ଆମେରିକାରେ ୩ ଫୁଟ୍‌ ତୁଷାରପାତ

ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍‌ ଉଚ୍ଚରେ ତୁଷାର ଜମିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ଶୀତଋତୁ ଆରମ୍ଭରୁ ଏଭଳି ତୁଷାରପାତ ହେବା ପ୍ରଥମ ଘଟଣା। କାଲିଫର୍ନିଆ, ଓରେଗନ୍‌, ଓ୍ବାଶିଂଟନ, ମୋଣ୍ଟାନା, ଇଡାହୋ, ନେଭାଡା, ଉଟାହ ଆଦି ଅଞ୍ଚଳରେ ତୁଷାରପାତ ଯୋଗୁ ତାପମାତ୍ରା ସ୍ବାଭାବିକଠାରୁ ୩୦ ଡିଗ୍ରୀ ତଳେ ରହିଛି। ସେପ୍ଟେମ୍ବରରେ ଏଭଳି ଅଭୂତପୂର୍ବ ତୁଷାର ଝଡ଼ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ମୋଣ୍ଟାନା ଗଭର୍ନର ଷ୍ଟିଭ୍‌ ବୁଲକ କହିଛନ୍ତି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିବା ଯୋଗୁ ରାସ୍ତା ଅବରୋଧ ହେବା ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବ୍ରାଉନିଂ ଟାଉନର ଗ୍ଲାସିୟର ପାର୍କ ନିକଟରେ ୪୦ ଲଞ୍ଚ ଉଚ୍ଚର ବରଫ ପଡିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫି ୭ ହଜାର, କଦଳୀ ୩ ହଜାର

ପୋଙ୍ଗ୍‌ୟାଙ୍ଗ୍‌, ୨୦ା୬: ଉତ୍ତର କୋରିଆରେ ଦେଖାଦେଇଛି ଉତ୍କଟ ଖାଦ୍ୟ ସଙ୍କଟ । କରୋନାଜନିତ କଟକଣା ଯୋଗୁ ସୀମା ବନ୍ଦ କରିଥିବା ଏହି ଦେଶରେ ବାହାରୁ ଖାଦ୍ୟ...

ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ…

ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି...

ଜୀବନ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା, ପ୍ଲାଟଫର୍ମରେ ପାଦ ଥୋଇବାକୁ ସ୍ଥାନ ନାହିଁ…

କ୍ୱିଭ୍‌,୭।୩ : ୟୁକ୍ରେନର ଖାର୍କିଭ ସହର ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏଠାରେ ରୁଷିଆ କ୍ରମାଗତ ଭାବରେ ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ କରୁଛି।...

ଆଦାନୀ ଗ୍ରୁପ୍‌ ସହ ଜଡିତ କମ୍ପାନୀରୁ ଇସ୍ତଫା ଦେଲେ ବୋରିସ ଜନସନଙ୍କ ଭାଇ

ଲଣ୍ଡନ,୩।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସାନଭାଇ ଲର୍ଡ ଜୋ ଜନସନ ଆଦାନୀ ଏଣ୍ଟରପ୍ରାଇଜେସ ସହ ଜଡିତ ଏକ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା...

ରୁଷିଆ ସେନାଙ୍କ ତାଣ୍ଡବ: କ୍ୱିଭରୁ ମିଳିଲା ୪୧୦ ମୃତଦେହ, ଜେଲେନସ୍କି କହିଲେ ନରସଂହାର

କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ...

କିଏ ସେହି ପୁଟିନ୍‌ଙ୍କ ପ୍ରେମିକା, ଯାହାଙ୍କୁ ନେଇ ଜୋର୍‌ଦାର ଚର୍ଚ୍ଚା

କ୍ୱିଭ୍‌,୨ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଯୁଦ୍ଧକୁ ନେଇ ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ।...

ଭାରତରେ ଆମେରିକା ନୌସେନା ଜାହାଜ

ନୂଆଦିଲ୍ଲୀ,୭।୮: ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସାମରିକ ସହଯୋଗ ବୃଦ୍ଧିର ସ୍ବରୂପ ଆମେରିକା ନୌସେନାର ଏକ ଜାହାଜ ମରାମତି ଓ ଆନୁଷଙ୍ଗିକ ସେବା ନିମନ୍ତେ ପ୍ରଥମ...

୧୨ ବର୍ଷର ବାଳକ ସ୍କୁଲ୍‌ ଟଏଲେଟ୍‌ରେ କରୁଥିଲେ ପାର୍ଟି, ଆଉ ତା ପରେ

ଇଂଲଣ୍ଡର ଜଣେ ୧୨ ବର୍ଷର ବାଳକ ସମସ୍ତ ସାମଗ୍ରୀ ସହିତ ବିଦ୍ୟାଳୟର ବାର୍ଥରୁମରେ ଏକ ପାର୍ଟିର ଆୟୋଜନ କରିଥିଲା। ଡିସ୍କୋ ଲାଇଟ, ସ୍ପିକର ଏବଂ ଡିଜେ...

Advertisement
Archives

Model This Week