ଅକ୍ଟୋବର ୨ରେ ‘ଓ୍ବାର’ ରିଲିଜ

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ ସମ୍ଭାବନା ଅଛି ବୋଲି ଏହାର ନିର୍ମାତା ସୋମବାର ଘୋଷଣା କରିଛନ୍ତି। ୟଶରାଜ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଉକ୍ତ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସିଦ୍ଧାର୍ଥ ଆନନ୍ଦ। ଆନନ୍ଦ ପୂର୍ବରୁ ହ୍ରିତିକ୍‌ଙ୍କ ଅଭିନୀତ ‘ବ୍ୟାଙ୍ଗ ବ୍ୟାଙ୍ଗ’ର ନିର୍ଦ୍ଦେଶନା ଦେଇଥିଲେ। ସିଦ୍ଧାର୍ଥଙ୍କ କହିବାନୁଯାୟୀ, ‘ଓ୍ବାର’ରେ ଦୁଇଜଣ ସର୍ବଶ୍ରେଷ୍ଠ ଆକ୍ସନ୍‌ ସୁପରଷ୍ଟାର ଏକାଠି ହୋଇଛନ୍ତି ଏବଂ ଫିଲ୍ମ ହିଟ୍‌ ପାଇଁ ସେ ଦୁହିଁଙ୍କୁ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ପଡିବ। ହ୍ରିତିକ ଏବଂ ଟାଇଗରଙ୍କ ମଧ୍ୟରେ ଯେଭଳି ଘମାଘୋଟ ଲଢ଼େଇ ହେବ ଦର୍ଶକମାନେ ଭାବିବେ ଏଭଳି ଭୟଙ୍କର ଯୁଦ୍ଧରେ କିଏ ବିଜୟୀ ହେଉଛି?
ଏଭଳି ଏକ ଟାଇଟଲ୍‌ ଦିଆଯିବାର କାରଣ ହେଉଛି ଏହାକୁ ବିଶ୍ୱବ୍ୟାପୀ ରିଲିଜ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ଏଥିରେ ହ୍ରିତିକଙ୍କ ସହ ବାଣୀ କପୁର ଅଭିନୟ କରୁଥିବାବେଳେ ଏହା ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେଶ ନ ଥିବାରୁ ଫିଲ୍ମ ମିଳିଲାନି

ବମ୍ବେ: ବଲିଉଡ୍‌ଜଗତର ଲାଜକୁଳା ଅଭିନେତାଙ୍କ ମଧ୍ୟରୁ ଅକ୍ଷୟ ଖନ୍ନା ଜଣେ। ଚଳଚ୍ଚିତ୍ର ‘ହିମାଳୟ ପୁତ୍ର’ ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହାପରେ...

ଆଡଭାନ୍ସ ବୁକିଂରେ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଆଲିଆ- ରଣବୀର ନଜର ଆସିବେ। ବର୍ତ୍ତମାନ ଏହି...

ଏହି ଅଭିନେତାଙ୍କୁ ଜାଣିଶୁଣି ବାଇକ୍‌ ଚାଳକ ଦେଲେ ଧକ୍କା, ହେଲା ଏମିତି ଅବସ୍ଥା

ବିଗ୍‌ ବସ୍‌ ସିଜିନ୍‌ ୧୩ର ରନର୍ସଅପ୍‌ ରହିଥିବା ମଡେଲ ତଥା ଅଭିନେତା ଆସିମ ରିୟାଜଙ୍କୁ ଜଣେ ବାଇକ୍‌ ଚାଳକ ଧକ୍କା ଦେଇଛନ୍ତି। ଫଳରେ ସେ ଗୁରୁତର...

୬ ବର୍ଷ ରୋମାନ୍ସ୍‌ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା

ମୁମ୍ବାଇ,୫।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ...

ମୁଡ୍‌ ବଦଳାଉଛନ୍ତି କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହରଙ୍କର ଏବେ ମୁଡ୍‌ ବଦଳିଥିବା ଆଲୋଚନା ହେଉଛି। ପୂର୍ବରୁ ‘କୁଛ କୁଛ ହୋ ତା ହୈ’, ‘କଭି ଅଲ୍‌ବିଦା...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ଅଭିନୟ କରିବେ ବୋଲି ପିଜା ଖାଇବା ଛାଡି ଦେଇଥିଲେ ପରିଣିତି

ମୁମ୍ବାଇ: ବଲିଉଡ୍ କୁଇନ୍ ପରିଣିତି ଚୋପ୍ରା ଅନେକ ୟଙ୍ଗଷ୍ଟରଙ୍କର ପ୍ରଥମ ପସନ୍ଦ ନାୟିକା ବୋଲି କୁହାଯାଏ । ଅଭିନୟରେ ସେ ଯେମିତି ପାରଙ୍ଗମ ପାଠପଢାରେ ବି...

ଟିଭିର ରାମ-ସୀତା କରୋନା ପଜିଟିଭ

ଟିଭିର ରାମ-ସୀତା ଅର୍ଥାତ୍‌ ଗୁରମୀତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ କରୋନା ପଜିଟିଭ ଜଣାପଡ଼ିଛନ୍ତି। ଏ ନେଇ ଗୁରମିତ କିଛି ସମୟ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ...

Advertisement
Archives

Model This Week