ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୂପଣ ଦାବିରେ ଚାଲିଥିବା ଅନଶନ ପ୍ରତ୍ୟାହୃତ

ବନ୍ତ, ୬।୩(ସ୍ବ.ପ୍ର.): ଭଦ୍ରକ ଜିଲା ଚାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ଦାବିରେ ଚକ୍ରାପାଢୀ ଗ୍ରାମବାସୀ ଗୁରୁବାରଠାରୁ ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ପ୍ରତିଶ୍ରୁତି ପରେ ଶୁକ୍ରବାର ଗ୍ରାମବାସୀ ଅନଶନ ଭଙ୍ଗିଛନ୍ତି। ଅନଶନର ଦ୍ୱିତୀୟ ଦିନରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଓ ବିଡିଓ ରେବିକା ବିଲୁଙ୍ଗ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନେ ଚାହୁଁଥିବା ସ୍ଥାନରେ ଖୁବ୍‌ଶୀଘ୍ର ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଫଳକ ତିଆରି ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀ ହତ୍ୟା ମାମଲା: ସିନ ରିକ୍ରିଏସନବେଳେ ପୋଲିସ ଗାଡ଼ି ଉପରେ ଆକ୍ରମଣ

ମାର୍ଶାଘାଇ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର (ବନ୍ଧସାହି) ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି…

ବହୁ ବର୍ଷ ପରେ ଦୀପାବଳିରେ ଘଟୁଛି ଦୁର୍ଲଭ ସଂଯୋଗ, ମେଷ ସମେତ ୪ ରାଶିଙ୍କୁ ପ୍ରବଳ ଧନ ଲାଭ! ଚାକିରିରେ ବଡ଼ ପଦୋନ୍ନତି

ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ ୨୦୨୬ ନଭେମ୍ବର ୮ ତାରିଖ, ରବିବାର ଦିନ ଦୀପାବଳି…

ପଗାର ବଂଶର ମହାମିଳନ ଉତ୍ସବ: ଏକାଠି ହେଲେ ୪୫ ଖଣ୍ଡ ଗାଁର ବଂଶଜ

କର୍ଲାମୁଣ୍ଡା, ୨।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ଏମ. ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚିଠାରେ ରବିବାର ପଗାର ବଂଶର ମହାମିଳନ ଉତ୍ସବ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି।…

ଅଣ୍ଟାଏ ପାଣିରେ ପଶି ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ): ମହାବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜନଜୀବନ ଏବେ ବି ଅସ୍ତବ୍ୟସ୍ତ ରହିଥିବାବେଳେ ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ଅବସ୍ଥାରେ…

ଆଇସିସି ଦିନିକିଆ ରାଙ୍କିଂରେ ଶ୍ରୀଲଙ୍କାକୁ ପଛରେ ପକାଇଲା ଆଫଗାନିସ୍ତାନ, ଜାଣନ୍ତୁ ଭାରତ-ପାକିସ୍ତାନ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୧: ଆଇସିସି ପୁରୁଷ ଦିନିକିଆ ଟିମ ରାଙ୍କିଂରେ ଷଷ୍ଠ ସ୍ଥାନକୁ ଉଠିଛି ଅଫଗାନିସ୍ତାନ କ୍ରିକେଟ ଦଳ। ଶ୍ରୀଲଙ୍କାକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି…

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ…

୫୦ ଦିନ ପର୍ଯ୍ୟନ୍ତ ବ୍ଲୁ ଜର୍ସିରେ ନଜର ଆସିବେନି ବୈଭବ ସୂର୍ଯ୍ୟବଂଶୀ: ମିଳିଲା ବଡ଼ ଦାୟିତ୍ୱ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨।୧୧: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ଡିସେମ୍ବରରୁ ପରବର୍ତ୍ତୀ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏଭଳି ସ୍ଥିତିରେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ବୈଭବ…

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ୍‌, ଜଣେ ମୃତ ଓ ଜଣେ ଗୁରୁତର

ରିଆମାଳ, ୨/୧୧ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଅଧୀନ ସଂଘାପଶି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?