ଇଂଲଣ୍ଡର ଜଣେ ମହିଳାଙ୍କ ବିବାହ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ମହିଳା ମଣିଷ କି ପଶୁ ନୁହେଁ, ଗଛକୁ ବିବାହ କରିଛନ୍ତି। ମହିଳା ଜଣକ ଗଛ ଭିତରେ ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ ତିନି ବର୍ଷ ପୂର୍ବେ ଏହି ବୃକ୍ଷକୁ ବିବାହ କରିଥିଲେ ଏବଂ ଆଜି ସେ ଖୁସିରେ ଗଛ ସହିତ ଏକ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।
କେଟ କନିଙ୍ଗହାମ ନାମକ ଏହି ମହିଳା ଜଣଙ୍କ କହିଛନ୍ତି ସେ ନିଜ ଦାମ୍ପତ୍ୟ ଜୀବନରେ ଗଛ ସହିତ ବହୁତ ସନ୍ତୁଷ୍ଟ। ସେ କହିଛନ୍ତି ଯେ ଉଭୟଙ୍କ ଜୀବନ ସଂପୂର୍ଣ୍ଣ ଚାଲିଛି। ଯଦିଓ ଲୋକମାନେ ସେମାନଙ୍କର ବିବାହ ଦ୍ୱାରା ଆଶ୍ଚର୍ଯ୍ୟ ହୋଇଥାନ୍ତି ଏବଂ ଅନେକ ପ୍ରଶ୍ନ ପଚାରନ୍ତି। କିନ୍ତୁ ସେ ସମସ୍ତଙ୍କୁ କହିବାକୁ ଚାହାଁନ୍ତି, ତାଙ୍କ ବୈବାହିକ ଜୀବନ ବହୁତ ଭଲରେ ଚାଲିଛି। ୨୦୧୯ରେ କେଟ ତାଙ୍କ ପ୍ରେମିକ ବୃକ୍ଷକୁ ବହୁତ ପ୍ରଶଂସକ ସହିତ ବିବାହ କରିଥିଲେ। ପାର୍କ ଯାଉ ଯାଉ ଗଛ ପ୍ରେମରେ ପଡିଥିଲେ କେଟ୍। ସେ କୁହନ୍ତି ସେ ସପ୍ତାହରେ ୫ ଥର ସ୍ବାମୀଙ୍କୁ ଦେଖା କରନ୍ତି। ଖ୍ରୀଷ୍ଟମାସ ଅବସରରେ ସେ ତାଙ୍କ ସ୍ବାମୀଙ୍କୁ ସଜେଇବେ। କିଟ ରିମୋର୍ସ ଭ୍ୟାଲି କାଉଣ୍ଟି ପାର୍କରେ ଥିବା ଏକ ଗଛ ସହିତ ବିବାହ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ନିଜ ସରନେମ୍କୁ ମିସେସ୍ ଏଲ୍ଡର୍ରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।
କେଟ ଏବେ ଶିକ୍ଷାଦାନ କରୁଛନ୍ତି। ସେ ତାଙ୍କ ସ୍ବାମୀଙ୍କ ସହ ତୃତୀୟ ଥର ପାଇଁ ଖ୍ରୀଷ୍ଟମାସ ପାଳନ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଖ୍ରୀଷ୍ଟମାସ ସମୟରେ ତାଙ୍କ ସ୍ବାମୀ ବହୁତ ଆକର୍ଷଣୀୟ ଦେଖାଯାନ୍ତି।
CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’
ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…
ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ
ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…
‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…
ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍
ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…
ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…
IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …
ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…
ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି
ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…
ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର
ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

