ଆବାସ ଯୋଜନା ବାଟ୍‌ବନା: ଦଦ୍‌ରା କୁରିଆରେ ୪ ପରାନୀ କୁଟୁମ୍‌

ଲାଠୋର, ୨୪।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଖର୍ଲି ଗଁାର ଟୁନକୁ ଭଇଁଷାଲ। କୁଟୁମ ବସିଆ ସେ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ ଖପର ଘରେ ରହୁଛନ୍‌। ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାର ଲାଗି ସେ ବାରବାର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଖର୍ଲି ଗଁାର ଟୁନକୁ ଭଇଁଷାଲକଁର ପରିବାର କହେଲେ ମାଏକିନା ହଂସା, ଝି’ ସବିତା ଆର ପୁଓ ସମିରକେ ନେଇ ତାକର ସଁସାର। ପୁରଖାପାତିନୁ ଜମିବାଡ଼ି ଟିକେ ଅଛେ, ହେଲେ ଅଭାବ ଅନାଟନରୁ ସେଟା ବି ଠିକ୍‌ରେ ଚାଷବାସ କରି ନାଇଁପାରବାର। ଜମିରୁ ଚାଏର ମାସର ଖାଏବାରଟା ବାହାରୁଛେ। ବାକି ସମିଆ କୁଲିମଜୁରି କରି ସେ କୁଟୁମ୍‌ ପୁଷୁଛନ୍‌। ଝି’ ସବିତା ମାଟ୍ରିକ ପାସ୍‌ କରିଥିଲେ ବି ଅଭାବ ଅନାଟନରୁ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ିଛେ। ସେନ୍‌ତା ପୁଓ ସମିର ଏହେଦେ ନବମ ଶ୍ରେଣୀରେ ପଢ଼ୁଛନ୍‌। ଇଆଡ଼େ ପରିବାରରେ ୪ ପରାନୀ ଥିଲାବେଲେ ସରକାରୀ ସାହାଯ୍‌ ହିସାବେ ମାସିକ ୧୫ କେ.ଜି. ନ ଚାଉଲ ମିଲୁଛେ। ଘରଟା ଭଂଗା ଦଦ୍‌ରା ଅବସ୍‌ତାରେ ଥିଲେ ବି ଅଭାବ ଅନାଟନ ଲାଗି ଟୁନକୁ ମରାମତି କରି ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଅନେକ ଥର ଦରକାରୀ କାଗଜପତର ଦେଇ ପଁଚେତ୍‌ରେ ଆବେଦନ କରିଛନ୍‌। ହେଲେ ପଁଚେତ୍‌ କତୁରପକ୍ଷ ଆଏଜ୍‌ ହେବା କାଏଲ୍‌ ହେବା କହି ସମିଆ ଗଡ଼ଉଥିବାର ଟୁନକୁ ଅଭିଯୋଗ କରିଛନ୍‌। ବଛରର ବାକି ସମିଆ ଦୁଖେ କଷ୍‌ଟେ ଚଲିଯାଉଥିଲାବେଲେ ବରଷା ଚାଏର ମାସକ ପରିବାରର ଦୁଖ୍‌ ଗାଉନି ଯାଉଛେ ବଲି କହିଛନ୍‌। ବରଷା ପାଏନ୍‌ରେ ଘରଟା ଦର୍‌ହ ଛୁଟିଯାଉଛେ। ଘରେ ଚୁଲି ଜାଲବାର ଲାଗି ଜାଗାଠାନ୍‌ ନାଇଁ ରହିବାର ବଲି ଟୁନକୁ କହିଛନ୍‌। ବ୍ଲକ ପରଶାସନ ଘଟନାର ତଦଁତ୍‌ କରି ଇ ଗରିବ୍‌ ପରିବାରକେ ଆବାସ ଯୋଜନାରେ ଘର ଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri