Posted inଖେଳ

ଲିଭରପୁଲ ଜିତିଲା କ୍ଲବ ବିଶ୍ୱକପ୍‌

ଦୋହା, ୨୨।୧୨- ଅତିରିକ୍ତ ମିନିଟ୍‌ରେ ରବର୍ଟୋ ଫିର୍ମିନୋଙ୍କ ଗୋଲ ଯୋଗୁ ଲିଭରପୁଲ ୧-୦ ଗୋଲରେ ବ୍ରାଜିଲର ଫ୍ଲାମେଙ୍ଗୋଙ୍କୁ ହରାଇ କ୍ଲବ ବିଶ୍ୱକପ୍‌ ଜିତିଛି। ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ୧୩ ହଜାର ଦର୍ଶକଙ୍କ ସାମ୍ନାରେ ଲିଭରପୁଲ ତା’ର ପ୍ରଥମ କ୍ଲବ ବିଶ୍ୱକପ୍‌ ଟାଇଟଲ ହାତେଇଛି। ଇଂଲଣ୍ଡର ଦ୍ୱିତୀୟ କ୍ଲବ ଭାବେ ଲିଭରପୁଲ ଦଳ ଏହି ସଫଳତା ହାସଲ କରିଛି। ଏଥିପୂର୍ବରୁ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨୦୦୮ରେ ଟ୍ରଫି ଜିତିଥିଲା। ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମ ୯୦ ମିନିଟ୍‌ରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଅତିରିକ୍ତ ସମୟର ପ୍ରଥମାର୍ଦ୍ଧରେ ଫିର୍ମିନୋ (୯୯ତମ ମିନିଟ୍‌) ଗୋଲ ଦେଇଥିଲେ। ଏହି ଗୋଲ ପରିଶୋଧ କରିବା ପାଇଁ ଫ୍ଲାମେଙ୍ଗୋ ନିକଟରେ ୨୦ ମିନିଟ୍‌ରୁ ଊର୍ଦ୍ଧ୍ୱ ସମୟ ଥିଲା। ଦଳ ପକ୍ଷରୁ ଖେଳାଳିମାନେ ବହୁ ପ୍ରୟାସ କରି ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ବର୍ତ୍ତା, କହିଲେ ଆମେ ଚୁପ୍‌ହୋଇ…

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍‌ ହୋଇ ବସିବେ ନାହିଁ…

Video: ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ; କୁନି ଝିଅ କଣ୍ଠରୁ ଶୁଣିଲେ ଭଜନ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା…

ଆଜି ଧନତେରସରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ: ୧୬ ଦିନ ଯାଏ ୫ ରାଶିଙ୍କ ଧନଲାଭ ଯୋଗ, ଘରକୁ ଆସିବେ ଲକ୍ଷ୍ମୀ

ଆଜି ୬ ନଭେମ୍ୱରରୁ ଆସନ୍ତା ୨୨ ନଭେମ୍ୱର ପର୍ଯ୍ୟନ୍ତ ଶୁକ୍ରଗ୍ରହ କନ୍ୟା ରାଶିରେ ବିରାଜମାନ କରିବେ। କନ୍ୟା ରାଶିରେ ଶୁକ୍ରଙ୍କର ଏହି ଉପସ୍ଥିତି ଅନେକ ରାଶିର ବ୍ୟକ୍ତିବିଶେଷଙ୍କ…

ଦ୍ୱିତୀୟ ODI ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ସିରିଜ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଖେଳାଳି, ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୬।୧୧: ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ମ୍ୟାଚ ଆସନ୍ତା ଶନିବାର, ନଭେମ୍ବର ୭ ତାରିଖରେ ୱେଲିଂଟନରେ…

ସ୍ବାମୀ ଅସୁସ୍ଥ ହେବାରୁ ଜ୍ୱାଇଁଙ୍କ ସହ ପଳାଇ ଗଲେ ଶାଶୁ, ସାଙ୍ଗରେ ନେଇଗଲେ ସମସ୍ତ ପୈତୃକ ଅଳଙ୍କାର

ଉନ୍ନାଓ,୬।୧୧: ଉନ୍ନାଓରେ ଏକ ଜଟିଳ ପାରିବାରିକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ମହିଳା ନିଜର ଅସୁସ୍ଥ ସ୍ବାମୀଙ୍କୁ ଘରେ ଛାଡ଼ି ନିଜ ଜ୍ୱାଇଁଙ୍କ ସହ…

ଦୀପାବଳିରେ କର୍ମଚାରୀଙ୍କୁ ଦାମୀ ଉପହାର; ମିଠା ବଦଳରେ ଦେଲେ iPhone Duo, ତାପରେ….

ଦୁବାଇ,୬।୧୧: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମିଠା ପ୍ୟାକେଟ୍‌ କିମ୍ବା ଛୋଟ ଉପହାର ଦେଇଥାନ୍ତି । ହେଲେ ୟୁଏଇର ଏକ କମ୍ପାନୀରେ ଏଥର ଯାହା…

ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି…

ଧନତେରସରେ ବଡ଼ ଝଟ୍‌କା! ଦେଢ଼ ଲକ୍ଷ ପହଞ୍ଚିଲା ସୁନାଦର, ଏକ୍ସପର୍ଟ କହିଲେ ଆଜି ଏକାଥରେ ବଢିବ…

ନୂଆଦିଲ୍ଲୀ,୬।୧୧: ପର୍ୱପର୍ୱାଣୀ ସିଜିନ ଆରମ୍ଭ ହେବାକ୍ଷଣି ସୁନା ଦର ପୁଣିଥରେ ସାଧାରଣ ଲୋକଙ୍କ ପାଖଠାରୁ ଦୂରେଇ ଯାଉଥିବାର ନଜର ଆସୁଛି। ଶୁକ୍ରବାର ପାଳନ ହେଉଥିବା ଧନତେରସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?