ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ କରାଯାଇଛି ସୋମବାର ଏଠାରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥତ୍ବା ଅାଇସିସି ବିଶ୍ୱକପ୍ର ୬ ନମ୍ବର ମ୍ୟାଚ୍ରେ ଅାର୍ଚର ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିବା ଏବଂ ରଏ ଖରାପ ଭାଷା କହିଥତ୍ବାରୁ ଉଭୟଙ୍କୁ ଜରିମାନା କରାଯାଇଛି ସେମାନଙ୍କ ମ୍ୟାଚ୍ ଫିର ୧୫ ପ୍ରତିଶତ ଅର୍ଥ କାଟି ଦିଅାଯାଇଛି ପାକିସ୍ତାନ ଇନିଂସର ୧୪ତମ ଓଭରରେ ଏକ ମିସ୍ ଫିଲ୍ଡିଂକୁ ନେଇ ରଏ ଖରାପ ଭାଷା ବ୍ୟବହାର କରିଥତ୍ଲେ, ଯାହାକୁ ଅମ୍ପାୟର ସ୍ପଷ୍ଟଭାବେ ଶୁଣିପାରିଥତ୍ଲେ ସେହିଭଳି ୨୭ତମ ଓଭରରେ ଅମ୍ପାୟରଙ୍କ ଏକ ନିଷ୍ପତ୍ତିରେ ଜୋଫ୍ରା ନିରାଶ ବ୍ୟକ୍ତ କରି ଅସନ୍ତୋଷ ଜାହିର କରିଥତ୍ଲେ ଅପରପକ୍ଷରେ ସ୍ଲୋ ଓଭର ପାଇଁ ପାକିସ୍ତାନ ଅଧତ୍ନାୟକ ସର୍ଫରାଜ ଅହମ୍ମଦଙ୍କ ୨୦ ପ୍ରତିଶତ ଓ ଅନ୍ୟ ସାଥୀ ଖେଳାଳିଙ୍କ ୧୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଅାଯାଇଛି ନିର୍ଦ୍ଧାରିତ ସମୟସୀମାଠାରୁ ପାକିସ୍ତାନ ଗୋଟିଏ ଓଭର କମ୍ ବୋଲିଂ କରିଥତ୍ଲା ଏହି ମ୍ୟାଚ୍ରେ ପାକିସ୍ତାନ ୧୪ ରନରେ ରୋମାଞ୍ଚକ ବିଜୟ ଲାଭ କରିଥତ୍ଲା ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ ଉଇକେଟ୍ ହରାଇ ୩୪୮ ରନ କରିଥତ୍ବାବେଳେ ଇଂଲଣ୍ଡ ୯ ଉଇକେଟ୍ରେ ୩୩୪ ରନ କରିବାକୁ ସକ୍ଷମ ହୋଇଥତ୍ଲା


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଦଳରେ ୯ ନୂଆ ଚେହେରା

ଲଣ୍ଡନ,୬।୭: ପାକିସ୍ତାନ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)। ନିୟମିତ ଦଳର ୩ ଖେଳାଳି...

ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।...

ମୁମ୍ବାଇ ବିପକ୍ଷ ପରାଜୟକୁ ନେଇ ଦୁଃଖି ସିଏସ୍‌କେ ଅଧିନାୟକ: କହିଲେ ସବୁଠାରୁ ବଡ଼ ଭୁଲ ହେଲା…

ନୂଆଦିଲ୍ଲୀ,୨।୫: ଅରୁଣ ଜେଟଲୀ ଷ୍ଟାଡିୟମରେ ଶନିବାର ଖେଳାଯାଥିବା ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏକୁଟିଆ କିରୋନ ପୋଲାର୍ଡ ବିରୋଧୀ ଚେନ୍ନାଇ ସୁପରକିଙ୍ଗ୍ସ...

ଭାରତୀୟ କ୍ରିକେଟର ଅଭୁଲା ଦିନ

ନୂଆଦିଲ୍ଲୀ,୧୪।୯: ଆଜିକୁ ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ ୨୦୦୭, ସେପ୍ଟେମ୍ବର ୧୪ ତାରିଖରେ ଭାରତୀୟ ଦଳ ଟି୨୦ ଫର୍ମାଟରେ ପ୍ରଥମ ଥର ପାଇଁ ପାକିସ୍ତାନକୁ...

ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ପ୍ରବଳ ନାଚିଲେ ଆରସିବି ଖେଳାଳି: ଜାଣନ୍ତୁ କାହିଁକି

ଚେନ୍ନାଇ,୮।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ପ୍ରଥମ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ। ଆଇପିଏଲ୍‌ ୨୦୨୧ରେ...

ଏସିଆ କପ ପୂର୍ବରୁ ବାବର ଆଜମଙ୍କ ଚେତାବନୀ, କହିଲେ ପାକିସ୍ତାନୀ ଟିମ…

ଇସଲାମାବାଦ,୨୨।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ର ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଏକ...

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ...

ଭାଙ୍ଗିଦେଲେ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତି

ମାଲ୍‌ମୋ(ସ୍ବିଡେନ୍‌), ୬।୧(ଏପି)- ସ୍ବିଡେନ୍‌ ପାଇଁ ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଗୋଲ କରିଥିବା ଜଲାଟନ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ୫୦୦ କେଜି ଓଜନବିଶିଷ୍ଟ ବ୍ରୋଞ୍ଜ୍‌ରେ ନିର୍ମିତ ମୂର୍ତ୍ତି...

Advertisement
Archives

Model This Week