଏଇ ଭାରତରେ

ଝାଡ଼ଖଣ୍ଡ ଦେଓଘରର ରାମ ପାଣ୍ଡେ ଅନେକ ଅସହାୟ ଝିଅଙ୍କ ପିତା ପାଲଟି ଯାଇଛନ୍ତି। ୨୦୦୪ରୁ ସେ ଏହି ଦାୟିତ୍ୱ ବହନ କରିଆସୁଛନ୍ତି। ରାମଙ୍କ ବୟସ ୬୧।...

Advertisement
Archives

Model This Week