![](https://www.dharitri.com/wp-content/uploads/2019/10/n-1-1.jpg)
ହାଇଦ୍ରାବାଦ୍,୨।୧୦: ଇସ୍ରୋ ବୈଜ୍ଞାନିକ ଏସ୍.ଆର୍. ସୁରେଶ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଆମେରପେଟ୍ ସ୍ଥିତ ନିଜ ବାସ ଭବନରୁ ସୁରେଶଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରାଯାଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ସୁରେଶ ଇସ୍ରୋର ନ୍ୟାସନାଲ ରିମୋଟ ସେନସିଙ୍ଗ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ।