ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ ରୂପାୟନ କରି ସୁଇଜରଲାଣ୍ଡ୍‌ର ଆଲପ୍ସ୍‌ ପର୍ବତରେ ଲାଇଟ୍‌ ଇଫେକ୍ଟ ଦ୍ୱାରା ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା କରାଯାଇଛି। ଅନ୍ଧାର ରାତିରେ ତ୍ରିରଙ୍ଗାର ଆଲୋକରେ ଆଲପ୍ସ୍‌ ଆଲୋକିତ ହେଉଛି। ଆର୍ଟିଷ୍ଟ ଗୈରି ହୋଫ୍‌ଷ୍ଟେଟର ପାହାଡ଼ର ୮୦୦ ମିଟର ଉଚ୍ଚରେ ଏଭଳି କଳାକୃତି କରିଛନ୍ତି। ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରିଛନ୍ତି ଯେ, କରୋନା ଲଢ଼େଇରେ ଭାରତୀୟ ଏକଜୁଟ ହୋଇଥିବା ଏହା ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ବଢ଼ୁଛି ଧୂମପାନ ଅଭ୍ୟାସ

କରୋନା ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଧୂମପାନ ଅଭ୍ୟାସ ବେଶି ବଢ଼ିପାରେ ବୋଲି ବ୍ରିଟିସ୍‌ ଗବେଷକମାନେ ତାଙ୍କ ଗବେଷଣାରେ ଦାବି...

ପୁଣିଥରେ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୧୬ ।୩: ଉତ୍ତର କୋରିଆ ଗୁରୁବାର ସକାଳେ ପୁଣିଥରେ ଅନ୍ତରମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା ଏହି ସୂଚନା ଦେଇଛି...

ଆମେରିକାର ଯେତେ ଶତ୍ରୁ, ସେଥିରୁ କମ୍ୟୁନିଷ୍ଟ ଚାଇନା ସବୁଠାରୁ ମଜଭୁତ: ହେଲି

ୱାଶିଂଟନ,୪ ।୩: ଆମେରିକାର ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀର ଦାବିବାର ନିକ୍କି ହେଲି ଚାଇନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମେରିକାର ଏବେ...

ଭୁବନେଶ୍ୱରରୁ ଆଉ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୨ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି...

କରୋନା ଆତଙ୍କ: ମଟନ, ଚିକେନ ମାର୍କେଟ ବନ୍ଦ

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ସମସ୍ତ ମଟନ ଓ ଚିକେନ ଦୋକାନରେ ମଙ୍ଗଳବାର ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କରୋନା ଭୟାବହତା ନେଇ ଜିଲାପାଳଙ୍କ...

ଗର୍ଲଫ୍ରେଣ୍ଡ୍‌ ହେବାକୁ ମନା କରିବାରୁ ରାଗିଗଲେ ଏହି ବ୍ୟକ୍ତି, ଦାୟର କଲେ ୨୪ କୋଟି ଟଙ୍କାର ମୋକଦ୍ଦମା

ସିଙ୍ଗାପୁରର ଜଣେ ବ୍ୟକ୍ତି ପ୍ରେମରେ ପଡିଥିବା ଝିଅ ବିରୋଧରେ ମୋକଦ୍ଦମା ଦାୟର କରିଛନ୍ତି। ଏହି ମୋକଦ୍ଦମା ପଛର କାରଣ ମଧ୍ୟ ଅଜବ। କେ କାୱସିଗାନ ନାମକ...

ମାଲିକଠାରୁ ଅଧିକ ଚାଲାକ ମଇଁଷି, ଦେଖନ୍ତୁୁ କ’ଣ କଲା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି...

ଆଇନ୍‌ ଛାତ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଖାଦ୍ୟ: ମେସେଜ୍‌ ଆସିଲା ‘ଦୁଃଖିତ ପ୍ରିୟେ, ତୁମ ଖାଇବା ଖାଇନେଲି’; ଆଉ ତା’ ପରେ..

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଖାଇବା ଅର୍ଡର କରିବା ଏବେ ଅଭ୍ୟାସରେ ପରିଣତ ହେଲାଣି। ଘରେ ବସି ମନପସନ୍ଦର ଖାଇବା ମିଳୁଥିବାରୁ ଯେକେହି ଉପଲବ୍ଧ ଥିବା ଆପ୍‌ରୁ ଖାଇବା...

Advertisement
Archives

Model This Week