ଅର୍‌ମାନଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା, ଅର୍ଜୁନ

କରିନା- କରିସ୍ମାଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ରିସେପ୍‌ସନ ପାର୍ଟିରେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ମାତ୍ର ପାର୍ଟିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ମଲାଇକା ଏବଂ ଅର୍ଜୁନ। ସମସ୍ତ ଅତିଥିଙ୍କ ନଜର ଥିଲା ଏହି ଯୋଡ଼ିଙ୍କ ଉପରେ। ଫଟୋଗ୍ରାଫରମାନେ ମଧ୍ୟ ଫଟୋ ନେବାକୁ ଲାଇନ୍‌ ଲଗାଇଥିଲେ। କ୍ୟାମେରାମ୍ୟାନ୍‌ଙ୍କୁ ଦେଖି ଦୁଇଜଣ ଜବରଦସ୍ତ ପୋଜ୍‌ ଦେଇଥିଲେ। ମଲାଇକା ଏକ ଲାଲ୍‌ ରଙ୍ଗର ଷ୍ଟାଇଲିଶ୍‌ ଶାଢ଼ି ପିନ୍ଧି ଖୁବ୍‌ ଆକର୍ଷଣୀୟା ଲାଗୁଥିଲେ। ସେ ପିନ୍ଧିଥିବା ନେକ୍‌ଲେସ ତାଙ୍କୁ ବେଶ୍‌ ମାନୁଥିଲା। ଅର୍ଜୁନ ଏକ ସବୁଜ ରଙ୍ଗର ଶେର୍‌ଓ୍ବାନି ପିନ୍ଧିଥିଲେ। ପାର୍ଟିରେ ଦୁଇଜଣ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଈ ହେଲେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଆଈ ହୋଇଛନ୍ତି। ତାଙ୍କ ପାଳିତ କନ୍ୟା ଛାୟା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ରବିନା ଖୁସି...

ଛଅ ମାସ ପରେ…

କଥାରେ ଅଛି- ଅପେକ୍ଷାର ଫଳ ମିଠା। ସେଥିପାଇଁ ଧୈର୍ଯ୍ୟ ଦରକାର। ହେଲେ ଏବେ ଶୁଣିବାକୁ ମିଳୁଛି ପୁଣି ଛଅ ମାସ ପରେ ଯାହା ଚିନ୍ତା କରାଯିବ।...

ଏଥର ‘ବିଗ୍‌ ବସ୍‌-୧୩’ ଦେଖି ଡରିବେ ଦର୍ଶକ!

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଏହାର ଥିମ୍‌ ଏବଂ ପ୍ରତିଯୋଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶୋ’ ମେକର୍ସ ପ୍ରତିଥର ଦର୍ଶକଙ୍କୁ ପସନ୍ଦ...

କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କନିକା

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁର ଏବେ କରୋନା ଭାଇରସରେ ପୀଡ଼ିତ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଲଣ୍ଡନରୁ...

ଖୁସି ଖବର ଦେଲେ ନେହା କକ୍କର

ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ନିଜେ ନେହା ସୋସିଆଲ ମିଡିଆରେ ଏହି ଖୁସି...

କୋହଲିଙ୍କୁ ଗର୍ବି ଭାବୁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ଲଭଷ୍ଟୋରୀ ସବୁବେଳେ ବେଶ୍‌ ଚର୍ଚ୍ଚାରେ ରହି ଆସିଛି। ତାଙ୍କ ଯୋଡିକୁ ମଧ୍ୟ...

ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର...

ଏହି ଅଭିନେତ୍ରୀଙ୍କ ନାମ ସହ ଅଛି ସଲ୍‌ମାନଙ୍କ କନେକ୍‌ଶନ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ...

Advertisement
Archives

Model This Week