ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ଅନୁଗୋଳ ଅଫିସ,୫।୨: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ବଇତୁରା ଦୀପଙ୍କୁ ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ଦ୍ବିତୀୟ ପୁରୁଷ ଛାତ୍ରାବାସ ଅନ୍ତେବାସୀଙ୍କ ମେସ୍‌ ବନ୍ଦ ହେବାରୁ ଛାତ୍ରମାନେ ଏହି ଧାରଣା ଦେଇଥିବା କହିଛନ୍ତି। ତେବେ ଘଟଣାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁତ୍ୱ ଦେଉ ନ ଥିବା ଜିଲାପାଳଙ୍କ ନିକଟରେ ଛାତ୍ରମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଜିଲାପାଳ ଆସିବା ପରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ

କେସିଙ୍ଗା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓ ଉଗ୍ରସେନ ଗୌଡ଼ଙ୍କ ଉପସ୍ଥିତିରେ ଝରଣା ବାଗ ବୁଧବାର ସରପଞ୍ଚ ଦାୟିତ୍ୱ ଗ୍ରହଣ...

ବିକୁଥିଲେ ବାଣ, ଧରିଲା ପୋଲିସ

କୋଭିଡ୍‌ କଟକଣା ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ୍‌ ଲଗାଇଥିବା ବେଳେ ଭଦ୍ରକ ସହରରେ ଚୋରାରେ ବାଣ ବିକ୍ରି ହେଉଥିଲା। ବିଶେଷ ସୂତ୍ରରୂ...

ଆଶଙ୍କାରେ ପକାଉଛି ଶିକ୍ଷକ ଅଭାବ

ବଇଣ୍ଡା,୫ା୧(ଡି.ଏନ.ଏ.): ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୮...

ଡ୍ରେନେଜ, ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଧାମନଗର, ୧୮।୫ (ସ୍ବ.ପ୍ର./ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଏନ୍‌ଏସିର ପ୍ରଥମ ସାଧାରଣ ବୈଠକ ମଙ୍ଗଳବାର ଅଧ୍ୟକ୍ଷା ନିବେଦିତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି...

ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍‌ରେ ଭୋଟର

ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।  ବିଭିନ୍ନ...

ଅଗ୍ନିକାଣ୍ଡ: ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମାଲକାନଗିରି,୨୭ା୫(ଡି.ଏନ୍‌.ଏ.)- ମାଲକାନଗିରି ସଦର ମହକୁମାରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ଖବରପାଇ ଅଗ୍ନିଶମ...

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ଅଭିଯୁକ୍ତଙ୍କ ପିତା ହୃଦ୍‌ଘାତରେ ମୃତ,ତହସିଲ ସମ୍ମୁଖରେ ମୃତଦେହ ରଖି ଧାରଣା

ଧାମନଗର,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଗତ ୧୭ ତାରିଖରେ ଦୁର୍ବ୍ୟବହାରକରି ଫେରାର ଥିବା ଅଭିଯୁକ୍ତଙ୍କ ପିତାଙ୍କର ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ...

Advertisement
Archives

Model This Week