ସପୁରୀ ରସରେ ରହିଛି ଏପରି ଉପକାରୀ ଗୁଣ

ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ୍‌ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।
-ସପୁରୀ ରସରରେ ଥିବା ବ୍ରୋମେଲେନ ବିଭିନ୍ନ ପ୍ରକାର ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ।
-ଏଥିରେ ଥିବା ଏନଜାଇମ୍‌ ପ୍ରୋଟିନକୁ ହଜମ କରିବାରେ ସହାୟକ ହୋଇଥାଏ। -ସପୁରୀ ରସରେ ଥିବା ଭିଟାମିନ୍‌ ସି ଓ ପୋଟାସିୟମ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
-ସୁପରୀ ରସ ପିଇଲେ ମୃତ କୋଷିକା ଗୁଡିକ ସହଜରେ ବାହାରି ଯାଆନ୍ତି। ଫଳରେ ଚର୍ମ ଉଜ୍ୱଳ ହୋଇଥାଏ।
-ଏହି ରସକୁ ପିଇବା ଫଳରେ ଦାନ୍ତ ବା ମୁଖରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ କ୍ଷୀର-ଶିଶୁ ସୁରକ୍ଷା କବଚ

ଜନ୍ମପରେ ପ୍ରଥମେ ମା’ର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ ଓ ସ୍ତନ୍ୟପାନ ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଶିଶୁ ଆପଣାଛାଏଁ ମାତୃସ୍ତନ୍ୟରୁ...

ଏସବୁ ଲକ୍ଷଣ ଦେଖା ଦେଉଛି କି? ହୋଇପାରେ ହୃଦ୍‌ଘାତ

ବିଶ୍ୱବ୍ୟାପୀ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହାର୍ଟ ଆଟାକ୍‌ ବା ହୃଦ୍‌ଘାତ। ଏହାର ଅନେକ କାରଣ ରହିଛି। ଆମେ ଅଧିକ କାମ କରୁ ମାତ୍ର ବହୁତ...

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ।...

କାହିଁକି ପିଇବେ ଉଷୁମ ଲେମ୍ବୁ ପାଣି…

ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ...

ବୟସ୍କଙ୍କ ଯତ୍ନ ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଇ ଅପରେସନ ପରି କାମକୁ ମଧ୍ୟ ସମ୍ପାଦନ...

ଚକ୍ଷୁଦାନ ସମ୍ପର୍କରେ..

”ଚକ୍ଷୁ ଦାନ ପାଇଁ ଆପଣ ନିଜକୁ କୌଣସି ଚକ୍ଷୁ ବ୍ୟାଙ୍କ୍‌ ବା ଚକ୍ଷୁ ଡାକ୍ତରଖାନା ମାଧ୍ୟମରେ ଠିକ୍‌ ଫର୍ମାଟ୍‌ରେ ନିଜକୁ ରେଜିଷ୍ଟର୍‌ କରାଇ ନିଅନ୍ତୁ। ଯଦି...

ଫ୍ଲୋରାଲ୍‌ ଆଉଟ୍‌ ଫିଟ୍‌

ଯେକୌଣସି ସିଜନ୍‌ରେ ବି ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ ଏଭରଗ୍ରୀନ ଲୁକ୍‌ ଦେଇଥାଏ। ପ୍ରତିଟି ଇଭେଣ୍ଟରେ ଏହାକୁ କ୍ୟାରି କରିବା ସହଜ । ଏଥିପାଇଁ ତ ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର...

ବ୍ୟସ୍ତ ବହୁଳ ଜୀବନରେ ମନ ଖୋଲା ହସ…

ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି...

Advertisement
Archives

Model This Week