ଅଜଣା ମୃତଦେହ ଉଦ୍ଧାର

ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ବାଇକଟି ପଡିଛି। ପାରିପାଶର୍‌ବିକ ସ୍ଥିତିରୁ ଜଣାଯାଏ, ଭାଲୁବସାଠାରେ ଥିବା ବାଙ୍କ ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ବାଡେଇ ହୋଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିବା ସହ ମୃତଦେହ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଆର୍ଦ୍ରଭୂମି ଭିତରକନିକାର ଫିଶିଂ କ୍ୟାଟ୍‌

କେନ୍ଦ୍ରାପଡ଼ା ଅଫିସ, ୧ା୩: ଓଡ଼ିଶାର ଚିଲିକା ଓ ଭିତରକନିକାରେ ଫିଶିଂ କ୍ୟାଟ୍‌ ଦେଖାଯାଇଥା’ନ୍ତି। ଚିଲିକାରେ ଏହି ବିରଳ ଓ ବିଲୁପ୍ତପ୍ରାୟ ଜୀବଙ୍କ ସଂଖ୍ୟା ଅଧିକ ଥିବା...

ବିପଦ ସଂକେତ ଟପିଲା ଜଳକା

ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ...

କଥାବାର୍ତ୍ତା ହେଲା କାଳ: ବଜ୍ରପାତରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ବୁଗୁଡ଼ା,୧ା୬(ଡି.ଏନ.ଏ.)-ବୁଗୁଡ଼ା ଥାନା ଡେଙ୍ଗାବାଡ଼ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡେଙ୍ଗାବାଡ଼ି...

ତୁଟିନି ବିଭ୍ରାଟ, ବଢୁଛି ଅସନ୍ତୋଷ

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ବୀମା ବିଭ୍ରାଟ ଯୋଗୁ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲାର ଅନେକ...

ଶୁଖୁଆ ହାଟ ପଡିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଗଞ୍ଜାମ,୨୨ା୫(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ହୁମ୍ମା ଶୁଖୁଆ ହାଟ ପଡ଼ିଆରୁ ଶୁକ୍ରବାର ଅପରାହ୍ନରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଶିଶୁପୁତ୍ର ପଡ଼ିଥିବା ଦେଖି...

ମେଡିକାଲ କର୍ମଚାରୀଙ୍କ ଘରୁ ଚୋରି, ଶୋଇଥିବା ବେଳେ ବୁଲିଲା କଳାକନା

ହିନ୍ଦୋଳ,୨୭।୪: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ନଗେନ୍ଦ୍ର ନାୟକଙ୍କ ଘରୁ ସୋମବାର ବିଳମ୍ବିତ ରାତ୍ରିରେ ଏକ...

ଆର୍‌ଏସ୍‌ପି ଭିତରକୁ ଦୁଇଟି ଗାଡ଼ିର ସନ୍ଦେହଜନକ ପ୍ରବେଶ

ରାଉରକେଲା ଅଫିସ, ୨୯। ୧୨-ରାଉରକେଲା ଇସ୍ପାତ କାରଖାନା ଭିତରକୁ ଶନିବାର ସନ୍ଦେହଜନକ ଭାବେ ପଶିଥିବା ଦୁଇଟି ଭାରିଯାନକୁ ଅଟକ ରଖାଯାଇଛି। ଏହା ସହ କାରଖାନା ସୁରକ୍ଷା...

ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ

ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ...

Advertisement
Archives

Model This Week