ଉଚ୍ଛେଦ ପ୍ରତିବାଦରେ ଧାରଣା

ଆସିକା,୧୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ସହରାଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ଆସିକା କଳିଙ୍ଗାରୋଡ୍‌ ପାର୍ଶ୍ୱସ୍ଥ ଟେଲିଫାନ୍‌ ଭବନ ସମ୍ମୁଖରେ ଥିବା କେତେକ ବେଆଇନ ନିର୍ମାଣକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ତେବେ ଏହି ଉଚ୍ଛେଦ ପ୍ରତିବାଦରେ ସଂପୃକ୍ତ ସ୍ଥାନରେ ବସବାସ କରୁଥିବା କେତେକ ଗରିବ ବାସହୀନ ଗୁରୁବାର ମଧ୍ୟାହ୍ନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। କୌଣସି ପୂର୍ବ ସୂଚନା ନ ଥାଇ ଓ ବାସହୀନଙ୍କୁ ବିକଳ୍ପ ବାସଗୃହର ବ୍ୟବସ୍ଥା ନ କରି କର୍ତ୍ତୃପକ୍ଷ ମନଇଚ୍ଛା ଭାଙ୍ଗି ଦେଇଥିବା ଧାରଣାର ନେତୃତ୍ୱ ନେଇଥିବା ସିପିଏମ୍‌ ରେଡ୍‌ ଷ୍ଟାର ନେତା ଶଙ୍କର ସାହୁ ଅଭିଯୋଗ କରିଛନ୍ତି। ଏହି ଉଚ୍ଛେଦରେ ସଂପୃକ୍ତ ସ୍ଥାନରେ ଥିବା ସିପିଏମ୍‌ ଦଳୀୟ କାର୍ଯ୍ୟାଳୟକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ପ୍ରତିବାଦରେ ସିପିଏମ୍‌ ନେତା ଲକ୍ଷ୍ମଣ ପାଢ଼ୀ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ବଖରା

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ସଂପାରୁ ପଞ୍ଚାୟତ କାଦୁଆ ମାଗୁରା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସତ୍ୟରଞ୍ଜନ ନାୟକଙ୍କ ୩ ବଖରା ଘର...

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଦାବି

ଖଜୁରିପଡ଼ା/ବଲସକୁମ୍ପା,୧ା୫(ଡି.ଏନ.ଏ.)-ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଶୁକ୍ରବାର ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା...

ଏହି ଜିଲାବାସୀଙ୍କୁ ଗଣେଶ ପୂଜା ମନା

ଛତ୍ରପୁର,୧୮।୮(ଡି.ଏନ.ଏ): ଆସନ୍ତା ଶନିବାର ପଡ଼ୁଛି ଗଣେଶ ପୂଜା। ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଅନାଇ ବସିଛନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ...

ବଡ଼ବିଲ କେଜେଏସ୍‌ ପିଲେଟ ପ୍ଲାଣ୍ଟରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଡ଼ବିଲ,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ କେଜେଏସ୍‌(କମଲଜିତ ସିଂହ ଆହଲୁୱାଲିଆ)ଙ୍କ ଶ୍ରୀଜଗନ୍ନାଥ ଷ୍ଟିଲ୍‌ସ ଆଣ୍ଡ ପାୱାର ଲିମିଟେଡ୍‌ ପିଲେଟ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଶ୍ରମିକମାନେ...

ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ...

ବିକ୍ରି ହେଉନି ହସ୍ତକଳା, ଚିନ୍ତାରେ ପରିବାର

ବେଗୁନିଆ,୨୬।୧୦(ଡି.ଏନ୍‌.ଏ.): ଏବେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ହସ୍ତକଳା କାରିଗର। ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଓ କରୋନା ମହାମାରୀ ଛଡ଼ାଇ ନେଇଛି ସେମାନଙ୍କର କୁଳବେଉସା। ଖୋର୍ଦ୍ଧା ଜିଲା...

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।...

ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ,୨।୧୧: ରବିବାରଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏହି ପୂଣ୍ୟ ଓ ଧର୍ମ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ମହୋଦଧି...

Advertisement
Archives

Model This Week