ଏଇ ଭାରତରେ

ଗାଁ ଗାଁରେ ଏବେ କଥା କଥାକେ ଝଗଡା ହୋଇ ମାମଲା ଥାନାରେ ପହଞ୍ଚିଯାଉଛି। କିନ୍ତୁ ହରିୟାଣାର ଜିନ୍ଦ୍‌ ଜିଲାର ଏକ ଗାଁରେ ଆଜକୁ ୫୦ ବର୍ଷ ହେବ କୌଣସି ମାମଲା ଥାନାକୁ ନ ଯିବା ଏବେ ସାମ୍‌ନାକୁ ଆସିଛି। ପାନିପଥ ଜିଲାର ଉଚାନା ବ୍ଲକ୍‌ ଅନ୍ତର୍ଗତ ରୋଜଖେଡା ଗାଁରେ କୌଣସି ଝଗଡା ହେଲେ ତାହାକୁ ପଞ୍ଚାୟତ ବୈଠକରେ ସମାଧାନ କରାଯାଉଛି। ଏହି କାରଣରୁ ଗତ ୫୦ ବର୍ଷ ମଧ୍ୟରେ କୌଣସି ମାମଲା ପୋଲିସ ପାଖରେ ନ ପହଞ୍ଚାଇ ଏହି ଗାଁ ଭାଇଚାରା ଓ ଶାନ୍ତି ସହାବସ୍ଥାନର ଏକ ଉଦାହରଣ ସୃଷ୍ଟି କରିଛି। ଉକ୍ତ ଗାଁରେ କାହା ନାମରେ କୌଣସି ଆପରାଧିକ ରେକର୍ଡ ମଧ୍ୟ ନାହିଁ। ରୋଜଖେଡାରେ ଜାଠଙ୍କ ବ୍ୟତୀତ ମୁସଲମାନ ଓ ବାଲ୍ମୀକି ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ଜନସଂଖ୍ୟା କମ୍‌ ହେଲେ ବି ଏହାର ସାକ୍ଷରତା ହାର ଅଧିକ। ଏଣୁ ଭାଇଚାରା ବଜାୟ ରଖିବା ଲାଗି ଏହି ଗାଁରୁ ପ୍ରେରଣା ନେବା ଦରକାର ବୋଲି କୁହନ୍ତି ସରପଞ୍ଚ ରଣଧୀର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ସ୍ବାସ୍ଥ୍ୟ ଆଇନ ଓ ପୋଲିସ

ରାଜୀବ କର୍ମି ମାନସିକ ସ୍ବାସ୍ଥ୍ୟ ଯତ୍ନ ଆଇନକୁ ଆସନ୍ତା ଏପ୍ରିଲରେ ଚାରି ବର୍ଷ ପୂରିବ। ଅନେକ ତର୍କ ବିତର୍କ ଏବଂ ବିଚାରବିମର୍ଶ ପରେ ଏହି ଆଇନ...

କାହିଁକି ହାରୁଛି ସୁପରପାୱାର

ଲଳିତେନ୍ଦୁ ପଲାଉରୀ ଆମେରିକା ବିଶ୍ବର ସର୍ବ ଶକ୍ତିମାନ ସୁପରପାୱାର । ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ଉପରେ ପରମାଣୁ ବୋମା ନିକ୍ଷେପ କରିଥିବା ଦେଶ ଆମେରିକା। ବିନା...

ବର୍ମାରେ ଗଣତନ୍ତ୍ରର ମୃତ୍ୟୁ

ମ୍ୟାନ୍‌ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ...

ସୁନ୍ଦର ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକବର୍ଷ ଲାଗି ଉପସ୍ଥାପନ କରିଥିବା ବଜେଟକୁ ନେଇ ଦୁଇ ଦିନ ହେବ ଢେର ଆଲୋଚନା ହେଲାଣି। ଇନ୍ଦିରା ଗାନ୍ଧୀଙ୍କ ପରେ...

ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି।...

ଭିନ୍ନମତ ପାଇଁ ଜାଗା ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ ୨୦୧୦ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଘଟିଥିବା ଅନୁରୂପ ଘଟଣାକୁ ସ୍ମରଣ କରାଇଦେଇଛି।...

ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌।...

ମାର୍ଟିନ ଲୁଥର ଓ ଗାନ୍ଧୀ ଦର୍ଶନ

ଡ. ଅଶ୍ୱିନୀ କୁମାର ଶତପଥୀ   ବିଶ୍ୱ ଇତିହାସରେ ‘ଅଶ୍ୱେତମାନଙ୍କର ଗାନ୍ଧୀ’ ଭାବେ ବିଖ୍ୟାତ ମାର୍ଟିନ ଲୁଥର କିଙ୍ଗ ଏକ ବିଶିଷ୍ଟ ଗୌରବର ଅଧିକାରୀ ।...

Advertisement


Archives

Model This Week