Advertisement
Posted inଜାତୀୟ

ଆମ୍‌ ଆଦମୀ ପାର୍ଟିରେ ଯୋଗଦେଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ବରିଷ୍ଠ ନେତା ଶନିବାର ପଦ୍ମଛାଡି ଝାଡୁ ଧରିଛନ୍ତି। ଅର୍ଥାତ୍‌ ଭାଜପା ନେତା ହରଶରଣ ସିଂ ବାଲି ଏବେ ଭାଜପା ଛାଡି ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ଶନିବାର ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଏଏପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାଜପାର ଏହି ବରିଷ୍ଠ ନେତା ଦଳଛାଡି ଏଏପିରେ ଯୋଗ ଦେବା ଏବେ ରାଜନୈତୀକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୧ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ...

ବିଶ୍ୱ ନେତାଙ୍କୁ ଏସବୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ବିଶ୍ୱର ବରିଷ୍ଠ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କଳା ଓ ସଂସ୍କୃତି ସହ ଜଡିତ ଉପହାର ଦେଇଛନ୍ତି।...

ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ...

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର...

ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ,୪।୭: ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି। ଚାରିମାସ ମଧ୍ୟରେ ଉତ୍ତରଖଣ୍ଡର ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ସେ...

ଷ୍ଟାଲିନଙ୍କ ପୁଅ ଅଟକ

ନାଗପଟ୍ଟିନମ୍‌,୨୧ା୧୧(ପି.ଟି.): ତାମିଲନାଡୁରେ ଏଆଇଏଡିଏମ୍‌କେର କୁଶାସନ ବିରୋଧରେ ସଭା କରୁଥିବାବେଳେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଅଟକ ରଖିବା ପରେ ଛାଡ଼ିଦେଇଛି।...

କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହେବେ ପାଓ୍ବାର

ପୁଣେ,୨୩।୧୦: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର। ଏନେଇ ସେ ରବିବାର ସୂଚନା ଦେଇଛନ୍ତି। ସମାଜରେ ଏକତା ଆଣିବା...

ଅନ୍‌ଲାଇନ ଗେମ ହେଲା କାଳ; ସାନ ଭାଇଙ୍କୁ ହତ୍ୟା କଲେ ବଡ ଭାଇ

ଜୟପୁର,୧୪।୧୨: ଅନ୍‌ଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ହତ୍ୟା କରିଛି। ରାଜସ୍ଥାନର ନାଗୁର ଜିଲା ଲାଡନୁରେ...

Advertisement
Archives

Model This Week