ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ। ସେହିଭଳି ଏହି ଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମକର ଲାଗି ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-କାନାଡା ନିବେଶ ସୁଯୋଗ ନେଇ ଆଲୋଚନା

ନୂଆଦିଲ୍ଲୀ,୧୭।୫ – କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଭାରତ ଏବଂ କାନାଡା ମଧ୍ୟରେ ନିବେଶ ସୁଯୋଗ ନେଇ ଏକ ଓ୍ବେବିନାର...

ବନ୍ଦ ହେବନି ଗରିବ ରଥ

ନୂଆଦିଲ୍ଲୀ,୨୦-୭: ଗରିବ ରଥ ପୂର୍ବ ପରି ଚାଲିବ। ଏଥିରେ ଭଡ଼ା ବୃଦ୍ଧି କରାଯିବ ନାହିଁ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ...

୧୭.୫ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ ବନ୍ଦ

ଭୁବନେଶ୍ୱର,୩ା୧: ସାରା ବିଶ୍ୱରେ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ‘ହ୍ବାଟ୍ସଆପ୍‌’ ବିଭିନ୍ନ କାରଣ ପାଇଁ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ପ୍ଲାଟଫର୍ମର ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ...

ବଜେଟ ପୂର୍ବରୁ ଉଦ୍ୟୋଗ ଜଗତକୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୯-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ପ୍ରମୁଖ ଉଦ୍ୟୋଗ ସଂଗଠନଗୁଡ଼ିକର ପ୍ରତିନିଧିଙ୍କୁ ଭେଟିବେ। ଆସନ୍ତା ୧୧ରେ ହେବାକୁ...

୪.୫% ଖସିଯିବ ଜିଡିପି

ନୂଆଦିଲ୍ଲୀ,୭।୭ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାକୁ ବୃହତ୍‌ ପରିମାଣର କ୍ଷତି ହୋଇଥିବା ସରକାର ମାନିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥତ୍କ...

ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ

ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି।...

ପୁଣି ଚାଲିବ ଜେଟ୍‌ ଏୟାରଓ୍ବେଜ୍‌

ନୂଆଦିଲ୍ଲୀ,୯।୫: ଦୀର୍ଘ ଦିନ ହେବ ଉଡ଼ାଣ ବନ୍ଦ କରିଥିବା ଅନ୍ତର୍ଜାତୀୟ ଏୟାରଲାଇନ୍‌ ସଂସ୍ଥା ‘ଜେଟ୍‌ ଏୟାର୍‌ଓ୍ବେଜ୍‌’ ପୁଣି ଥରେ ଉଡ଼ାଣ ଭରିବ। କମ୍ପାନୀ ପକ୍ଷରୁ ଏହାର...

୨୦୩୯ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୧।୧୦: ୨୦୩୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ବ୍ଲୁମବର୍ଗ ପକ୍ଷରୁ ବୁଧବାର ପ୍ରକାଶିତ ନିୟୁ ଇକୋନୋମି ଡ୍ରାଇଭର୍‌ସ ଆଣ୍ଡ ଡିସରପ୍ଟର୍ସ ଇଣ୍ଡେକ୍ସ...

Advertisement
Archives

Model This Week