Posted inଜାତୀୟ

ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟିଂ:ହାର୍ଡ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୨୧।୬:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ଗାୟକ ତାରଣ କୌର ଧିଲୋନ ଓରଫ ହାର୍ଡ କୌରଙ୍କୁ ମହଙ୍ଗା ପଡିଛି। ଆର୍‌ଏସ୍‌ଏସ୍‌ର ଶଶାଙ୍କ ଶେଖରଙ୍କ ଅଭିଯୋଗ ଉପରେ ପୋଲିସ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ‘ରେପ୍‌ମ୍ୟାନ ଯୋଗୀ’ ଲେଖି ସେ ଜୁନ୍‌ ୧୮ରେ ଆଦିତ୍ୟନାଥଙ୍କ ଏକ ଫଟୋ ପୋଷ୍ଟ କରିଥିଲେ। ସେହିପରି କୌର ଭାଗବତଙ୍କ ଏକ ଫଟୋ ସେୟାର କରି ଭାରତରେ ସମସ୍ତ ଆତଙ୍କବାଦୀ ଆକ୍ରମଣ ପାଇଁ ତାଙ୍କୁ ଦାୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୨।୭: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଶୁକ୍ରବାର ସକାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ଯବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।...

ଘନେଇଲା କରୋନା ସଙ୍କଟ : ୩୭ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

କରୋନାରେ ଜଣେ ସିଆରପିଏଫ୍‌ ଯବାନ ମୃତ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରବିବାର କରୋନା ଭାଇରସ୍‌ ସଂକ୍ରମଣରେ ଜଣେ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀରରେ କରୋନାଜନିତ ଜଣେ ସୁରକ୍ଷାକର୍ମୀଙ୍କ ଏହା ପ୍ରଥମ ମୃତ୍ୟୁ...

ପ୍ରକାଶ ପାଇଲା ଜେଇଇ ମେନ୍‌ ଫଳାଫଳ : ପରଫେକ୍ଟ ୧୦୦ ରଖିଛନ୍ତି ୬ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, ୮।୩ : ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ ପରୀକ୍ଷାର ଫଳାଫଳ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସ (ଏନ୍‌ଟିଏ) କର୍ମକର୍ତ୍ତାଙ୍କ ଅନୁଯାୟୀ,...

ଜର୍ଜିଆରେ ସର୍ଜରି କରିଥିଲେ ଅମ୍ରିତ୍‌ପାଲ

ନୂଆଦିଲ୍ଲୀ, ୮ା୪: ପଳାତକ ଖଲିସ୍ତାନୀ ଅମ୍ରିତ୍‌ପାଲ୍‌ ସିଂ ୨୦୨୨ରେ ଭାରତ ଫେରିବା ପୂର୍ବରୁ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ଭଳି ଦେଖାଯିବା ଲାଗି ଜର୍ଜିଆରେ କସ୍ମେଟିକ୍‌ ସର୍ଜରି...

ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪।୫: ଦେଶରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୨,୫୩୩ରେ। ଏମାନଙ୍କ ମଧ୍ୟରୁ ୧,୩୭୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ ଘଣ୍ଟା...

୧୬୮ ଯାତ୍ରୀଙ୍କୁ ନେଇ ହିଣ୍ଡନ ଏୟାରବେସରେ ପହଞ୍ଚିଲା ସି-୧୭ ଗ୍ଲୋବମାଷ୍ଟର, ଅଛନ୍ତି ଭାରତୀୟଙ୍କ ସହ ଆଫଗାନୀ ଯାତ୍ରୀ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଜାରି ରହିଛି ।...

Advertisement
Archives

Model This Week