ଇ-ବାଣିଜ୍ୟ କାରବାରରେ ପାଦ ଥାପିବ ବିଓବି

ନୂଆଦିଲ୍ଲୀ,୧୨।୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଇ-ବାଣିଜ୍ୟ କାରବାରରେ ପାଦ ଥାପିବାକୁ ଯାଉଛି। ଏହା ଅନ୍‌ଲାଇନ ବଜାର ମଞ୍ଚରୁ ବ୍ୟାଙ୍କ ସେବା ତଥା କୃଷି ସମ୍ପର୍କିତ ଉତ୍ପାଦ ଉପସ୍ଥାପନ କରିବ। ବ୍ୟାଙ୍କ ପକ୍ଷରୁ କ୍ୟାଟାଲଗ୍‌ ତଥା କ୍ରୟ ମ୍ୟାନେଜମେଣ୍ଟ, ମୂଲ୍ୟ ନିର୍ଦ୍ଧାରଣ, ପ୍ରଚାର-ପ୍ରସାର ତଥା ଏହାସହିତ ଜଡ଼ିତ ସେବା ଲାଗି ସହାୟତା ପ୍ରଦାନ କରିବା ସହ ଡିଜିଟାଲ ବାଣିଜ୍ୟ ପ୍ରଦାନରେ ସହଯୋଗ ଲାଗି ଇଚ୍ଛୁକ ସଂସ୍ଥାଠାରୁ ବିଡ୍‌ ଆହ୍ବାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ

ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ...

ଆଜିଠାରୁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୨୦-୫: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଥେଷ୍ଟ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଦେଶରେ ପେଟ୍ରୋଲ...

କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ

ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ...

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭...

ଆର୍‌ବିଆଇକୁ ସିଆଇସିଙ୍କ ନିର୍ଦ୍ଦେଶ;ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଅ

ନୂଆଦିଲ୍ଲୀ,୨୮-୫: ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିବା ଏଭଳି ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ...

ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ...

ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ...

ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଆସିବ ପ୍ୟାକେଜ

ନୂଆଦିଲ୍ଲୀ,୬-୧୧: ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ନୂଆ ପ୍ୟାଜେକ ଘୋଷଣା କରିବେ। ଏହି କ୍ଷେତ୍ର ସାମ୍ନାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର...

Advertisement
Archives

Model This Week