Posted inଜାତୀୟ

ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତଦେହକୁ କାନ୍ଧରେ ୨ କିମି ବୋହିଲେ ପୋଲିସ୍‌

ଭୋପାଳ,୨୬।୬: ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କର୍ମଚାରୀ ୨ କିମି କାନ୍ଧରେ ବୋହି ନେଇଛନ୍ତି। ରାସ୍ତାରେ କାଦୁଅ ଥିବାରୁ ପୋଲିସ ଏପରି କରି ନିଜର ମାନବିକତାର ପରିଚୟ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଠାକାର ବୈରସିଆ ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ପାଇ ପୋଲିସ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ବର୍ଷା ହୋଇଥିବାରୁ ରାସ୍ତା କାଦୁଅ ହୋଇଥିବାରୁ ପୋଲିସ କର୍ମଚାରୀ ଏପରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି।...

ବ୍ରିଫ୍‌କେସ୍‌ ବଦଳରେ ବହିଖାତା

ନୂଆଦିଲ୍ଲୀ,୬ା୭(ପି.ଟି.): ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପରମ୍ପରା ଭଙ୍ଗକରି ବ୍ରିଫ୍‌କେସ୍‌ ବଦଳରେ ଗୃହକୁ ଏକ ଲାଲ୍‌ ରଙ୍ଗର ସିଲ୍କ ବ୍ୟାଗ୍‌ରେ ବଜେଟ ଦସ୍ତାବିଜ୍‌...

ଲାଲ୍‌ ଆତଙ୍କ: ୧୦ ବର୍ଷରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଯବାନ ହେଲେଣି ଶହୀଦ୍‌

ନୂଆଦିଲ୍ଲୀ,୨।୫: ଦେଶର ୧୧ଟି ରାଜ୍ୟର ୯୦ ଜିଲାରେ ଲାଲ୍‌ ଆତଙ୍କ ଜାରି ରହିଛି। ୨୦୦୯ଠାରୁ ଗତ ୧୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ/ଶ୍ରୀନଗର,୨୭ା୪: କରୋନା ମହାମାରୀକୁ ଅଣଦେଖା କରି ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପଠାଇ କ୍ଷତି କରିବା ଲାଗି ପ୍ରୟାସ କରୁଛି। ପ୍ରାୟ ୩୦୦ ଆତଙ୍କବାଦୀ ‘ପିଓକେ’ର...

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ...

ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ

ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ...

ସେନାକୁ ଅସ୍ତ୍ର ବ୍ୟବହାର ସ୍ବାଧୀନତା

ନୂଆଦିଲ୍ଲୀ,୨୨ା୬(ପି.ଟି./ଆଇଏଏନ୍‌ଏସ୍‌) : ସମୟ ସହ ତାଳ ଦେଇ ପରିବର୍ତ୍ତିତ ପରିସ୍ଥିତିରେ ଆଭିମୁଖ୍ୟ ବଦଳାଇଛି ଭାରତ। ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଭାରତୀୟ...

ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପୁଛି କରୋନା: ମମତା

କୋଲକାତା,୮ ।୧୦: ପଶ୍ଚିମବଙ୍ଗରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା କରୋନା ମହାମାରୀକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିନକୁ ଦିନ ନୂଆ ଦାବି ଉଠାଉଛନ୍ତି...

Coronavirus Update

Archives

Model This Week

Why Dharitri