ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପ୍ରଦାନ କରାଯାଉଛି ସମ୍ମାନ ଜନକ ଛାତ୍ରବୃତ୍ତି; ଏହା ଅନେକଙ୍କୁ ଏବେ ବି ଅଜଣା

ଓ୍ବାଶିଂଟନ,୧୮।୯ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ସମ୍ମାନ ଜନକ ତଥା ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ଏଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ପିଏଚ୍‌ଡି ଏବଂ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଏହି ବୃତ୍ତି ପ୍ରଦାନ କରାଯାଇଥାଏ। ୩୫ ବର୍ଷରୁ କମ୍‌ ବୟସ୍କ ଭାରତୀୟ ଛାତ୍ରୀଛାତ୍ରଙ୍କୁ ପିଏଚ୍‌ଡି ବୃତ୍ତି ପ୍ରଦାନ କରାଯାଇଥାଏ। ମନମୋହନ ସିଂଙ୍କ ନାମରେ ୨୦୦୮ରୁ ଏଠାରେ ପିଏଚ୍‌ଡ ବୃତ୍ତି ପ୍ରଦାନ କରାଯାଉଥିବା ବେଳେ ୨୦୧୦ଠାରୁ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ମଧ୍ୟ ଗ୍ରାଜୁଏଟ୍‌ ବୃତ୍ତି ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌ ଭିଜା ଆବେଦନ ଉପରେ ସାମୟିକ କଟକଣା ଜାରି କଲା ଭାରତ

ବେଜିଂ,୨।୨: କରୋନା ଭୁତାଣୁ ଯୋଗୁ ଚାଇନାର ବୁହାନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ଭାରତ ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌...

ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁ ସ୍ବତନ୍ତ୍ର କୋର୍ଟ : ଇୟୁ…

ବର୍ଲିନ,୧।୧୨ : ୟୁରୋପୀୟ ୟୁନିଅନ (ଇୟୁ) ୟୁକ୍ରେନରେ ଜାତିସଂଘ ସମର୍ଥିତ ଏକ ସ୍ବତନ୍ତ୍ର ଅଦାଲତ ଗଠନ କରିବାକୁ ପ୍ରସ୍ତାବ ଦେଇଛି। ରୁଷିଆ ଦ୍ୱାରା ହୋଇଥିବା ଯୁଦ୍ଧ...

ଷ୍ଟୁଡିଓରେ ନିଆଁ ଲଗାଇଦେଲେ: ୩୩ ଦଗ୍ଧ

ଟୋକିଓ,୧୯ା୭(ଏଏଫ୍‌ପି):ଜାପାନର କ୍ୟୋଟୋ ଆନିମେଶନ୍‌ କମ୍ପାନୀ ଉପରେ ଗୁରୁବାର ଆକ୍ରମଣ ହୋଇଛି। ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣାର ଚାଲିଛି ଅନୁସନ୍ଧାନ: କାନାଡା ପୋଲିସ

ଓଟ୍ଟାଓ୍ବା,୨୯।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଘଟଣାର ତଦନ୍ତ ସମ୍ପର୍କରେ କାନାଡା ପୋଲିସ ଏକ ବିବୃତ୍ତି ଦେଇଛି। ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ...

ଏନ୍ତୁଡ଼ିଶାଳରେ କରୋନା ବେକାବୁ, ଚାଇନାର ସାନ୍ୟା ସହରରେ ଲକ୍‌ଡାଉନ, ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଚିନ୍ତାରେ…

ବେଜିଂ, ୬।୮ :  କରୋନା ଏନ୍ତୁଡ଼ିଶାଳ ଚାଇନାରେ  କରୋନା ପୁଣି ଥରେ ନିୟନ୍ତ୍ରିତ ହରାଇଛି। ଶନିବାର ଚାଇନାର ’ହାୱାଇ’ କୁହାଯାଉଥିବା ସାନ୍ୟା ସହରରେ କର୍ତ୍ତୃପକ୍ଷ ଲକ୍‌ଡାଉନ...

ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି

ଓ୍ବାଶିଂଟନ,୨୭।୬: ଆମେରିକାର ନ୍ୟୁୟର୍କରେ ରହୁଥିବା ବିଦେଶୀ ଭାରତୀୟଙ୍କ ସଂସ୍କୃତିକୁ ସମ୍ମାନ ଦେଇ ଏଠାରେ ଥିବା ପ୍ରଶାସନ ଦୀପାବଳିକୁ ବିଦ୍ୟାଳୟଗୁଡ଼ିକ ପାଇଁ ସାଧାରଣ ଛୁଟି ତାଲିକାରେ ଅନ୍ତର୍ଭୁକ୍ତ...

ରାହୁଲଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ଗଣତନ୍ତ୍ରର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା: ସାମ ପିଟ୍ରୋଡା…

ଓ୍ବାଶିଂଟନ,୨୨।୫ : ସାମ ପିଟ୍ରୋଡା ରାହୁଲଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ଗସ୍ତର ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା। ଜୁନ...

ରୁଷିଆ ଦଖଲରେ ମାରିଆପୋଲ, ୧,୪୬୪ ୟୁକ୍ରେନ୍‌ ସୈନ୍ୟଙ୍କ ଆତ୍ମସମର୍ପଣ…

କ୍ୱିଭ୍‌, ୧୭।୪ : ରୁଷିଆର ସୈନ୍ୟବାହିନୀ ପୂର୍ବ ୟୁକ୍ରେନ୍‌ର ମାରିଅପୋଲ ସହରକୁ ନିଜ ଦଖଲକୁ ନେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ ଏହି...

Advertisement
Archives

Model This Week