ଏଇ ଭାରତରେ

ଜଣେ ବିଚାରାଧୀନ ଅପରାଧୀ ଗଛ ଲଗାଇବେ ଓ ତାହାକୁ ବର୍ଷେ ଯାଏ ଜଗିବା ଲାଗି ଗ୍ବାଲିୟର ହାଇକୋର୍ଟ ପ୍ରଦାନ କରିଥିବା ସସର୍ତ୍ତ ଜାମିନକୁ ନେଇ ଏବେ ଚର୍ଚ୍ଚା ହେଉଛି। ଅଭିଯୁକ୍ତର ନାମ ଜିତୁ କୁଚବନ୍ଦିୟା। ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ତାଙ୍କୁ ଗରିଫ କରାଯାଇଥିଲା। ପରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇ ସାର୍ବଜନୀନ ସ୍ଥାନରେ ୨୫ଟି ଗଛ ଲଗାଇବା ସହ ସେଗୁଡିକର ଯନତ୍ ନେବା ଲାଗି ସର୍ତ୍ତ ରଖିଛନ୍ତି। ଜିତୁ ଗଛ ଲଗାଇବା ପରେ ବର୍ଷେ ଯାଏ ଗଛଗୁଡିକର ଜଗାରଖା କରିବେ ବୋଲି କୋର୍ଟ କହିଛନ୍ତି। କେବଳ ଏତିକି ନୁହେଁ, ସେ ଯେଉଁସବୁ ଗଛ ଲଗାଇବେ ସେଗୁଡିକର ଫଟୋ ପ୍ରତିମାସରେ ଉଠାଇ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଯଦି ଗଛ ମରିଯାଏ ତେବେ ତାଙ୍କ ଜାମିନ ରଦ୍ଦ ହେବ। ଗଛ ଲଗାଇବା ପାଇଁ ଜାଗା ଲାଗି ସେ ବନ ବିଭାଗ ନିକଟରେ ପହଞ୍ଚିଛନ୍ତି। ବନ ବିଭାଗ ପକ୍ଷରୁ ଗ୍ବାଲିୟରର ରାମଲୀଳା ଛକ ନିକଟସ୍ଥ କବରସ୍ଥାନରେ ଗଛ ଲଗାଇବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତିକୁ ଦେଖ

ବିଶ୍ୱ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାରେ ପଡ଼ିଲାଣି। ଚାଇନା ସହ...

ଅଣଦେଖା କାହିଁକି

ଏଗରଟନ୍‌ ନେଟୋ ଆପଣଙ୍କର ଲିଙ୍ଗଗତ ସ୍ଥିତି କ’ଣ ରହିଛି? ବ୍ରାଜିଲରେ ଏହିି ପ୍ରଶ୍ନ ଏଲ୍‌ଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। କାରଣ ସେଠାରେ...

ଆମେ ସବୁ ପଣ୍ଡିତ

ଡ. ସତ୍ୟନାରାୟଣ ମିଶ୍ର ସମାଜରେ ମୁଖ୍ୟତଃ ଦୁଇ ପ୍ରକାର ମଣିଷ ଦୃଷ୍ଟିଗୋଚର ହୋଇଥାଏ ତାହା ହେଲା ଆର୍ଥିକ ଦୃଷ୍ଟିକୋଣରୁ ଧନୀ-ଦରିଦ୍ର ଓ ବୌଦ୍ଧିକ ଦୃଷ୍ଟିକୋଣରୁ ପଣ୍ଡିତ-ମୂର୍ଖ।...

ସାଇକେଲ ଏକ ବିକଳ୍ପ

ବୈକୁଣ୍ଠନାଥ ମିଶ୍ର   ଗତ ଶତାବ୍ଦୀର ସତୁରି ଦଶକ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଶଗଡ଼ଗାଡ଼ିର ବହୁଳ ପ୍ରଚଳନ ଥିଲା। ସେହିପରି ଜଳପଥରେ ପାଲଟଣା ଜାହାଜ ଓ ବୋଇତରେ...

ଭୟ ଏକ

ଚାଇନାରୁ ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ (ସାର୍ସ) ଅତୀତରେ ସୃଷ୍ଟି ହୋଇଥିବା ବେଳେ ନୋଭେଲ କରୋନା ଭାଇରସ୍‌ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ଉତ୍ପନ୍ନ ହୋଇଛି...

ଅଶ୍ୱତ୍‌ଥମା ହତଃ

ଡ. ନିରଞ୍ଜନ ମିଶ୍ର ଗାଲୁଆଙ୍କ ବାରବାଟି ଚାଷ’- ଏମିତି ଏକ କଥା ଓଡ଼ିଆରେ ଅଛି। ମହାଭାରତରେ ବାସୁଦେବ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ‘ଅଶ୍ୱତ୍‌ଥମା ହତଃ’ ଉଚ୍ଚସ୍ବରରେ...

ଅର୍ଥନୀତିରେ ବିବିଧତା ସମସ୍ୟା

ଡ୍ୟାନି ରୋର୍ଡିକ ଯୋଶେଫ ଇ.ଷ୍ଟିଗ୍‌ଲାଇଜ୍‌ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ। ତାଙ୍କ କ୍ୟାରିୟର୍‌ ଆରମ୍ଭରେ ସେ କେନିଆରେ ଅଧିକ ଦିନ ରହିଥିଲେ। ସେଠାରେ ସ୍ଥାନୀୟ ଅର୍ଥ ବ୍ୟବସ୍ଥାର...

ସା ବିଦ୍ୟା ଯା ନିଯୁକ୍ତୟେ

ସମଗ୍ର ଭାରତବର୍ଷରେ ସମ୍ପ୍ରତି ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ବିତର୍କ ଜାରି ରହିଥିବା ବେଳେ ଗୋଟିଏ ରୋଚକ ପ୍ରସଙ୍ଗ ମୋର ସ୍ମରଣକୁ ଆସେ। କିଛିଦିନ ତଳେ...

Advertisement
Archives

Model This Week