ଅନେକ ରୋଗ ଦୂର କରେ ଶୁଣ୍ଠି

ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ ଶୁଣ୍ଠିର ବ୍ୟବହାର ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

– ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଶୁଣ୍ଠି ଖୁବ୍‌ ଲାଭଦାୟକ। ଶୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ସ୍ଥାନରେ ଲଗାଇବା ଦ୍ବାରା ଉପଶମ ମିଳିଥାଏ।

– ଶୁଣ୍ଠି ପାଚନ କ୍ରିୟାକୁ ଠିକ୍‌ କରିବା ସହ ଓଜନ କମାଇବାରେ ସାହାଯ୍ୟ କରିଥାଏ।

– ଗର୍ଭବତୀ ମହିଳାମାନଙ୍କ ପାଇଁ ଶୁଣ୍ଠି ସର୍ବୋକୃଷ୍ଟ

– ଶୁଣ୍ଠିରେ କର୍କଟ ନିରୋଧୀ ଗୁଣ ରହିଥାଏ, ଯାହା କର୍କଟ କୋଷିକାକୁ ନଷ୍ଟ କରିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ଗ୍ରୀନ୍‌ ମଟର

ଗ୍ରୀନ ମଟର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏଥିରେ ପ୍ରୋଟିନ୍‌, ଆଇରନ୍‌, ଫସ୍‌ଫରସ୍‌, ଭିଟାମିନ୍‌-ଏ, ଭିଟାମିନ୍‌-କେ, ଭିଟାମିନ୍‌-ସି ଭରି ରହିଛି। ଏହା ମେଦ ବହୁଳତାକୁ କମାଇବାରେ...

ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦...

ବୟସ୍କମାନଙ୍କ ଯତ୍ନ

ଗତ ବର୍ଷ ଜୁଲାଇ ୧୧ରେ ପାଳିତ ହେଲା ‘ବିଶ୍ୱ ଜନସଂଖ୍ୟା ଦିବସ’। ସେଦିନ ଜାତିସଂଘ ଏକାଧିକ ରିପୋର୍ଟ ପ୍ରକାଶ କରିଥିଲା। ଆଗାମୀ ବର୍ଷଗୁଡ଼ିକରେ ଜନସଂଖ୍ୟା ବୃଦ୍ଧିର...

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି,...

ନଖର ରଙ୍ଗରୁ ବି ଜାଣିହେବ ଏସବୁ ସମସ୍ୟା…

ନଖର ରଙ୍ଗରୁ ଶରୀରରେ କେଉଁ ରୋଗ ହୋଇଛି ଅବା କେଉଁ ଅଙ୍ଗ ସ୍ବାଭାବିକ ଭାବେ କାର୍ଯ୍ୟ କରୁ ନାହିଁ ତାହା ସହଜରେ ଜଣାପଡ଼ିଥାଏ। ବିଭିନ୍ନ ରୋଗ...

ଖାଦ୍ୟରେ ଲୁଣ କମ୍‌ କରିବାକୁ ଚାହୁଁଛନ୍ତି….. ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି ।...

ମଧୁମେହ ହୋଇଥିଲେ….

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି।...

କେମିତି ପାଳିବେ ଦୀପାବଳି

ଆଲୋକର ପର୍ବ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସମସ୍ତଙ୍କ ମନରେ ରହିଥାଏ ସ୍ବତନ୍ତ୍ର ଉତ୍ସାହ। କିନ୍ତୁ କରୋନା ପାଇଁ ଏଥର ଫିକା ଲାଗୁଛି ଏହି ପର୍ବ...

Advertisement
Archives

Model This Week