ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ଭାଇ ରାଜୀବ ସେନଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଏବେ ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା ସେନ। ତାଙ୍କ ସହିତ ଅଛନ୍ତି ପ୍ରେମିକ ରୋହମନ ଏବଂ ଦୁଇ ଝିଅ ଅଲିଶା ଏବଂ ରୈନୀ। ସୁସ୍ମିତା ଭ୍ରମଣ ସମୟରେ ଅନେକ ଫଟୋ ଏବଂ ଭିଡିଓ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଅର୍ମେନିଆର ଲୋକ ବହୁତ ହୃଦୟବାନ। ପ୍ରତି କ୍ଷଣ ଏକ ସୁନ୍ଦର ସ୍ବପ୍ନ ପରି ଲାଗୁଛି ବୋଲି ସୁସ୍ମିତା କହିଛନ୍ତି।

ଦୀର୍ଘ ଏକ ବର୍ଷ ଧରି ରୋହମନଙ୍କୁ ଡେଟ୍‌ କରୁଛନ୍ତି ସୁସ୍ମିତା। ରାଜୀବଙ୍କ ବିବାହ ପରେ ଏବେ ତାଙ୍କ ପାଳି। ତେଣୁ ସେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ପାଳିତା କନ୍ୟାମାନେ ମଧ୍ୟ ରୋହମନଙ୍କୁ ବହୁତ ପସନ୍ଦ କରନ୍ତି। ଅନେକ ପାରିବାରିକ ଉତ୍ସବରେ ସେମାନଙ୍କୁ ଏକାଠି ସମୟ ବିତାଉଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୱାର୍ଡ ଶୋ’ରେ ଷ୍ଟେଜ୍‌ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ...

ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍‌, କାରଣ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍‌ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି...

ଚଳିତ ସପ୍ତାହରେ ବିଗ୍‌ବସ୍‌ରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୩। ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଘର ମଧ୍ୟରେ ଗଢ଼ି ଭାଙ୍ଗୁଥିବା ସମ୍ପର୍କକୁ ପ୍ରଶଂସକ ବେଶ...

ଆଇପିଏସ୍ ଭୂମିକାରେ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବେ । ଯାହାର ଲୁକ୍ ଏବେ ସାମ୍ନାକୁ ଆସିଛି । ଏହାସହ...

ଏହି ଅଭିନେତ୍ରୀ ମାତ୍ର ୩ ବର୍ଷ ବୟସରେ ଫିଲ୍ମରେ କରିଥିଲେ ଡେବ୍ୟୁ

ବଲିଉଡଜଗତର କିଛି ତାରକା ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ବିଶେଷକରି ସେମାନେ ଶିଶୁକଳାକାର ଭାବେ ଫିଲ୍ମରେ ଡେବ୍ୟୁ କରିଥିଲେ।...

ସଚିନ୍‌-ଜୁହିଙ୍କ ପ୍ରେମ ବିବାହ ରହିଥିଲା ଅସଫଳ

ମୁମ୍ବାଇ,୧୭।୧୨: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୧ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌...

‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌କୁ ନେଇ ହଙ୍ଗାମା

ବଲିଉଡ୍‌ ଅଭିନେତ୍ରୀ ରିଚା ଚଢାଙ୍କ ଆଗାମୀ ଫିଲ୍ମ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ରିଚାଙ୍କ ଅଭିନୟଠାରୁ...

ଆଜ୍‌ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ…

ମୁମ୍ବାଇ: ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଭାବେ ପରିଚିତି ହାସଲ କରିଥିବା ପ୍ରଥମ ସୁପରଷ୍ଟାର୍‌ ଦିଲ୍ଲୀପ୍‌ କୁମାରଙ୍କ ପରଲୋକ ଘଟିଛି। ତେବେ ତାଙ୍କର ଦୀର୍ଘ ୬୫ ବର୍ଷର...

Advertisement
Archives

Model This Week