Posted inଜାତୀୟ

ଆରମ୍ଭ ହେଲା ଭାଜପାର ମେଗା ସଦସ୍ୟତା ଅଭିଯାନ: ଟାର୍ଗେଟରେ ୨୦ କୋଟି ସଦସ୍ୟ

ନୂଆଦିଲ୍ଲୀ,୬।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାରଠାରୁ ତା’ର ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏହାର ମୂଳ ଲକ୍ଷ୍ୟ ହେଲା ଭାଜପାର ୧୧କୋଟି ସଦସ୍ୟଙ୍କୁ ବଢାଇ ୨୦ କୋଟି କରିବା। ଭାଜପାର ମାତୃସଂସ୍ଥା ଜନସଂଘର ସଂସ୍ଥାପକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଭାଜପା ଏହି ଅଭିଯାନ ଆରମ୍ଭ କରିଛି। ଭାଜପାର ବରିଷ୍ଠ ନେତାମାନେ ଏଡି ଅଭିଯାନରେ ଯୋଗ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନ ମଣ୍ଡଳି କାଶୀରୁ ଏହାର ଶୁଭାରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’

ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ...

ରାମମନ୍ଦିର ନିର୍ମାଣ ବଜେଟ ୧୮ ଶହ କୋଟି ଟଙ୍କା ଟପିଲା…

ଅଯୋଧ୍ୟା, ୧୨।୯ : ରବିବାର ରାମ ଜନମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାମ ମନ୍ଦିର ନିର୍ମାଣରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ...

ସରକାର ଗଢ଼ିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୧୫ ଦିନ ବିତିଥିଲେ ମଧ୍ୟ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ...

୨୩ତମ ବିବାହ ବାର୍ଷିକୀରେ ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିବାହ ବାର୍ଷିକୀକୁ ୨୩ ବର୍ଷ ପୂରଣ ହୋଇଛି। ଏହାକୁ ନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ କିଛି ଫଟୋ...

ଜନ୍ମାଷ୍ଟମୀ ପାଇଁ ହରିୟାଣାରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧।୮: ହରିୟାଣାରେ ଜନ୍ମାଷ୍ଟମୀ ଉପଲକ୍ଷେ ଅଗଷ୍ଟ ୨୩କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାର ଏହି ନିଷ୍ପତ୍ତି ନେଇଥିବା...

ଚିତ୍ରାଙ୍କୁ ସିବିଆଇ ଜେରା

ମୁମ୍ବାଇ,୧୯।୨: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ଚିତ୍ରା ରାମକ୍ରିଷ୍ଣାଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଜେରା କରିଛନ୍ତି।...

ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ

ଲକ୍ଷ୍ନୌ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଉତ୍ତରପ୍ରଦେଶ ସରକାରର ୨ ଜଣ ମନ୍ତ୍ରୀ ଯାଇଥିବାବେଳେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଓ କଂଗ୍ରେସ କର୍ମୀମାନେ...

ମୌସୁମୀ ଅଧିବେଶନ ଆରମ୍ଭ: ମାସ୍କ, ଫେସ୍‌ ସିଲ୍ଡ ପିନ୍ଧି ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ବସୁଥିବା ଏହି ଅଧିବେଶନକୁ ଏମ୍‌ପିମାନେ ମାସ୍କ ଏବଂ ଫେସ୍‌ ସିଲ୍ଡ ଲଗାଇ...

Advertisement
Archives

Model This Week