Posted inଫୁରସତ

ଇ-କାର୍‌ରେ ୩ ବର୍ଷରେ ୩୦ ଦେଶ ବୁଲିଲେ

ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍‌ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍‌ରେ ୧, ୦୧,୦୦୦ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି। ୨୦୧୬ରେ ସେ ତାଙ୍କ ଯାତ୍ରା ନେଦରଲାଣ୍ଡରୁ ଆରମ୍ଭ କରିଥିଲେ। ଇ-ଯାନର କ୍ଷମତା ପ୍ରଦର୍ଶନ କରି ଏହାକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ଏହାଦ୍ୱାରା ଳୋକମାନେ କିଭଳି ଡିଜେଲ କିମ୍ବା ପେଟ୍ରୋଲ ଚାଳିତ ଗାଡିଠାରୁ ଦୂରେଇ ଇ- ଯାନ ବ୍ୟବହାର କରିବେ ଏଭଳି ସନ୍ଦେଶ ଦେବାକୁ ଚାହାନ୍ତି ବୋଲି ବେକର କହିଛନ୍ତି। ବେକର ପୂର୍ବ ୟୁରୋପ, ଇରାନ, ଭାରତ , ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆ ଯାତ୍ରା କରି ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ଏହି ଯାତ୍ରା ସମୟରେ ସବୁ ବିବରଣୀ ସେ ତାଙ୍କ ନିଜ ଲୋକଙ୍କୁ ଜଣାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌...

କ୍ୟାପ୍‌ଶିକମ ଭିତରେ ଜିଅଁନ୍ତା ବେଙ୍ଗ, ଫଟୋ ଭାଇରାଲ

ପନିପରିବାରୁ ପୋକ ବାହାରିବା ସାଧାରଣ ଘଟଣା। ମାତ୍ର କ୍ୟାପ୍‌ଶିକମ୍‌ ଭିତରୁ ଜିଅଁନ୍ତା ବେଙ୍ଗ ବାହାରିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏପରି ଏକ ଘଟଣା ଦେଖିବାକୁ...

ମା’ଙ୍କ ଗୋଟିଏ ଛୋଟ ଭୁଲ୍‌ ଯୋଗୁ, ପୁଅର ୩୦୦୦ କୋଟି ଟଙ୍କା କ୍ଷତି

ସାଧାରଣତଃ ମା’ବାପା ନିଜ ସନ୍ତାନର ସର୍ବଦା ଉନ୍ନତି ଚାହାନ୍ତି। ପୁଅ ହେଉ କିମ୍ବା ଝିଅ, ଉଚ୍ଚ ସୋପାନରେ ପହଞ୍ଚତ୍ଲେ ସେମାନେ ଖୁସି ହୁଅନ୍ତି। କିନ୍ତୁ ନିକଟରେ...

ଏହି ଦୁଇ ରାଶି ମଧ୍ୟରେ ବିବାହ ହୋଇଥାଏ ଅଶୁଭ

ସାଧାରଣତଃ ବିବାହ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଜାତକ ମିଳା ଯାଇଥାଏ। କିଛି ରାଶି ଅଛି, ଜଣେ ଜଣଙ୍କ ପ୍ରତି ବେଶ୍‌ ଆକର୍ଷିତ...

ବାଘକୁ ଏମିତି ଗୋଡ଼ାଇଲା ଭାଲୁ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୁଏ ତାହା କାହାକୁ ଜଣା ନ ଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ...

ସରକାରୀ ବୈଠକରେ ଜଙ୍କ୍‌ଫୁଡ୍‌ ମନା : ମୁଢ଼ି,ଫଳ ଖାଇବେ ଅଧିକାରୀ ଓ ମନ୍ତ୍ରୀ

ସରକାରୀ ବୈଠକରେ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ଜଙ୍କ୍‌ଫୁଡ୍‌ ଖାଇବେ ନାହିଁ ବୋଲି ବିହାର ସରକାର ତଥା ନୀତିଶ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।...

ନା ଧନ, ନା ସମ୍ପତ୍ତି… ଏହି ଗୋଟିଏ କାରଣ ପାଇଁ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ଯୁବତୀ

କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୨୫ ବର୍ଷୀୟ ଡାନିଏଲ ରିଫ୍‌ ଏବଂ ୭୧ ବର୍ଷୀୟ ରିକି ମାଷ୍ଟର ହାଓ୍ବାର୍ଡ ରିଫ୍‌ଙ୍କ...

କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ...

Advertisement
Archives

Model This Week