ଅଗ୍ନିକାଣ୍ଡ: ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମାଲକାନଗିରି,୨୭ା୫(ଡି.ଏନ୍‌.ଏ.)- ମାଲକାନଗିରି ସଦର ମହକୁମାରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ। ଈଶ୍ୱର ପଟ୍ଟନାୟକଙ୍କ ଏହି ବ୍ୟବସାୟ ପ୍ରତିଷ୍ଠାନରେ କାଗଜଖୋଲି, ଆଟା ଖୋଲି, ଏବଂ ଖଲି ତିଆରି ମେଶିିନ୍‌ ସହ ଏହା ପରିସରରେ ଥିବା ଆଇସ୍‌କ୍ରିମ୍‌ ଗୋଦାମର ୬ଟି ଫ୍ରିଜ୍‌, କମ୍ପ୍ୟୁଟର, ଲାପଟପ୍‌, ନଗଦ ଟଙ୍କା ସହ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଚାଷ ଦେଇଛି ପରିଚୟ

ଗୋବିନ୍ଦପାଲି, ୧୪।୩(ଡି.ଏନ୍‌.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଟାଣିଗୁଡାର ପାଲସୁ ପାଙ୍ଗିଙ୍କୁ ପରିଶ୍ରମ ଦେଇଛି ସଫଳତା। ଜଣେ ସଫଳ କଦଳୀ ଚାଷୀ ରୂପେ ସେ ନିଜର...

ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ...

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି, ୧୪।୯(ଡି.ଏନ୍‌.ଏ.: ମାଲକାନଗିରି ସୀମାରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତଓ୍ବୋଡ଼ା ଜିଲାରେ ଥିବା କୁଟ୍ରିମା ଜଙ୍ଗଲରେ ମାଓବାଦୀ...

ମାଲକାନଗିରିରେ ୧୦ ଦିନରେ ତିନିଥର ବନ୍ୟା ପରିସ୍ଥିତି ଗମ୍ଭୀର

ମାଲକାନଗିରି/ଏମ୍‌.ଭି. ୭୯/ପଦ୍ମଗିରି/ଶିଖପାଲ୍ଲି/ପଡିଆ/କୋରୁକୋଣ୍ଡା, ୭ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ମଙ୍ଗଳବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି...

ବାଲିମେଳାରେ ଜବାହର ନବୋଦୟ ବିଦ୍ୟାଳୟ-୨ ଲୋକାର୍ପିତ

କୋରୁକୋଣ୍ଡା, ୧୧।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍‌ଏସିରେ ନୂତନଭାବେ ନିର୍ମିତ ଜବାହର ନବୋଦୟ ବିଦ୍ୟାଳୟ-୨ ଗୁରୁବାର ସ୍ଥାନୀୟ ଟାଉନହଲଠାରେ ଲୋକାର୍ପଣ ହୋଇଯାଇଛି।...

ଗ୍ରାମରୁ ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି ସାଉଥ୍‌କୋ: ସନ୍ଧ୍ୟା ହେଲେ ଖୋଜାପଡୁଛି ଡିବି, ଲଣ୍ଠନ

କୋରୁକୋଣ୍ଡା,୧୪।୧(ଡି.ଏନ୍‌.ଏ.)-ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଥାଇ ମଧ୍ୟ ଗ୍ରାମବାସୀ ସନ୍ଧ୍ୟା ହେଲେ ସବୁଦିନ ହଇରାଣ ହେଉଛନ୍ତି। ଡିବି, ଲଣ୍ଠନ ଲଗାଇ ଚଳୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ...

କରୋନା ସନ୍ଦେହ: ପରୀକ୍ଷା ପରେ ବାହାରିଲା ସ୍ବାଇନ ଫ୍ଲୁ

ମାଲକାନଗିରି,୧୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମନ୍‌୍‌ଭି-୪୧ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ବାଇନ ଫ୍ଲୁ ହୋଇଛି। ସେ ହେଲେ ପରିମଲ ବିଶ୍ୱାସ। ପ୍ରକାଶ ଯେ,...

କାମ କରିବାକୁ ଚେନ୍ନାଇ ଯାଇଥିଲେ ବାପପୁଅ: ମୃତଦେହ ଧରି ଫେରିଲେ ପୁଅ

ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍‌ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *