ଅଣ ସବ୍‌ସିଡି ଏଲ୍‌ପିଜି ୬୧.୫ ଟଙ୍କା କମିଲା

ନୂଆଦିଲ୍ଲୀ, ୨।୪: ବୁଧବାର ଦେଶ ମଧ୍ୟରେ ଅଣ ସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୬୧.୫ ଟଙ୍କା ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା ଯୋଗୁ ଏଭଳି ହ୍ରାସ ଘଟିଥିବା ଜଣାପଡିଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହା ଦ୍ୱିତୀୟ ଥରର ଦର ହ୍ରାସ ବୋଲି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ପହିଲାରେ ଅଣ ସବସିଡି ଏଲ୍‌ପିଜି ଦର ୫୩ ଟଙ୍କା ହ୍ରାସ ଘଟିଥିଲା। ସେହିଭଳି ଫେବୃୟାରୀରେ ସିଲିଣ୍ଡର ପିଛା ଦର ୧୪୪.୫ ଟଙ୍କା ବଢିଥିଲା। ବର୍ତ୍ତମାନ କମର୍ସିଆଲ ବ୍ୟବହାର ଲାଗି ଉଦ୍ଦିଷ୍ଟ ୧୯ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦର ୧୨୮୫ ଟଙ୍କାକୁ ଖସିଛି। ଏହା ପୂର୍ବରୁ ୧୩୮୧.୫୦ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନଲାଇନ କାରବାର ବହୁତ ସାଧାରଣ ହୋଇଗଲାଣି। କୋଟି କୋଟି ଲୋକ ଦିନସାରା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା କାରବାର କରନ୍ତି। ବେଳେବେଳେ ଟଙ୍କା ଲେଣଦେଣ...

ବ୍ୟାଙ୍କ ଉପରେ ପଡ଼ିପାରେ ୨ ହଜାର କୋଟିର ବୋଝ

ନୂଆଦିଲ୍ଲୀ:  ୨୦୨୦ ମାର୍ଚ୍ଚଠାରୁ ଅଗଷ୍ଟ ଯାଏ ସରକାର ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ଘୋଷଣା କରିଥିଲେ। ଏହି ସମୟରେ କ୍ଷୁଦ୍ର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼...

ଖୁଚୁରା ମୁଦ୍ରାସ୍ଫୀତି ୪.୦୬%

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୪.୦୬%କୁ ବୃଦ୍ଧି ପାଇଛି। ଆର୍‌ବିଆଇ ଧାର୍ଯ୍ୟଲକ୍ଷ୍ୟ ୨-୬% ମଧ୍ୟକୁ ଏହା ଫେରିଛି। ଲଗାତର...

ଘରୋଇ ଡିଜିଟାଲ କରେନ୍ସିକୁ ଆର୍‌ବିଆଇର ନା

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ବତ୍ତର୍ମାନ ଡିଜିଟାଲ କରେନ୍ସି ଆଣିବା ନେଇ ସ୍ପଷ୍ଟ ଭାବେ କହି ହେବ ନାହିଁ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଏ...

ଫେବୃୟାରୀ ୨୮ ଯାଏ ଇପିଏଫ୍‌ ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨୯ା୧୧: କରୋନା ମହାମାରୀ କାରଣରୁ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଏହି...

ଫିଚର ଫୋନ୍‌ରେ ଡିଜିଟାଲ ପେମେଣ୍ଟ

ମୁମ୍ବାଇ,୯ା୩: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍‌ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍‌ ଟଙ୍କା...

ସେନ୍‌କୋ ଗୋଲ୍ଡ ପକ୍ଷରୁ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି

ଭୁବନେଶ୍ୱର,୨୬।୪: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅନ୍‌ଲାଇନରେ କ୍ରୟ ସୁବିଧା କମ୍ପାନୀ...

ଏନ୍‌ପିଏ ହୋଇଛି ମୁଦ୍ରାର ୩% ଋଣ

ନୂଆଦିଲ୍ଲୀ, ୪-୧୨: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଇଥିବା ମୋଟ ୬ ଲକ୍ଷ କୋଟି ଋଣ ମଧ୍ୟରୁ ୩% ଋଣ ଅନାଦାୟ ଋଣ(ଏନ୍‌ପିଏ) ହୋଇଥିବା ସରକାର...

Advertisement
Archives

Model This Week