Posted inଜାତୀୟ

ଆଧାର ତ୍ରୁଟି ପାଇଁ ବିବାହ ବନ୍ଦ

ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ ଗୁନ୍ତୁରରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଝିଅ ବିବାହ ପାଇଁ ସମସ୍ତ ପ୍ରସ୍ତୃତି କରିସାରିଥିଲେ। ହେଲେ ପିଲା ଘର ଝିଅର ବାପାଙ୍କ ଆଧାର କାର୍ଡ ଦେଖିଥିଲେ। ଆଧାରକାର୍ଡରେ ଦିଆଯାଇଥିବା ସରନେମ୍‌ରେ ‘ରେଡ୍ଡି’ ନ ଥିଲା। ଏହାକୁ ନେଇ ପୁଅ ଘର ଓ ଝିଅ ଘର ଭିତରେ ବହୁ ଝଗଡ଼ା ହୋଇଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୃତି ହୋଇସାରିଥିବା ବେଳେ ଦୁଇ ପରିବାରଙ୍କ ଭିତରେ କଳହ ଯୋଗୁ ଶେଷ ମୂହୁର୍ତ୍ତରେ ବିବାହଘର ଭାଙ୍ଗିଯାଇଥିଲା। ଏନେଇ ଯୁବତୀ ଜଣଙ୍କ ପୁଅଘର ନାଁରେ ଅଭିଯୋଗ କରିବା ସହ ମାମଲା ରୁଜୁ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ମାମଲାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୁଳି କଲେ ବି ଘୁଞ୍ଚିବୁ ନାହିଁ’

ନୂଆଦିଲ୍ଲୀ,୨୦ା୨: ତୁମେ ଗୁଳି ଚଳାଇଲେ ବି ଆମେ ପଛକୁ ଘୁଞ୍ଚିବୁ ନାହିଁ। ଗୋଟିଏ ଇଞ୍ଚ ତ ଦୂରର କଥା, କେଶାଗ୍ରେ ସ୍ଥାନ ଛାଡ଼ିବୁ ନାହିଁ। ସିଏଏକୁ...

ନଭନୀତ କାର୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ମହଜୁଦ୍‌ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ...

ଆଜି ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ

ନୂଆଦିଲ୍ଲୀ,୩୦ା୪: ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉଦ୍‌ଘାଟନ କରିବେ। ଏଥିରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)...

ୟୁପି ନିର୍ବାଚନ: ସପା, ଭାଜପା କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୮ ।୭: ଉତ୍ତର ପ୍ରଦେଶରେ ଗୁରୁବାର ୮୨୫ ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିଲା । ଜିଲା ପଞ୍ଚାୟତ ନିର୍ବାଚନରେ ହୋଇଥିବା...

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ୬ ଗୁରୁତର

ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲାର ସୁମୋ ଟ୍ୟାକ୍ସି ଷ୍ଟାଣ୍ଡ୍‌ ସୁମ୍ବଲ ଠାରେ ମଙ୍ଗଳବାର ବିସ୍ଫୋରଣ ହୋଇଛି। ଏଥିରେ ପାଖାପାଖି ୬ ଜଣ ଗୁରୁତର ଆହତ ହୋଇଥିବା...

ଯୌନ ନିର୍ଯାତନା ମାମଲା, ହାଇକୋର୍ଟଙ୍କ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ଫଇସଲା ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧୧: ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଫଇସଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତିି। ଶୀର୍ଷ କୋର୍ଟ ଏହି ପ୍ରସଙ୍ଗରେ...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି...

ଆଣ୍ଡାମାନ ଡିଜିପି କରୋନାରେ ଆକ୍ରାନ୍ତ

ପୋର୍ଟବ୍ଲେୟାର,୧୫।୬: ଆଣ୍ଡାମାନ ଓ ନିକୋବର ଦ୍ୱୀପର ମହାନିର୍ଦ୍ଦେଶକ(ଡିଜିପି) ଦେପେନ୍ଦ୍ର ପାଠକ ସୋମବାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ୨ଜଣ ଅଧିକାରୀ ମଧ୍ୟ...

Advertisement
Archives

Model This Week